ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ଗ୍ରେନେଡ୍ ମାଡ଼
ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀର କୁଲଗାମ୍ରେ ଥିବା ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ଗ୍ରେନେଡ୍ ମାଡ଼ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଘେରି ରହିବା ସହିତ ଏହାର ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ…
ହରିୟାଣାରେ ତ୍ରିଶଙ୍କୁ ସରକାର ସମ୍ଭାବନା: ଛୋଟ ଦଳ ସାଜିବେ କିଙ୍ଗ୍ ମେକର
ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏଠାରେ ତ୍ରିଶଙ୍କୁ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ସହିତ କଂଗ୍ରେସ କଡ଼ା ମୁକାବିଲା କରୁଥିବାବେଳେ ସରକାର ଗଠନ ପାଇଁ ଛୋଟ ଦଳ…
ଆହୁରି ୨ଦିନ ବର୍ଷା
ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…
ବିଜେପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ୪୭୮୮ ଭୋଟରେ ବିଜେଡି ଆଗରେ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୭୮୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୭୦୦୫ ଖଣ୍ଡ ଭୋଟ…
ମହାରାଷ୍ଟ୍ରରେ ଏନ୍ଡିଏ ବହୁମତ ହାସଲ ଲକ୍ଷ୍ୟରେ: ହରିୟାଣାରେ କଂଗ୍ରେସର କଡ଼ା ମୁକାବିଲା
ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ବହୁମତ ଲକ୍ଷ୍ୟ ହାସଲ କରିବାର ଜଣାପଡୁଥିବାବେଳେ ହରିୟାଣାରେ ପ୍ରତିଘଣ୍ଟାରେ ସ୍ଥିତି ବଦଳିବାରେ ଲାଗିଛି। ଏଠାରେ ଶାସକ ଭାଜପା…
ଧାନ ଏମ୍ଏସ୍ପି ବଢ଼ିଲାନି: ଗହମ ୮୫, ଡାଲି ୩୨୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୨୪ା୧୦: କେନ୍ଦ୍ର ସରକାର ୨୦୧୯-୨୦ ଅମଳ ବର୍ଷ ଲାଗି ଗହମ, ଡାଲି ଓ ଅନ୍ୟାନ୍ୟ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଥିଲାବେଳେ ଧାନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କୃଷକମାନଙ୍କ ଆୟ ବୃଦ୍ଧି ଲାଗି ସରକାର…
ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ
ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆରଏମ୍ସି ପରିସରରେ ଏକ ଗୋଦାମ ହଲର ୧୪ଟି ଟେବୁଲରେ ଗଣତି ଚାଲିଛି। ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…
ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା; ରାଜଧାନୀରେ ବି ବଦଳିଲା ପାଗ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ମାଲକାନଗିରି, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲାରେ ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ତେବେ…
ପିଇବା ପାଣି ପାଇଁ ହିଂସାକାଣ୍ଡ: ୧୨ ରାଜ୍ୟରେ ଗଡ଼ିଛି ୫୦ ମୁଣ୍ଡ; ମଧ୍ୟପ୍ରଦେଶ-ମହାରାଷ୍ଟ୍ରରେ ସର୍ବାଧିକ
ନୂଆଦିଲ୍ଲୀ,୨୩।୧୦: ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ନେଇ ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୫୦ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶ ଓ…
ଅଲ୍ ଆଉଟ୍ ମିଶନ୍ରେ ସେନା: ଭୁଶୁଡ଼ିବାରେ ଲାଗିଛି ଆତଙ୍କବାଦୀ ଦୁର୍ଗ; ଭାରତୀୟ ଅଲ୍ କାଇଦା ମୁଖ୍ୟ ଲଲହାରି ନିହତ
ଶ୍ରୀନଗର,୨୩।୧୦: ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ୍ ଆଉଟ୍ ମିଶନ୍ ଜାରି ରହିଛି। ଏହାର ପ୍ରଭାବରେ ଧୀରେ ଧୀରେ ଆତଙ୍କବାଦୀ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୁରାରେ ହୋଇଥିବା ଏନ୍କାଉଣ୍ଟରରେ ଭାରତୀୟ ଅଲ୍ କାଇଦା ମୁଖ୍ୟ ତଥା…
ମୋଦିଙ୍କ ଗୁଣଗାନ କରୁଛନ୍ତି କଂଗ୍ରେସ ନେତା: ସୋନିଆ ନୀରବଦ୍ରଷ୍ଟା
ନୂଆଦିଲ୍ଲୀ,୨୩।୧୦: କଂଗ୍ରେସର ଆଗ ଧାଡ଼ିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ମାତ୍ର କଂଗ୍ରେସ ଅଧ୍ୟକ୍ଷା ସବୁଦେଖି ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରଥମେ ଶଶି ଥରୁର୍ ମୋଦିଙ୍କ ପ୍ରଶଂସା କରିଥିଲେ। ଏହାପରେ ଜୟରାମ ରମେଶ, ଅଭିଷେକ ମନୁ…

