Home Middle

ତାମିଲନାଡୁ କୋର୍ଟରେ ଲଗାଯିବା କେବଳ ମହାତ୍ମା ଗାନ୍ଧୀ-ସନ୍ଥ ଥିରୁଭାଲୁଭାରଙ୍କ ଫଟୋ: ହାଇକୋର୍ଟ…

ଚେନ୍ନାଇ,୨୩।୭ : ମାଡ୍ରାସ ହାଇକୋର୍ଟ କହିଛନ୍ତି ତାମିଲନାଡୁ ଏବଂ ପୁଡୁଚେରୀର କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଏବଂ ତାମିଲ ସନ୍ଥ ଥିରୁଭାଲୁଭାରଙ୍କ ଫଟୋ ଲଗାଯାଇ ପାରିବ। ସମସ୍ତ ଜିଲା ଅଦାଲତକୁ ଦିଆଯାଇଥିବା ଏକ ସର୍କୁଲାରରେ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ ନୂତନ ନିର୍ମାଣ…

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କ ଯୋଗଦାନକୁ ସମ୍ମାନ ଦେଲା ଇଟାଲୀ, ନିର୍ମାଣ କଲା ବିଶେଷ ସ୍ମାରକ

ରୋମ,୨୩।୭: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସେନାଙ୍କୁ ସମ୍ମାନ ଦେଇଛି ଇଟାଲୀ। ଇଟାଲୀର ମୋନଟୋନେ ଅଞ୍ଚଳରେ ଭାରତୀୟ ସେନାଙ୍କ ସମ୍ମାନରେ ଏକ ସ୍ମାରକ ଉଦଘାଟନ କରାଯାଇଛି। ଏହି ସ୍ମାରକକୁ କମ୍ୟୁନ ଅଫ ମୋନୋଟୋନ ଏବଂ ଇଟାଲୀର ସାମରିକ ଐତିହାସିକମାନେ ଉନ୍ମୋଚନ…

‘ସାରାବିଶ୍ୱରେ ପାକିସ୍ତାନ ଲୋକହସା ହୋଇଛି’

ଓ୍ବାଶିଂଟନ,୨୩ା୭: ଆମେରିକାର ରାଷ୍ଟ୍ରପତିଙ୍କ କଳା ପରାମର୍ଶଦାତା ସହିଦ ଅହମ୍ମଦ ଖାନ କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ। ଏଥିସହ ସେ କହିଛନ୍ତି, ଆମେରିକାର ସିନେଟରମାନେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନୁହେଁ, ମାନବିକ ଅଧିକାର ସମ୍ବନ୍ଧରେ ଏକ…

ସୁଡାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ରକେଟ୍‌ ବର୍ଷାରେ ୧୬ମୃତ

ଖାର୍ତୁମ,୨୩।୭: ସୁଡାନର ଦାରଫୁରରେ ଶନିବାର-ରବିବାର ମଧ୍ୟରାତ୍ରିରେ ସେନା ଏବଂ ପାରାମିଲିଟାରୀ ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ସଂଘର୍ଷରେ ଉଭୟ ପକ୍ଷରୁ ଅସ୍ତ୍ର ବ୍ୟବହାର କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା କି, ଉଭୟ ପକ୍ଷରୁ ରକେଟ ବର୍ଷା…

ଧୋନୀଙ୍କ ପରେ ଋତୁରାଜ ହେବେ ସିଏସକେ ଅଧିନାୟକ, ରାଇଡୁ ଦେଲେ ସୂଚନା…

ନୂଆଦିଲ୍ଲୀ,୨୩।୭ : ଆଇପିଏଲ ୨୦୨୩ ଟ୍ରଫି ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘୋଷଣା କରିଛନ୍ତି ସେ ଆଗାମୀ ସିଜନରେ ମଧ୍ୟ ଖେଳିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଶଂସକଙ୍କ ପାଇଁ ଏକ ଅନନ୍ୟ ଉପହାରଠାରୁ କମ…

ବାର୍‌ରେ ନିଆଁ ଲାଗିବାରୁ ଜିଅନ୍ତା ଜଳିଗଲେ ୧୧ଜଣ

ଓ୍ବାଶିଂଟନ୍‌,୨୩।୭: ମେକ୍ସିକୋର ଏକ ବାର୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାର୍‌ରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ସହ ଅସଦାଚରଣ କରୁଥିଲେ। କର୍ମଚାରୀମାନେ ତାଙ୍କୁ ଏଥିପାଇଁ ବାର୍‌ରୁ ତଡି ଦେଇଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ରାଗି ଯାଇ ବାର୍‌ରେ…

ଗୁପ୍ତଧନ ଲାଳସାରେ ୯ବର୍ଷର ଶିଶୁକୁ ବଳି, ୪ଗିରଫ

ନାସିକ,୨୩।୭: ଅତ୍ୟଧିକ ଲୋଭ ମଣିଷକୁ ବିବେକଶୂନ୍ୟ କରିଦିଏ। ଏହି ଉଦାହରଣର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଶିକ ଜିଲାରେ। ଗୁପ୍ତଧନ ଲାଳସାରେ ୪ଜଣ ବ୍ୟକ୍ତି ୯ବର୍ଷର ଶିଶୁକୁ ବଳି ଦେଇଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ,…

ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …

ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି। କ୍ରୀଡ଼ା ମନ୍ତ୍ରଣାଳୟ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସବୁଜ ସଙ୍କେତ ଦେବା…

ଯଦି ମନ୍ଦିର ଯୋଗୁ ହିଂସା ବଢୁଛି ତେବେ ମନ୍ଦିର ବନ୍ଦ କରି ଦିଅନ୍ତୁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୩।୭: ଦିନକୁ ଦିନ ସମାଜରେ ମନ୍ଦିର ପାଇଁ ହିଂସା ବଢୁଛି। ତେଣୁ ଏହାକୁ ବନ୍ଦ କରିଦେବା ଶ୍ରେୟସ୍କର ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମନ୍ଦିରରେ ହେଉଥିବା ଉତ୍ସବ ଏବେ କିଛି ସମୂହ ପାଇଁ…

ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ। ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ)…

ଏଆଇ ଦ୍ୱାରା ଅପବ୍ୟବହାର କିମ୍ବା ଭୁଲ ତଥ୍ୟ ଦେବା ହୋଇପାରେ ବିପଦ: ସିଜେଆଇ ଚନ୍ଦ୍ରଚୂଡ

ଚେନ୍ନାଇ,୨୩।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଅପବ୍ୟବହାର, ଭୁଲ ତଥ୍ୟ ଏବଂ ଗାଳିଗୁଲଜ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ଆଇଆଇଟି ଚେନ୍ନାଇର ୬୦ତମ ସମାରୋହକୁ ସମ୍ବୋଧନ କରି ସିଜେଆଇ କହିଛନ୍ତି, ବୈଷୟିକ କ୍ଷେତ୍ରରେ ଆପଣ…

ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…

ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍‌ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri