ନାସାର ଭଏଜର୍-୨ ପୃଥିବୀକୁ ପଠାଇଲା ସଙ୍କେତ, ଆଶ୍ଚର୍ଯ୍ୟ ହେଲେ ମହାକାଶ ବିଜ୍ଞାନୀ…
ଓ୍ବାଶିଂଟନ,୨।୮ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଭଏଜର୍-୨ ପୃଥିବୀକୁ ସଙ୍କେତ ପଠାଇଛି। ଉଲ୍ଲେଖନୀୟ କଥା ହେଉଛି, ନାସା ସହିତ ଭଏଜର ସିଗନାଲ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ନାସା ମହାକାଶ ବିଜ୍ଞାନୀମାନଙ୍କ ଉଦ୍ୟମରେ ଯୋଗାଯୋଗ ପୁଣି ସ୍ଥାପିତ ହୋଇଛି।…
ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ଗତ ୨୪ ଘଣ୍ଟାରେ ୧୦ ମୃତ…
ଢାକା,୨।୮ : ବାଂଲାଦେଶରେ ଡେଙ୍ଗୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ଦଶ ଜଣ ଡେଙ୍ଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ଚଳିତ…
ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…
ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଲଗାଣ ବର୍ଷା…
୪ ବର୍ଷ ପରେ ପ୍ରଥମ ଥର ପାଇଁ ଛୁଟି ନେବେ ସୁନକ…
ଲଣ୍ଡନ,୨।୮ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ପାରିବାରିକ ଛୁଟି ନେବେ। ଡାଉନ ଷ୍ଟ୍ରିଟ ଏହି ସୂଚନା ଦେଇଛି। ୪ ବର୍ଷରେ ପ୍ରଥମ ଥର ପାଇଁ ସୁନକ ତାଙ୍କ ପରିବାର ସହିତ ଛୁଟିରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର…
ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ
ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ…
ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ
ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଏହି ଭୂକମ୍ପର…
ମୋଦିଙ୍କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ,୨ା୮: ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି। ସେହିପରି ବିରୋଧୀ ଇଣ୍ଡିଆନ୍ ନ୍ୟାଶନାଲ ଡେଭେଲପ୍ମେଣ୍ଟ ଇନ୍କ୍ଲୁସିଭ୍…
ବଦଳିଲା ଭାରତ-ପାକ୍ ମ୍ୟାଚ ତାରିଖ, ୧୫ ଅକ୍ଟୋବରରେ ନୁହେଁ ଏହି ଦିନ ହେବ ମୁକାବିଲା
ନୂଆଦିଲ୍ଲୀ,୨।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛ। ଏଥି ସହିତ ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ହେଲେ ଏହା ପୂର୍ବରୁ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ଥାନ ମ୍ୟାଚ ଖେଳାଯିବ ବୋଲି…
୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି, ୩ ରାଜ୍ୟର ବାର୍ଷିକ ବଜେଟଠାରୁ ଅଧିକ: ଏଡିଆର ରିପୋର୍ଟ…
ନୂଆଦିଲ୍ଲୀ,୧।୮ : ଦେଶର ୪୦୦୧ ସିଟିଂ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି ଟଙ୍କା ରହିଛି, ଯାହା ୨୦୨୩-୨୪ ପାଇଁ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମ ଆଦି ୩ ରାଜ୍ୟର ମିଳିତ ବାର୍ଷିକ ବଜେଟ ଠାରୁ ଅଧିକ। ଯାହା ୪୯,୧୦୩ କୋଟି…
ଚିତାବାଘଙ୍କ ମୃତ୍ୟୁ ନୁହେଁ ଚିନ୍ତାଜନକ: ସୁପ୍ରିମ୍କୋର୍ଟରେ କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧।୮ : ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) କୁନୋରେ ଚିତାବାଘଙ୍କ ମୃତ୍ୟୁ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରିଛନ୍ତି। ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣ…
ରୋଗ ସୃଷ୍ଟି କରିଛି ଏଏପି , ଆମେ କରୁଛୁ ଚିକିତ୍ସା: ଭାଜପା…
ନୂଆଦିଲ୍ଲୀ,୧।୮ : ଦିଲ୍ଲୀ ସେବା ବିଲ୍ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ମଙ୍ଗଳବାର ଲୋକସଭାରେ ଏହାର ଉପସ୍ଥାପନା ସମୟରେ ଅନେକ ହଟ୍ଟଭୋଳ ହୋଇଛି। କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ତଥା ଦିଲ୍ଲୀର ଲୋକସଭା ଏମପି…
ପାକିସ୍ତାନରେ ନିର୍ବାଚନ ସମୟରେ ହେବ କି ଆତଙ୍କବାଦୀ ଆକ୍ରମଣ! କ୍ଷମତା ଲୋଭୀ ରାଜନୈତିକ ଦଳକୁ ଟାର୍ଗେଟ କରିବ ଆଇଏସକେପି
ଇସଲାମବାଦ,୧।୮: ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ଆତଙ୍କବାଦୀଙ୍କ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଖେବରପଖତୁନଖାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସକେପି) ନିଜକୁ ଦାୟୀ କରିଛି। ସଂଗଠନ ସ୍ପଷ୍ଟ କରିଛି…
Archives


