ଭାରତ ସିରିଜ୍ ବିଜୟୀ
ପୋର୍ଟ ଅଫ୍ ସ୍ପେନ୍, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼
ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।…
ଅଜିତ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କ’ଣ କହିଲେ ଫଡନଭିସ
ମୁମ୍ବାଇ,୨୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ଦଳର ନେତାଙ୍କ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବ ଦେଇଛନ୍ତି। ସୋମବାର ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଆଜିକାଲି ବହୁ ବରିଷ୍ଠ ନେତା ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ସେହି କଳ୍ପନାଜଳ୍ପନାରେ…
୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ
ନୂଆଦିଲ୍ଲୀ,୨୪।୭: ‘ଗୋ ଫାଷ୍ଟ’ ଏୟାରଲାଇନ୍ସ ୨୭ ଜୁଲାଇ ପର୍ଯ୍ୟନ୍ତ ଏହାର ବିମାନ କାର୍ଯ୍ୟ ବାତିଲ କରିବାକୁ ଘୋଷଣା କରିଛି।‘ଗୋ ଫାଷ୍ଟ’ ଟୁଉଟ୍ କରି କହିଛି ଯେ, ପରିଚାଳନାଗତ କାରଣରୁ ୨୭ ଜୁଲାଇ ୨୦୨୩ ଯାଏ ନିର୍ଦ୍ଧାରିତ ‘ଗୋ ଫାଷ୍ଟ’ ଉଡାଣ ବାତିଲ…
ଶାହା କହିଲେ ଆମେ ମଣିପୁର ଘଟଣାକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ, ହେଲେ ଜଣାପଡୁନି ବିରୋଧୀ କାହିଁକି ଏହା ଚାହୁଁନାହାନ୍ତି
ନୂଆଦିଲ୍ଲୀ,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ପାର୍ଲାମେଣ୍ଟରେ ଖୁବଜୋରରେ ହଙ୍ଗାମା ହୋଇଛି। ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଲୋକ ସଭାରେ ସେ କହିଛନ୍ତି ଆମେ ଏହାକୁ ନେଇ ଗୃହରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛୁ,…
ଗୁଜରାଟ ଜୁନାଗଡ଼ରେ ଭାଙ୍ଗିଲା ଦୁଇ ମହଲା ଘର, ଅନେକ ଲୋକ ଦବି ହୋଇଥିବା ଆଶଙ୍କା
ଜୁନାଗଡ଼,୨୪।୭: ଗୁଜରାଟରେ ଲଗାଣ ବର୍ଷା ଗୋଟିଏ ପରେ ଗୋଟିଏ ବିପଦ ସୃଷ୍ଟି କରି ଚାଲିଛି। ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ବହୁ ପରିମାଣରେ ଧନ ଜୀବନ କ୍ଷୟକ୍ଷତି ହେଲାଣି। ଇତିମଧ୍ୟରେ ଗୁଜରାଟର ଜୁନାଗଡ଼ରେ ଏକ ବଡ ଦୁର୍ଘଟଣା ଘଟିଛି। ଜୁନାଗଡ଼ରେ ଏକ…
କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି
ଥିରୁଭାନନ୍ତପୁରମ୍,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏବଂ ଉତ୍ତର କେରଳ ଜିଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ…
ଭୂସ୍ଖଳନ ପାଇଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ
ଇସଲାମାବାଦ,୨୪ା୭: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଉତ୍ତର ପାକିସ୍ତାନର ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛି। ଅଧିକାରୀମାନେ ସୋମବାର କହିଛନ୍ତି, ଏହି ଭୂସ୍ଖଳନ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁ ମୃତ୍ୟୁ…
‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’
ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ…
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଏଏପି ଏମପି ସଞ୍ଜୟ ସିଂ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବିତ…
ନୂଆଦିଲ୍ଲୀ,୨୪।୭ : ଏଏପି ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ କରିଥିବାବେଳେ…
ଜ୍ଞାନବ୍ୟାପୀର ସର୍ଭେ ଉପରେ ୨୬ ଜୁଲାଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରୋକ ଲଗାଇଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବେ ମସଜିଦ ପକ୍ଷ
ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ହେଉଥିବା ସର୍ଭେ ଉପରେ ସୁପ୍ରିମକୋର୍ଟ ବୁଧବାର ଅର୍ଥାତ୍ ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ସମୟରେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ପରିଚାଳନାକୁ…
ମହିଳା ନିର୍ଯାତନା: ସଂସଦରେ ଏନଡିଏ-ଇଣ୍ଡିଆ ମୁହାଁମୁହିଁ…
ମଣିପୁର ହିଂସା ସହିତ ଦେଶରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ନେଇ ଶାସକ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ହୋଇଛନ୍ତି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ଉଭୟ ପକ୍ଷ ଧାରଣା ଦେବା ସହିତ ପ୍ରଦର୍ଶନ କରିଛନ୍ତି।…
Archives


