Home Middle

ହିନ୍ଦୁ ଅବିଭାଜିତ ପରିବାର ମୁଖ୍ୟଙ୍କର ନିଜ ସମ୍ପତ୍ତି ବିକ୍ରି କରିବାର ରହିଛି ଅଧିକାର: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୮।୧୦ : ସୁପ୍ରିମକୋର୍ଟ କହିଛନ୍ତି ଯେ ଏକ ହିନ୍ଦୁ ଅବିଭକ୍ତ ପରିବାରର ମୁଖ୍ୟଙ୍କର ନିଜ ପରିବାରର ସମ୍ପତ୍ତି ବିକ୍ରୟ କରିବାର ଅଧିକାର ଅଛି, ଯଦିଓ ଏହା ପରିବାରର ଜଣେ ନାବାଳକଙ୍କର ଅବିଭକ୍ତ ମାମଲା ହୋଇଥାଉ ପଛେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି…

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନଙ୍କୁ ଦୁର୍ବଳତା ଯୋଗୁ ହିଂସା ଆରମ୍ଭ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଏକ ରାଲିରେ ଟ୍ରମ୍ପ…

ଇସ୍ରାଏଲ ଯୁଦ୍ଧ କ୍ଷେତ୍ରରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ ପରେ ରାମଲାଲାସ୍ଥିତ ପାଲେଷ୍ଟାଇନରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳିନ ପରିସ୍ଥିତିରେ କିମ୍ବା କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସିଧାସଳଖ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ କହିଛନ୍ତି। ପ୍ରତିନିଧି…

ଭାରତରେ ଋତୁକାଳୀନ ବିପର୍ଯ୍ୟୟ : ୬୭ ଲକ୍ଷ ପିଲା ବେଘର, ୩୦୫୯ ପିଲା ହେଉଛନ୍ତି ପ୍ରତିଦିନ ବିସ୍ଥାପନ…

ନୂଆଦିଲ୍ଲୀ,୮।୧୦ : ଭାରତରେ ବନ୍ୟା, ମରୁଡ଼ି ଏବଂ ଝଡ ଭଳି ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁ ପ୍ରତିଦିନ ହାରାହାରି ୩,୦୫୯ ପିଲା ବିସ୍ଥାପନର ସମ୍ମୁଖୀନ ହେଉଛନ୍ତି। ୟୁନିସେଫ ଅନୁଯାୟୀ, ୨୦୧୬ ରୁ ୨୦୨୧ ମଧ୍ୟରେ ଦେଶର ୬୭ ଲକ୍ଷ ପିଲା ନିଜ…

ଚାଇନା ସୈନ୍ୟଙ୍କ କଥା ବୁଝିବା ପାଇଁ, ଭାରତୀୟ ଯବାନ ଶିଖିବେ ମାନ୍ଦାରିନ ଭାଷା…

ନୂଆଦିଲ୍ଲୀ,୮।୧୦: ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶର ସେବା କରୁଥିବା ଭାରତର ଟେରିଟେରାଲ ଆର୍ମି ଚଳିତ ବର୍ଷ ଏହାର ୭୫ ତମ ଉତ୍ସବ ପାଳନ କରୁଛି। ଏହି ଅବଧି ମଧ୍ୟରେ ଟେରିଟେରାଲ ଆର୍ମିରେ ଚାଇନାର ମାନ୍ଦାରିନ ଭାଷା ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି।…

ପ୍ରତିଦିନ ଇସ୍ରୋ ଉପରେ ହେଉଛି ୧୦୦ରୁ ଅଧିକ ସାଇବର ଆକ୍ରମଣ: ଏସ୍‌ ସୋମନାଥ

କୋଚି,୮।୧୦: ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସହ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏଥିରୁ ବାଦ୍‌ ପଡ଼ିନାହିଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)। ଦେଶର ଏହି ସ୍ପେସ୍‌ ଏଜେନ୍ସିର ସଫ୍ଟୱେୟାର ଉପରେ ପ୍ରତିଦିନ ୧୦୦ ରୁ ଅଧିକ ସାଇବର…

ଇସ୍ରାଏଲ-ପାଲେଷ୍ଟାଇନ୍‌ ଲଢେଇ: ବିଫଳ ହୋଇଛି ଇସ୍ରାଏଲ ଗୁଇନ୍ଦା

ଜେରୁଜେଲମ,୮।୧୦: ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ର ଆକ୍ରମଣରେ ଥରି ଉଠିଛି ଗାଜା ବର୍ଡର। ଇସ୍ରାଏଲ ଉପରେ ହମାସ୍‌ର ରକେଟ ଆକ୍ରମଣରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ହମାସ୍‌ ଗୋଷ୍ଠୀ ପାରାଗ୍ଲାଇଡ ଓ ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିଲେ।…

ହମାସ୍‌ଙ୍କ ଶିବିରକୁ ଧ୍ୱଂସ କରିଦେବୁ: ନେତାନ୍ୟାହୁ

ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିଛି। ଶନିବାର ଇସ୍ରାଏଲର ଅନେକ ସ୍ଥାନରେ ୫ହଜାରରୁ ଅଧିକ ମିସାଇଲ ମାଡ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ତେବେ ଆକ୍ରମଣରେ ୧୦୦ରୁ ଅଧିକ ନିହତ…

ବିଜେଡି କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ୱର,୮।୧୦(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାୟଗଡ଼ା, ବୌଦ୍ଧ ଏବଂ ଦେବଗଡ଼ ଜିଲା କମିଟିର ବିିଭିନ୍ନ କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ଶନିବାର ବିଜେଡି ପକ୍ଷରୁ ଏ ନେଇ ପ୍ରେସ୍‌…

ଆଉ ଏକ ଯୁଦ୍ଧ

ଜେରୁଜେଲମ୍‌,୮ା୧୦ହମାସ୍‌ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୧୦୦ ଇସ୍ରାଏଲୀ ନିହତ ହେବା ସହ ୭୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଶନିବାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଶତ୍ରୁତା ପାଇଁ…

ସ୍ତ୍ରୀ-ସ୍ବାମୀଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟଧିକ କ୍ରୁରତା: ହାଇକୋର୍ଟ…

ନୂଆଦିଲ୍ଲୀ,୭।୧୦ : ଛାଡପତ୍ର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ବିବାହିତ ଦମ୍ପତିଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟନ୍ତ ନିଷ୍ଠୁରତା। ପ୍ରକୃତରେ, ଜଣେ ବ୍ୟକ୍ତିଙ୍କୁ ଛାଡପତ୍ର ଦେବା ପାଇଁ ଫ୍ୟାମିଲି କୋର୍ଟର ଆଦେଶକୁ ପାଳନ…

ବାଣ ଦୋକାନରେ ବିସ୍ଫୋରଣ: ୧୦ ମୃତ…

ବେଙ୍ଗାଲୁରୁ,୭।୧୦ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ବାହାର ଅଞ୍ଚଳରେ ଥିବା ଅଟ୍ଟିବେଲି ଠାରେ ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ଜୀବନ୍ତ ଦଗ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?