Home Middle

ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…

ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଚାଇନା…

ପାକିସ୍ତାନ-ଶ୍ରୀଲଙ୍କା ଲଢ଼େଇ: ଫାଇନାଲ ଖେଳିବାକୁ ମିଳିବ ଟିକଟ…

କଳମ୍ବୋ,୧୪।୯ : ଗୁରୁବାର (୧୪ସେପ୍ଟେମ୍ବର) ଏସିଆ କପର ସୁପର -୪ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ କୌଣସି ଅଫିସିଆଲ ସେମିଫାଇନାଲ ମ୍ୟାଚ ନାହିଁ, କିନ୍ତୁ ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ…

ରାଷ୍ଟ୍ରପତି କିଛି ଭୁଲ କରି ନାହାନ୍ତି: ମହାଭିଯୋଗ ନେଇ କହିଲା ହ୍ବାଇଟ ହାଉସ…

ଓ୍ବାଶିଂଟନ,୧୪।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍‌ ଆରମ୍ଭ କରିବା ପ୍ରସ୍ତାବକୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ଅନୁମୋଦନ କରିଛନ୍ତି। ତେବେ…

ଫୁଜିଆନ – ତାଇୱାନ ଏକୀକରଣ ପାଇଁ ଚାଇନାର ଯୋଜନା, ତାଇୱାନର ସାଂସଦ ଏହାକୁ କହିଲା ହାସ୍ୟାସ୍ପଦ…

ବେଜିଂ/ତାଇପେଇ,୧୪।୯ : ତାଇୱାନ ବିରୋଧରେ ଚାଇନା ପୁଣି ଥରେ ସାମରିକ ଚାପ ପ୍ରୟୋଗ ଆରମ୍ଭ କରିଛି। ଚୀନ ଏହାର ଉପକୂଳ ପ୍ରଦେଶ ଫୁଜିଆନ ଏବଂ ତାଇୱାନ ମଧ୍ୟରେ ଏକୀକରଣକୁ ଗଭୀର କରିବାକୁ ଯୋଜନା ଜାରି କରିଛି। ଏହା ବ୍ୟତୀତ ଚୀନ ନିଜର…

ଆମେରିକା-ତାଲିବାନ ସମ୍ପର୍କ ସୁଧାର ଉପରେ ଗୁରୁତ୍ୱାରୋପ, ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ…

ଓ୍ବାଶିଂଟନ/କାବୁଲ,୧୪।୯ : ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି। ଆମେରିକାର ସ୍ବତନ୍ତ୍ର ଦୂତ ଥୋମାସ ୱେଷ୍ଟ ଏକ ରିପୋର୍ଟ ଉପସ୍ଥାପନ କରି ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହ ସମ୍ପର୍କ ଗଢ଼ିବାରେ ବାଧା ସୃଷ୍ଟି କରୁଥିବା ଗୁରୁତର ଆହ୍ବାନକୁ ଦର୍ଶାଇଛନ୍ତି। ସ୍ବତନ୍ତ୍ର ଦୂତଙ୍କ ରିପୋର୍ଟ…

ଭାରତ ଆମେରିକା ପାରସ୍ପରିକ ସହଯୋଗ ହୋଇଛି ଗତିଶୀଳ: ଆଣ୍ଟୋନି ବ୍ଲିଙ୍କେନ…

ଓ୍ବାଶିଂଟନ,୧୪।୯ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଜନ ହପକିନ୍ସ ସ୍କୁଲ ଅଫ ଆଡଭାନ୍ସ ଇଣ୍ଟରନ୍ୟାଶନାଲ ଷ୍ଟଡିଜରେ ପହଞ୍ଚିଛନ୍ତି। ଏହି ସମୟରେ ସେ କହିଥିଲେ ଆମ ସମୟର କଠିନ ଆହ୍ବାନର ମୁକାବିଲା ପାଇଁ ଆମେ ଏକ ନୂତନ ମିଳିତ ମଞ୍ଚ…

ୟୁକ୍ରେନ ଆକ୍ରମଣରେ ୨ ରୁଷିଆ ଯୁଦ୍ଧପୋତ କ୍ଷତିଗ୍ରସ୍ତ…

କିଭ୍‌/ମସ୍କୋ,୧୪।୯ : ବୁଧବାର, ୟୁକ୍ରେନ ରୁଷିଆର କ୍ରାଇମବ୍ରାଞ୍ଚର ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜାହାଜ ଘର ଉପରେ ଆକ୍ରମଣ କରିଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ମରାମତି ପାଇଁ ଅଣାଯାଇଥିବା ଦୁଇଟି ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଭାଷ୍ଟୋପୋଲ ଜାହାଜ କାରଖାନା…

କିମ୍‌-ପୁଟିନ ଭେଟ ନେଇ ଚିନ୍ତାରେ ଆମେରିକା…

ଓ୍ବାଶିଂଟନ,୧୪।୯: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଆମେରିକା ନିନ୍ଦା କରିଛି। ଚିନ୍ତାଗ୍ରସ୍ତ ଆମେରିକା ଉଭୟ ଦେଶକୁ ଚେତାବନୀ ଦେଇଛି। ଆମେରିକା ବୈଦେଶିକ ବିଭାଗ କହିଛି ଯଦି…

ଏକତାର ପ୍ରତୀକ ହିନ୍ଦୀ

କୌଣସି ଦେଶର ବିକାଶରେ ଭାଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଦେଶର ସ୍ବତନ୍ତ୍ର ପରିଚୟ ହେଉଛି ଭାଷା। ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଅନ୍ୟ ଭାଷା ମଧ୍ୟରେ ରାଜଭାଷା ହିନ୍ଦୀ…

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ…

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା ଏମ୍ମାଙ୍କୁ…

କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri