Home Middle

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ…

ନେମାରଙ୍କ ୮୩୧ କୋଟିର ଚୁକ୍ତି

ରିୟାଧ,୧୭ା୮(ପି.ଟି.): ସାଉଦି ଫୁଟବଲ ଲିଗ୍‌ ସହିତ ଯୋଡି ହୋଇଛନ୍ତ ବ୍ରାଜିଲର ତାରକା ଷ୍ଟ୍ରାଇକର ନେମାର। ବିଗତ ୬ ସିଜନ ଧରି ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌(ପିଏସ୍‌ଜି) ପାଇଁ ଖେଳିବା ପରେ ନେମାର ଅଲ ହିଲାଲ ସହିତ ଚୁକ୍ତି କରିଛନ୍ତି। ବାର୍ଷିକ ୧୦୦ ମିଲିୟନ୍‌…

ଓଡ଼ିଶା ରୋଲର ସ୍କେଟିଂ ଦଳର ୩ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ଓଡ଼ିଶା ରୋଲର ସ୍କେଟିଂ ଦଳ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ଓଡ଼ିଶା ସ୍କେଟିଂ ଏକାଡେମୀର ୧୦୨ ସଦସ୍ୟ ବିଶିଷ୍ଟ ଦଳ କଳିଙ୍ଗ ଷ୍ଟାଡିୟମରେ କ୍ରମାଗତ ୫ ଘଣ୍ଟା ରୋଲର…

ପ୍ରଥମ ଦିନରେ ୩ ଜାତୀୟ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା…

ମଦ ପିଇ ଇଫେଲ୍‌ ଟାଓ୍ବାର ଚଢ଼ିଲେ ପର୍ଯ୍ୟଟକ

ପ୍ୟାରିସ, ୧୭।୮: ପ୍ୟାରିସର ଇଫେଲ୍‌୍‌ ଟାଓ୍ବାରରେ ଦୁଇ ମଦ୍ୟପ ଆମେରିକୀୟ ପର୍ଯ୍ୟଟକ ଗତ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଥିଲେ। ଉଭୟେ ଟାଓ୍ବାରର ଦ୍ୱିତୀୟ ଏବଂ ତୃତୀୟ ମହଲା ମଝିରେ ଶୋଇ ପଡିଥିଲେ। ଟାଓ୍ବାର ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଉଭୟ ପର୍ଯ୍ୟଟକ ଟାଓ୍ବାରରେ ପ୍ରବେଶ…

ଆର୍‌ପିଏଫ୍‌ କନ୍‌ଷ୍ଟେବଳ ବହିଷ୍କୃତ

ମୁମ୍ବାଇ,୧୭।୮: ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗତ ୧୧ ତାରିଖରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେବା ପରେ ଚେତନ ବର୍ତ୍ତମାନ…

ଏହି ଷ୍ଟେଶନରୁ ୬ ଟ୍ରେନ୍‌ ୧ ମାସ ପାଇଁ ହେବ ବାତିଲ

ଜୟପୁର,୧୬ା୮: ଯଦି ଆପଣ ଜୟପୁର ଜଙ୍କସନରୁ ଟ୍ରେନ୍‌ରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଟ୍ରେନର ଅବସ୍ଥାନ ଜାଣିରଖନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ ଜୟପୁର ରେଳ ଷ୍ଟେଶନରୁ ଚାଲୁଥିବା ୬ଟି ଟ୍ରେନ୍‌ ୧ ମାସ ପାଇଁ ଆଂଶିକ ବାତିଲ…

ଭାରତକୁ ପ୍ରଶଂସା କଲା ରୁଷିଆ

ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍‌ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରଶଂସା କରି ଲାଭ୍ରୋଭ କହିଛନ୍ତି, ଯୁଦ୍ଧର ସମାଧାନ ଖୋଜିବାରେ ଭାରତ…

କେନ୍ଦ୍ର କ୍ୟାବିନେଟ୍‌: ଇ-ବସ୍‌ ସେବା, ବିଶ୍ୱକର୍ମା ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୬ା୮: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ।…

୧୭ ନାଇଜର ସେନା ମୃତ

ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଟୋରୋଡି କମ୍ୟୁନିଟି ନିକଟରେ ନାଇଜର ସେନାର…

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା।…

ଅଗଷ୍ଟ ଯାଏଁ ଟେକ୍‌ କମ୍ପାନୀରେ ୨.୨୬ଲକ୍ଷ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୬।୮: କରୋନା ପରେ ଚଳିତ ବର୍ଷ ବୈଷୟିକ ଶିଳ୍ପରେ ଅଧିକ ଛଟେଇ ହୋଇଛି। ୨୦୨୩ମସିହାରେ ଏପର୍ଯ୍ୟନ୍ତ ଟେକ୍‌ କମ୍ପାନୀଗୁଡିକରେ ୨,୨୬,୦୦୦କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଅଲ୍ଟଇଣ୍ଡେକ୍ସ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ଛଟେଇ ହୋଇଥିବା ୨,୦୨,୦୦୦ଲୋକଙ୍କ ତୁଳନାରେ ଚଳି ବର୍ଷର ଛଟେଇ ୪୦ଶତକଡା ଅଧିକ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri