ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…

ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି।

ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ ଇଷ୍ଟୋନିଆର ‘ଏଲେରିଙ୍ଗ’ କମ୍ପାନୀ କହିଛନ୍ତି ଶନିବାର ବିଳମ୍ବିତ ରାତ୍ର ୨ଟା ସମୟରେ ସେମାନେ ପାଇପଲାଇନର ଚାପରେ ଅସ୍ବାଭାବିକ ହ୍ରାସ ଦେଖିଥିଲେ। ପରେ ତୁରନ୍ତ ଗ୍ୟାସ ପ୍ରବାହକୁ ବନ୍ଦ କରାଯାଇଥିଲା।

ଫିନଲ୍ୟାଣ୍ଡ କମ୍ପାନୀ ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ ଏକ ବିବୃତ୍ତିରେ କହିଛି ପର୍ଯ୍ୟବେକ୍ଷଣକୁ ଆଧାର କରି ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ଥିବା ଅଫଶୋର ପାଇପଲାଇନ ଲିକ ହେଉଛି ବୋଲି ସନ୍ଦେହ କରାଯାଉଛି। ଅଫଶୋର ପାଇପଲାଇନରେ ଥିବା ଭାଲଭଗୁଡ଼ିକ ବର୍ତ୍ତମାନ ବନ୍ଦ ହୋଇଯାଇଛି ଏବଂ ଲିକେଜ ବନ୍ଦ ହୋଇଯାଇଛି।

ଏହା କାହିଁକି ଘଟିଲା ସେନେଇ ଫିନଲ୍ୟାଣ୍ଡ ଅପରେଟର ଏପର୍ଯ୍ୟନ୍ତ କୌଣସି କାରଣ ଦେଇନାହାଁନ୍ତି। ସେମାନେ କହିଛନ୍ତି ଏଲେରିଙ୍ଗଙ୍କ ସହ ମିଶି ଏହାର ଅନୁସନ୍ଧାନ କରୁଛନ୍ତି। ସେପ୍ଟେମ୍ବର ୨୦୨୨ରେ, ବାଲଟିକ ସାଗର ଦେଇ ଜର୍ମାନୀକୁ ପ୍ରାକୃତିକ ଗ୍ୟାସର ଦୁଇଟି ପାଇପଲାଇନରେ ଏକ ଅସ୍ବାଭାବିକ ଲିକ ହେବା ପରେ ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଆଶଙ୍କା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri