Home Middle

ହାତୀ ଛୁଆର ସ୍ବାସ୍ଥ୍ୟ ସଚେତନତା, ସଫା କରି ଖାଉଛି ପତ୍ର, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ,୩୧।୧୦ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆର କିଭଳି ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ତାହା ଦେଖାଯାଇଛି। ହାତୀ ଛୁଆ ଗଛର ପତ୍ର ସଫା କରି ଖାଉଛି। ଶୁଣ୍ଢରେ…

ହାଇକୋର୍ଟ ଗଲେ ପ୍ରତାପ ଜେନା

କଟକ,୩୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି ପ୍ରତାପ…

କୋଭିଡ ଟିକା ବଢାଉଛି କି ଗର୍ଭପାତ ସମସ୍ୟା? ନୂଆ ଅଧ୍ୟୟନର ତଥ୍ୟ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୩୧।୧୦: କୋଭିଡ ଟିକା ନେବା ପରେ ବଢୁଛି କି ଗର୍ଭପାତ ସମସ୍ୟା। ଏପରି ଅନେକ ଚର୍ଚ୍ଚା ହେଉଥିବାବେଳେ ଟିକାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। କୋଭିଡ ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି। ଏଥିରେ…

ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…

ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି)…

ପାକିସ୍ତାନର ସହଜ ବିଜୟ, ୭ ଓ୍ବିକେଟରେ ହାରିଲା ବାଂଲାଦେଶ…

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶକୁ ପାକିସ୍ତାନ ୭ ଓ୍ବିକେଟରେ ପରାଜିତ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ…

ଏଲପିଜି ସିଲିଣ୍ଡର ମିଳିବ ୪୭୪ ଟଙ୍କାରେ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ରାୟପୁର,୩୧।୧୦ : ଛତିଶଗଡ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ କ୍ରମାଗତ ଭାବରେ ବିଭିନ୍ନ ଘୋଷଣା କରୁଛି। ନିର୍ବାଚନ ବୈଠକରେ ଏପର୍ଯ୍ୟନ୍ତ ୧୭ ଟି ଘୋଷଣା କରିଛନ୍ତି। ଆଜି ଟୁଇଟ କରି ଦଳ ପକ୍ଷରୁ ଶସ୍ତା ଗ୍ୟାସ ସିଲିଣ୍ଡର ଦେବା ବିଷୟରେ ସୂଚିତ…

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ମୃତ

ଶ୍ରୀନଗର,୩୧।୧୦: ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଛନ୍ତି ଆଉଜଣେ ଯବାନ। ଜମ୍ମୁ କଶ୍ମୀରର ବରମୁଲ୍ଲା ଜିଲାରେ ଗୁଲାମ ମହମ୍ମଦ ଦାର ନାମକ ଯବାନଙ୍କୁ ତାଙ୍କ ଘରେ ପଶି ଗୁଳି କରିଛନ୍ତି ଆତଙ୍କବାଦୀ। ଗୁଳିମାଡରେ ଗୁଲାମ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ…

୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ନେଇଛି ଦେଢ଼ ଲକ୍ଷ ଲୋକଙ୍କ ଜୀବନ…

ନୂଆଦିଲ୍ଲୀ,୩୧।୧୦ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ମୋଟ ୪୬୧,୩୧୨ ସଡକ ଦୁର୍ଘଟଣା ଘଟି ୧୬୮,୪୯୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୪୩,୩୬୬ ଜଣ ଆହତ ହୋଇଥିଲେ। ଭାରତରେ…

ନିର୍ବାଚନୀ ରାଲି ପାଇଁ ମିଳୁନାହାନ୍ତି ଲୋକ, ଚିନ୍ତାରେ ନେତା

ନୂଆଦିଲ୍ଲୀ,୩୧।୧୦: ଆରମ୍ଭ ହେଲାଣି ନିର୍ବାଚନୀ ଋତୁ। ଏହି କ୍ରମରେ ମୋଟ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହିସବୁ ରାଜ୍ୟଗୁଡିକ ହେଲା ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ। ହେଲେ ନିର୍ବାଚନ ରାଲି ଓ ପ୍ରଚାରକୁ ନେଇ ଚିନ୍ତାରେ…

ଖୁବ୍‌ ଶୀଘ୍ର ହେମନ୍ତ, ତେଜସ୍ବୀ, ବିଜୟନ , ଷ୍ଟାଲିନଙ୍କୁ ଗିରଫ କରାଯିବ: ଆତିଶି…

ନୂଆଦିଲ୍ଲୀ,୩୧।୧୦ : ଦିଲ୍ଲୀ ଏଏପି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆତିଶି ମାର୍ଲେନା କହିଛନ୍ତି, ଭାଜପାର ନିର୍ଦ୍ଦେଶରେ ପ୍ରଥମେ ନେଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଗିରଫ କରାଯିବ। ପରବର୍ତ୍ତୀ ସମୟରେ ସେମାନେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିବେ କାରଣ ଭାଜପା…

୨ ନଭେମ୍ବରରେ ଗିରଫ ହେବେ କେଜରିଓ୍ବାଲ: ଏଏପି…

ନୂଆଦିଲ୍ଲୀ,୩୧।୧୦ : ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି )ଦାବି କରିଛି ମଦ ଦୁର୍ନୀତି ମାମଲାର ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପରେ ନଭେମ୍ବର ୨ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାର ଆଶଙ୍କା ରହିଛି। ଦିଲ୍ଲୀର ଶାସକ…

୫୨ ଦିନ ପରେ ଜେଲରୁ ବାହାରିଲେ ଚନ୍ଦ୍ରାବାବୁ…

ହାଇଦ୍ରାବାଦ,୩୧।୧୦ : କୌଶଳ ବିକାଶ ସ୍କାମ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରାବାବୁ ନାଇଡୁ ମଙ୍ଗଳବାର ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ସେ ଜେଲରୁ ବାହାରିବା ମାତ୍ରେ ସେ କହିଛନ୍ତି ମୁଁ ଲୋକଙ୍କ ଏହି ସ୍ନେହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?