କାବେରୀ ଜଳ ବିବାଦକୁ ନେଇ ବେଙ୍ଗାଲୁରୁ ବନ୍ଦ
ବେଙ୍ଗାଲୁରୁ,୨୬।୯: କାବେରୀ ଜଳ ବିବାଦକୁ ନେଇ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ତେବେ ବେଙ୍ଗାଲୁରୁରେ ବିରୋଧ କରୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ମଙ୍ଗଳବାର (୨୬ ସେପ୍ଟେମ୍ବର) ଏବଂ ଶୁକ୍ରବାର (୨୯ ସେପ୍ଟେମ୍ବର) ରେ ଏକ ବନ୍ଦ ଡାକରା…
ଆଜି ୫୧,୦୦୦ ଯୁବତୀଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ସରକାରୀ ବିଭାଗ ତଥା ସଂଗଠନରେ ୫୧,୦୦୦ ନୂତନ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ରଗୁଡ଼ିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଣ୍ଟନ କରିବେ ଏବଂ ପ୍ରାର୍ଥୀଙ୍କୁ…
ଭାରତୀୟ ବାୟୁସେନା ପାଇଁ ନୂଆ ଯୁଗ ଆରମ୍ଭ, ଆଇଏଏଫ୍ର ମେରୁଦଣ୍ଡ ହେବ ସି-୨୯୫ ବିମାନ
ଗାଜିଆବାଦ,୨୫ା୯ : ଭାରତୀୟ ବାୟୁସେନାରେ ସୋମବାର ପ୍ରଥମ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ହିଣ୍ଡନ ବାୟୁସେନା ଷ୍ଟେଶନରେ ସି-୨୯୫ ସାମିଲ ଉତ୍ସବ ଅନୁଷ୍ଠିତ…
ଭାଜପା ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କଲା ଏଆଇଏଡିଏମ୍କେ
ଚେନ୍ନାଇ,୨୫।୯: ତାମିଲନାଡୁରେ ଭାଜପାକୁ ବଡ ଝଟକା ଲାଗିଛି। ସୋମବାର ଏଆଇଏଡିଏମ୍କେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ଭାଜପାର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ…
‘ରାଜସ୍ଥାନରେ କଂଗ୍ରେସ ହାରିବ’
ଜୟପୁର,୨୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଜୟପୁରରେ ‘ପରିବର୍ତ୍ତନ ସଙ୍କଳ୍ପ ମହାସଭା’ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜସ୍ଥାନର ୫ ବର୍ଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଁ…
ଗଲ୍ଫ ବଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ଜରିମାନା
ତାଇପେ,୨୫ା୯: ସୋମବାର ତାଇଓ୍ବାନ କର୍ତ୍ତୃପକ୍ଷ ଏକ ଗଲ୍ଫ ବଲ୍ ନିର୍ମାତାଙ୍କ ପ୍ରତି ୨.୪ ନିୟୁତ ତଥା ନୂଆ ତାଇଓ୍ବାନ ୭୫୦୦୦ ଡଲାର ଜରିମାନା କରିଛନ୍ତି। ବିପଜ୍ଜନକ ସାମଗ୍ରୀର ଆଇନଗତ ସୀମା ତଥା ଅନ୍ୟାନ୍ୟ ଉଲ୍ଲଂଘନର ୩୦ ଗୁଣ ସଂରକ୍ଷଣ କରିଥିବାରୁ ଆପରାଧିକ…
ଥାଇଲାଣ୍ଡକୁ ଆସିଲେ ଚାଇନା ପର୍ଯ୍ୟଟକ
ବ୍ୟାଙ୍କକ୍,୨୫ା୯: ଚାଇନାରୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏକ ନୂତନ ଭିଜାମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ସୋମବାର ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ଚାଇନା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି। ଜଣେ ଅଧିକାରୀ…
ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ
କଲମ୍ବୋ,୨୫।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟର ସ୍ବର୍ଣ୍ଣ ପଦକ ମୁକାବିଲାରେ ଭାରତୀୟ ମହିଳା ଦଳର ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୯ ଓଭରରେ ୭…
ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ହେବ ଜୋର୍ଦାର ଲଢ଼େଇ
ଓ୍ବାଶିଂଟନ,୨୫ା୯: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। କୁହାଯାଉଛି, ଏଥର ମଧ୍ୟ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏହି ସମୟରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ…
ମହିଳା ସଂରକ୍ଷଣ ବିଲ୍କୁ ବାଧ୍ୟ ହୋଇ ସମର୍ଥନ କରିଛି ‘ଇଣ୍ଡିଆ’: ପ୍ରଧାନମନ୍ତ୍ରୀ
ଭୋପାଳ,୨୫।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି…
ବାଂଲାଦେଶରେ ୩୮୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ
ଢାକା,୨୫ା୯: ନ୍ୟାଶନାଲ ସେଣ୍ଟର ଫର୍ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ତଥ୍ୟ ଅନୁଯାୟୀ, ଗତ ବର୍ଷ କେବଳ ପଶ୍ଚିମବଙ୍ଗରେ ସର୍ବାଧିକ ୬୭୨୭୧ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ। ଅତି କମ୍ରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଚଳିତବର୍ଷ ବାଂଲାଦେଶରେ ୩୮୦୦୦ରୁ ଅଧିକ ଡେଙ୍ଗୁ…
ଜାଣିଶୁଣି ଋଣ ପୈଠ ନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି…
ନୂଆଦିଲ୍ଲୀ,୨୫।୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କ…
Archives


