Home Middle

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ ବିଆରଏସ ନେତା କେ. କବିତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପଚରାଉଚରା ପାଇଁ ଡକାଯିବ ନାହିଁ ବୋଲି ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦ ରେ ସୁପ୍ରିମକୋର୍ଟ କବିତାଙ୍କ ଆବେଦନର…

କନିଷ୍କା ବିମାନ ଦୁର୍ଘଟଣା: କାନାଡା ଗୁରୁତ୍ୱ ନ ଦେବା ନେଇ ଏବେ ଉଠିଲା ପ୍ରଶ୍ନ

ଅଟାଓ୍ବା,୨୬।୯: ଭାରତ-କାନାଡା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। କାନାଡା ଦେଶରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖଲିସ୍ତାନ ସମର୍ଥକମାନେ ପ୍ରାୟ ୫୦ ବର୍ଷ ଧରି କାନାଡାରେ ମୁକ୍ତ ଭାବରେ…

ଚାଇନା ନୌସେନା ଜାହାଜକୁ ଅଟକିବାକୁ ଦେଲାନି ଶ୍ରୀଲଙ୍କା: ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ କହିଲେ ବୈଦେଶିକମନ୍ତ୍ରୀ…

କଲମ୍ବୋ,୨୬।୯ : ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ସୋମବାର କହିଛନ୍ତି ତାଙ୍କ ସରକାର ଚାଇନା ଜାହାଜକୁ ଶ୍ରୀଲଙ୍କାରେ ଅଟକି ଯିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପାଇଁ ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ। ଚାଇନାର ନୌସେନା ଜାହାଜ ଜିନ ୟାନ ୬ ଅକ୍ଟୋବରରେ ପୂର୍ବ…

ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣରେ ୨୦ ଶରଣାର୍ଥୀଙ୍କ ମୃତ୍ୟୁ: ଜାତିଆଣ ନରସଂହାର ଅଭିଯୋଗ ଆଣିଲା ଆର୍ମେନିଆ…

ବାକୁ,୨୬।୯ : ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦ ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ଲୋକ ଆହତ…

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି ଆମେ ଉଭୟ ଦେଶ ବିଷୟରେ ଚିନ୍ତା…

ଇମ୍ରାନଙ୍କୁ ଝଟ୍‌କା: ସିଫର ମାମଲାରେ ୧୪ ଦିନ ବଢ଼ିଲା ନ୍ୟାୟିକ ହେପାଜତ ସମୟ ସୀମା…

ଇସଲାମାବାଦ, ୨୬।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ପୁଣି ବୃଦ୍ଧି ପାଇଛି। ସିଫର ମାମଲାରେ କୋର୍ଟ ତାଙ୍କ ପ୍ରାଥମିକ ମୁକ୍ତ ହେବାର ଆଶାକୁ ଖଣ୍ଡନ କରି ନ୍ୟାୟିକ ହେପାଜତକୁ ଆଉ ୧୪ ଦିନ…

ୱାହିଦା ରେହମାନଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ ବର୍ଷ…

ପୂର୍ବରୁ କହୁଥିଲେ ମୋଦି ହିଁ ଏକୁଟିଆ ଯଥେଷ୍ଟ, ଇଣ୍ଡିଆ ପରେ ବର୍ତ୍ତମାନ ତାଙ୍କୁ ସମର୍ଥନର ଆବଶ୍ୟକ: ସଞ୍ଜୟ

ମୁମ୍ବାଇ,୨୬।୯: ଶିବସେନାର ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏହି ସମୟରେ ସଞ୍ଜୟ ରାଉତ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସରକାର ଉପରେ ଆକ୍ରମଣ…

୫୧ ହଜାର ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନବମ ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ।…

‘ସଂସଦରେ ହିଟଲର ସମର୍ଥକ ପୂର୍ବତନ ସୈନିକଙ୍କୁ ସମ୍ମାନୀତ କରିବା ଲଜ୍ୟାଜନକ’,କହିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଅଟାଓ୍ବା,୨୬।୯: କାନାଡା ସଂସଦ, ହାଉସ ଅଫ କମନ୍ସରେ ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ନେଇ ଉତ୍ତେଜନା ଦେଖାଦେଇଛି। ଯଦିଓ ସାଂସଦଙ୍କ ଏହି କାର୍ଯ୍ୟ ପାଇଁ ବାଚସ୍ପତି କ୍ଷମା ମାଗିଛନ୍ତି, ତଥାପି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କାନାଡା…

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

ମେକ୍ସିକୋ ସିଟି,୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ ଶରୀରକୁ ଖନନ କରିଛନ୍ତି, ଯାହା ୧୦୦୦ ବର୍ଷରୁ ଅଧିକ ପୁରୁଣା ହୋଇପାରେ। ଏକ…

ବାଲୁଚିସ୍ତାନରେ ଲୋକଙ୍କୁ ହତ୍ୟା କରୁଛି ପାକିସ୍ତାନୀ ସେନା, ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବାଧିକାର ପରିଷଦ ବୈଠକ ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ହୋଇଛି। ବାଲୁଚିସ୍ତାନ ସ୍ବାଧୀନତାର ସମର୍ଥକମାନେ ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଏବଂ ବ୍ୟାନର ଲଗାଇ ପାକିସ୍ତାନୀ ସେନା ବିରୋଧରେ ବିରୋଧ କରୁଛନ୍ତି। ବାଲୁଚ ଭଏସ ଆସୋସିଏସନର ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?