Home Middle

୬ ଓ୍ବିକେଟରେ ଆଫଗାନିସ୍ତାନକୁ ପରାଜିତ କଲା ବାଂଲାଦେଶ…

ଧରମଶାଲା,୭।୧୦ : ବିଶ୍ୱକପ ୨୦୨୩ର ତୃତୀୟ ମ୍ୟାଚ ଧରମଶାଲାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ ଜିତିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତି…

ଆରମ୍ଭ ହେଲା ମହାବିନାଶର କାଉଣ୍ଟ ଡାଉନ! ଋଷିଆକୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଲେ କିମ ଉନ

ମସ୍କୋ,୭।୧୦: ମହାବିନାଶର ଟ୍ରିଗରକୁ ଦବାଇ ସାରିଛି ଉତ୍ତର କୋରିଆ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ ଋଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା…

ଆଫଗାନିସ୍ତାନରେ ଭୂକମ୍ପ: ୧୪ ମୃତ, ୭୮ ଆହତ

କାବୁଲ,୭ା୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନ ହେରାଟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ଥିବା ବେଳେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୭୮ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଭୂସ୍ଖଳନ ଏବଂ ବିଲ୍ଡିଂ…

କଂଗ୍ରେସକୁ ଗୋଟିଏ ବି ଭୋଟ ମିଳି ନ ଥିବା ବୁଥ ଅଧ୍ୟକ୍ଷଙ୍କୁ ମିଳିବ ୫୧ ହଜାର ପୁରସ୍କାର: ବିଜୟଭର୍ଗୀୟ…

ଭୋପାଳ,୭।୧୦ : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନେତା କୈଳାସ ବିଜୟଭର୍ଗୟଙ୍କ ବିବୃତ୍ତି ପୁଣି ଥରେ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯଦି କଂଗ୍ରେସ ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ନ ପାଏ ତେବେ ଭାଜପାର ସମ୍ପୃକ୍ତ ବୁଥ ଅଧ୍ୟକ୍ଷଙ୍କୁ…

ଜାତିଗତ ଜନଗଣନା ନେଇ ଜେଡିୟୁରେ ଫାଟ: ଘରକୁ ନ ଆସି କିଭଳି ହେଲା ସର୍ବେକ୍ଷଣ,ପ୍ରଶ୍ନ କଲେ ନେତା…

ପାଟନା,୭।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ସହିତ ରାଜନୈତିକ ବିତର୍କ ତୀବ୍ର ହେବାରେ ଲାଗିଛି ଏବଂ ଏହାର ସଠିକତା ଉପରେ ଅନେକ ପ୍ରଶ୍ନ ଉଠିଛି। ପ୍ରାରମ୍ଭରେ ବିରୋଧୀ ଦଳ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ସମାଲୋଚନା କରିଥିଲେ…

ଇସ୍ରାଏଲକୁ ସମର୍ଥନ କଲେ ଏହିସବୁ ଶକ୍ତିଶାଳୀ ଦେଶ

ଜେରୁଜେଲମ,୭।୧୦: ହମାସ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ମାଡ଼ରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିବେଳେ ୭୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨୦ ମିନିଟରେ ୭ହଜାର ମିସାଇଲ ମାଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆତଙ୍କବାଦୀ ହାମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ…

ପ୍ରଥମ ପ୍ରାଇଭେଟ ରକେଟ୍‌ର ସଫଳ ଉତ୍‌କ୍ଷେପଣ କଲା ସ୍ପେନ୍‌

ମାଡ୍ରିଡ୍‌,୭ା୧୦: ସ୍ପେନର ଏକ କମ୍ପାନୀ ସ୍ପେନକୁ ଦୂରଦୂରାନ୍ତ ଦେଶଗୁଡିକର ସ୍ବତନ୍ତ୍ର କ୍ଲବରେ ଆଣିବା ଦିଗରେ ଏକ ପଦକ୍ଷେପ ନେଇ ଶନିବାର ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ଉତ୍‌କ୍ଷେପଣ କରିଛି। କମ୍ପାନୀ ପିଏଲ୍‌ଡି ସ୍ପେସ ଅନୁଯାୟୀ, ଛୋଟ ଏମ୍‌ଆଇୟୁଆରଏ-୧ ରକେଟ ଦକ୍ଷିଣ ଆଣ୍ଡାଲୁସିଆର…

ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର…

ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର ବଡୁଥିବା ଲୋକପ୍ରିୟତାକୁ…

ଅଷ୍ଟ୍ରେଲିଆ ବିଲିୟନେଆର ଆନ୍ଥୋନୀଙ୍କୁ ପରମାଣୁ ବୁଡାଜାହଜ,ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଦେଇଛନ୍ତି ଟ୍ରମ୍ପ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିବାଦ ପିଛା ଛାଡୁ ନାହିଁ। ରାଷ୍ଟ୍ରପତି ପଦ ଛାଡିବାର ପ୍ରାୟ ତିନିମାସ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରମାଣୁ ବୁଡ଼ାଜାହାଜ ସହ ଜଡିତ ସମ୍ବେଦନଶୀଳ ସୂଚନା ଅଷ୍ଟ୍ରେଲିଆ ବିଲିୟନେୟାର ଓ ବଢ ବ୍ୟବସାୟୀ ଆନ୍ଥୋନୀ…

ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ରାୟ ଦିଅନ୍ତି ନାହିଁ: ହାଇକୋର୍ଟ…

ମୁମ୍ବାଇ,୭।୧୦ : ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ। ସେ କହିଛନ୍ତି ଗଣମାଧ୍ୟମ ବିଷୟରେ ଲୋକଙ୍କ ଧାରଣା ରହିଛି ଏହା କୌଣସି ମାମଲାରେ ଅତ୍ୟଧିକ ଜଡିତ ହୁଏ। କୋର୍ଟର…

ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ପିଣ୍ଡଦାନ କଲେ ଯୁବତୀ…

ଗୟା,୭।୧୦ : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କିଙ୍କ ଏନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ରୁଷିଆ-ୟୁକ୍ରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?