Home Middle

ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ…

ଏ ନୁହେଁ ଆତ୍ମହତ୍ୟା, ସ୍ବପ୍ନର ମୃତ୍ୟୁ: ବିଆରଏସକୁ କଂଗ୍ରେସର କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୪।୧୦ : କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ବପ୍ନ,ଆଶା ଏବଂ ଆକାଂକ୍ଷାର…

ମହାକାଶରେ ରହିଛି ସୁନା-ରୁପାରେ ତିଆରି ଉଲ୍‌କାପିଣ୍ଡ, ସନ୍ଧାନ କରିବ ନାସାର ‘ସାଇକି ମିଶନ’

ଓ୍ବାଶିଂଟନ୍‌, ୧୪।୧୦: ନାସା ମହାକାଶଯାନ ‘ସାଇକି ମିଶନ’କୁ ଲଞ୍ଚ କରିଛି। ଏହି ମିଶନ ମାଧ୍ୟମରେ ଏକ ବିରଳ ଉଲକାପିଣ୍ଡର ସନ୍ଧାନ କରାଯିବ ଯେଉଁଥିରେ ବହୁମୂଲ୍ୟ ଧାତୁ ଥିବାର ସନ୍ଧାନ ମିଳିଛି। ଅଧିକାଂଶ ଆଷ୍ଟ୍ରଏଡଗୁଡିକ ପଥର ବା ବରଫଯୁକ୍ତ ହୋଇଥାଏ କିନ୍ତୁ ଏହା…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ନେଇ ପ୍ରଶ୍ନ, ପିଆଇଏଲ ଉପରେ ୫ ଲକ୍ଷ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୪।୧୦ : ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟରେ ଏକ…

ଜାତିଗତ ଜନଗଣନା ନେଇ କଂଗ୍ରେସରେ ଫାଟ: ରାହୁଲ ପଛୁଆବର୍ଗଙ୍କୁ ଅପମାନିତ କରୁଥିବା ଅଭିଯୋଗ…

ହାଇଦ୍ରାବାଦ,୧୪।୧୦ : ଗୋଟିଏ ପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତିଗତ ଜନଗଣନା କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ରମାଗତ ଭାବରେ ଓବିସି ପ୍ରସଙ୍ଗ ଉଠାଉଛନ୍ତି, ଯାହା ଦ୍ୱାରା ତାଙ୍କ ଦଳ ଦେଶର ବୃହତ୍ତମ ଜନସଂଖ୍ୟା ଓବିସିର ସମର୍ଥନ ପାଇପାରିବ।…

ଭାରତ-ପାକିସ୍ତାନ ମ୍ୟାଚରେ ୪୦ ହଜାର କୋଟି ଟଙ୍କାର ବେଟିଂ…

ଅହମଦାବାଦ,୧୪।୧୦: ବିଶ୍ୱକପ ୨୦୨୩ର ସବୁଠାରୁ ରୋମାଞ୍ଚକର ମ୍ୟାଚ ଅର୍ଥାତ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଦର୍ଶକ ପହଞ୍ଚିଥିବାବେଳେ ପଡ଼ିଆ ବାହାରେ ମଧ୍ୟ ଏହି ମ୍ୟାଚ ନେଇ…

ୟୁଏଇ-ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି…

ଦୁବାଇ, ୧୪।୧୦: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ବୁଝାମଣା କରିଛନ୍ତି। ଏହା ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (ସିଇପିଏ) ଭାବରେ ଜଣାଶୁଣା। ଗଲ୍ଫ ରାଜ୍ୟ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ ଏବଂ…

ଫ୍ରାନ୍ସର ସବୁ ସ୍କୁଲକୁ ହାଇ ଆଲର୍ଟ

ପ୍ୟାରିସ,୧୪।୧୦: ଫ୍ରାନ୍ସର ଅରାସ ସହରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ସହରର ସମସ୍ତ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାରୁ…

ପ୍ରତିବର୍ଷ ୯ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ପାଲଟିଛି ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ,୧୪।୧୦: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି। ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀ ମଧ୍ୟରେ କେବୁଲ, ଇ-ଖେଳନା, ଇ-ସିଗାରେଟ, ଇ-ବାଇକ, ପାୱାର୍‌ ଟୁଲ୍ସ, ସ୍ମୋକ ଡିଟେକ୍ଟର, ୟୁଏସବି ଷ୍ଟିକ, ଥରେ…

ଉତ୍ତର ଗାଜାରୁ ପଳାୟନ କରୁଛନ୍ତି ବହୁ ସଂଖ୍ୟାରେ ପାଲେଷ୍ଟାଇନ ନାଗରିକ, ଇସ୍ରାଏଲ ସେନା ଦେଇଥିଲା ୬ ଘଣ୍ଟାର ଅଲଟିମେଟମ

ଜେରୁଜେଲମ,୧୪।୧୦: ଇସ୍ରାଏଲ ଶୁକ୍ରବାର ଉତ୍ତର ଗାଜାରେ ରହୁଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଏହି ଅଞ୍ଚଳ ଖାଲି କରି ଦକ୍ଷିଣ ଗାଜା ଆଡକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥି ସହିତ, ଇସ୍ରାଏଲ ସେନା ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ପରେ ପାଲେଷ୍ଟାଇନ…

ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୪।୧୦: ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ ରିସେପ୍ଟର…

କୋଟାରେ ଲଜ୍ଜା: ନିଟ୍‌ ପରିକ୍ଷାର୍ଥୀଙ୍କୁ ମଦ ପିଆଇ ବଳତ୍କାର କଲେ ହଷ୍ଟେଲ କର୍ମଚାରୀ

କୋଟା,୧୪।୧୦: କୋଚିଂ ସିଟି କୋଟାରେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସହରକୁ ବଦନାମ କରୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଟାରେ ନିଟ୍‌ ପ୍ରସ୍ତୁତି କରୁଥିବା ବିହାରର ଜଣେ ୧୫ ବର୍ଷୀୟ କୋଚିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?