Home Middle

ଚାଇନା ସେନା ବିକଶିତ କରୁଛନ୍ତି ମସ୍ତିଷ୍କକୁ ଆଘାତ କରିପାରିବା ଭଳି ଅସ୍ତ୍ର, ବିଶ୍ୱ ପାଇଁ ହୋଇପାରେ ସତର୍କ ଘଣ୍ଟି

ବେଜିଂ,୮।୭: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏବଂ ଚାଇନା ସେନାବାହିନୀ ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଅସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।…

ଇଂଲଣ୍ଡ ୨୩୭, ଅଷ୍ଟ୍ରେଲିଆ ୧୧୬/୪

ଲିଡ୍ସ, ୮।୭: ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୨୩୭ ରନକରି ଅଲ୍‌ଆଉଟ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୧୬…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

କୋଲକାତା,୮।୭: ନିର୍ବାଚନ ପ୍ରଚାରକୁ ନେଇ ବହୁ ପରିଶ୍ରମ, ପାର୍ଥୀପତ୍ର ଦାଖଲ ସମୟରେ ହିଂସା, ବହୁ ଘଟଣା ଦୁର୍ଘଟଣା ପରେ ଶେଷରେ ଶନିବାର ସକାଳେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ। ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା ହିଂସା…

ବିଚାର କରିବ ପିସିଏ

ଆମଷ୍ଟରଡାମ୍‌/ଇସ୍‌ଲାମାବାଦ/ନୂଆଦିଲ୍ଲୀ,୮ା୭: ସିନ୍ଧୁନଦୀ ଜଳ ବିବାଦ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ (ପିସିଏ)ରେ ଗୁରୁବାର ଭାରତ ବିରୋଧରେ ପାକିସ୍ତାନ ବଡ଼ ବିଜୟ ଲାଭ କରିଛି। ସିନ୍ଧୁନଦୀ ଅବବାହିକାରେ କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ପାକିସ୍ତାନର ଆବେଦନ…

ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ

ଓ୍ବାଶିଂଟନ୍‌,୮।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍‌ ସିକ୍ରେଟ୍‌କୁ ବ୍ୟବହାର କରି ଥ୍ରେଡ୍ସ…

ଏନ୍‌ଇପି ବଦଳରେ ନୂଆ ଶିକ୍ଷାନୀତି ଆଣିବ କର୍ନାଟକ

ବେଙ୍ଗାଲୁରୁ , ୮।୭ (ପି.ଟି.): କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ ଶିକ୍ଷାନୀତି ସଂଘୀୟ ବ୍ୟବସ୍ଥା ସହ ଅସଂଗତ ଏବଂ ଏଥିରେ ଏକାଧିକ ତ୍ରୁଟି ରହିଥିବା ସିଦ୍ଦାରାମାୟା…

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ଭୋଟ

କୋଲକାତା, ୮।୭: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଏବଂ ହତ୍ୟାକାଣ୍ଡ ମଧ୍ୟରେ ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର…

ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ: ଭୟ ମଧ୍ୟରେ ପୋଲିଙ୍ଗ ବୁଥ୍‌ରେ ପହଞ୍ଚିବେ ଭୋଟ ଦେବେ ଭୋଟର

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଆୟୋଗ ଏହାର ପ୍ରସ୍ତୁତି ଶେଷ କରିଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଚାୟତ ନିର୍ବାଚନ ସମୟରେ…

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଟିଏମସି ଉପରେ ବୁଥ କ୍ୟାପଚରିଂ ଅଭିଯୋଗ, କୁଚବିହାର-ବେଲଡାଂଗା ହିଂସାରେ ଦୁଇ ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ଅର୍ଥାତ୍‌ ୮ ଜୁଲାଇରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। କିଛି ସମୟ ପରେ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ, ହେଲେ ଏହାର ଠିକ ପୂର୍ବରୁ ପୁଣିଥରେ ଏଠାରେ ନିର୍ବାଚନ ହିଂସା ହୋଇଛି।…

ବାହାନଗା ଟ୍ରେନ ଦୁର୍ଘଟଣା: ୩ଅଭିଯୁକ୍ତଙ୍କ ପାଇଁ ରିମାଣ୍ଡ ଆବେଦନ

ବାଲେଶ୍ୱର,୭।୭(ମାନସ ବିଶ୍ୱାଳ):ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ୩ଜଣ ରେଳ କର୍ମଚାରୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ସିବିଆଇ। ୩ଅଭିଯୁକ୍ତଙ୍କ ପାଇଁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର…

ମିଶନ ୨୪: ନିର୍ବାଚନ ରଣନୀତି ନେଇ ଦଳର ମୁଖ୍ୟାଳୟରେ ମାନସ ମନ୍ଥନ

ନୂଆଦିଲ୍ଲୀ,୭।୭: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ଭାଜପା। ଶୁକ୍ରବାର ଦଳର ମୁଖ୍ୟାଳୟରେ ଏନେଇ ବୈଠକ ହୋଇଛି। ଭାଜପା ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଭାଜପାର ସମସ୍ତ ସାଧାରଣ ସଚିବ, ରାଷ୍ଟ୍ରୀୟ ସଭାପତି ଏବଂ ଉତ୍ତର ଏବଂ…

ବିରୋଧି ଦଳ ବୈଠକ ନେଇ ଏଏପିକୁ ନିମନ୍ତ୍ରଣ ପଠାଇଲା କଂଗ୍ରେସ; ଏଏପି କହିଲା, ଅଧ୍ୟାଦେଶ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରୁ

ନୂଆଦିଲ୍ଲୀ,୭।୭: ଆଗାମୀ ବିଧାନସଭା ନିର୍ବାଚନରେ ଭାଜପାକୁ ଚିତପଟାଙ୍ଗ କରିବା ନେଇ ଏକଜୁଟ ହୋଇଛନ୍ତି ବିରୋଧୀ। ବିରୋଧୀ ଏକଜୁଟ ବୈଠକ ପୂର୍ବରୁ ବିହାରର ପାଟନାରେ ହୋଇଥିବାବେଳେ ଆଗାମୀ ବୈଠକ ବେଙ୍ଗାଲୁରୁର କର୍ନାଟକରେ ହେବାକୁ ଯାଉଛି। ଏନେଇ କଂଗ୍ରେସ ଅରବିନ୍ଦ କେଜରିଓ୍ବାଲଙ୍କୁ ବୈଠକ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri