Home Middle

ଭାଜପା ନେତା ସରତାଜ ସିଂଙ୍କ ପରଲୋକ…

ଭୋପାଳ,୧୨।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରତାଜ ସିଂଙ୍କର ଆଜି ଅର୍ଥାତ ଗୁରୁବାର ସକାଳେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଭୋପାଳରେ…

ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ

ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା…

ମୋ’ ଉପରକୁ ଗୁଳି ଚଳାଯାଉଛି, ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ନିକଟକୁ ଏମିତି ବାର୍ତ୍ତା ପଠାଇଲେ ମହିଳା ସୈନିକ

ଜେରୁଜେଲମ,୧୨ା୧୦: କ୍ରମାଗତ ୬ ଦିନ ଧରି ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟ ମଧ୍ୟରେ ଇସ୍ରାଏଲରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ସୈନିକ ମଧ୍ୟ ନିହତ ହୋଇଛନ୍ତି। ସେନ୍ୟବାହିନୀର ୭୭ତମ ବାଟାଲିୟନରେ କାର୍ଯ୍ୟ କରୁଥିବା ୧୯…

ଯଦି ଆମେ ଦୁର୍ନୀତିଗ୍ରସ୍ତ, ଆମ ସହ ଆଲୋଚନା କାହିଁକି: ଭାଜପାକୁ ସୁପ୍ରିୟାଙ୍କ ପ୍ରଶ୍ନ…

ମୁମ୍ବାଇ,୧୨।୧୦ : ମହାରାଷ୍ଟ୍ରର ଶରଦ ପାୱାର ନେତୃତ୍ୱାଧୀନ ଏନସିପି ଦଳର ନେତା ସୁପ୍ରିୟା ସୁଲେ ଦୁର୍ନୀତି ମାମଲାରେ ଭାଜପାକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ଏନସିପି ଦଳ ଦୁର୍ନୀତିଗ୍ରସ୍ତ ତେବେ ଭାଜପା ଆମ ଦଳ ସହ କାହିଁକି ଆଲୋଚନା କରୁଛି।…

ଗାଜା ପାଓ୍ବାର ପ୍ଲାଣ୍ଟରୁ ଇନ୍ଧନ ଶେଷ

ଗାଜା,୧୨ା୧୦: ଗାଜାର ଏକମାତ୍ର ପାଓ୍ବାର ପ୍ଲାଣ୍ଟରେ ଇନ୍ଧନ ସରିଯାଇଛି। ଖାଲି ଏତିକି ନୁହେଁ ଗାଜାକୁ ବିଦ୍ୟୁତ୍‌, ଜଳ, ଖାଦ୍ୟ ଏବଂ ଇନ୍ଧନ ଯୋଗାଣକୁ ଇସ୍ରାଏଲ ଅବରୋଧ କରିବାରୁ ନାନା ସମସ୍ୟା ଦେଖାଦେଇଛି। ବର୍ତ୍ତମାନ କେବଳ ଜେନେରେଟର ମାଧ୍ୟମରେ ଏହି କ୍ଷେତ୍ରରେ ବିଦ୍ୟୁତ୍‌…

ଫେଷ୍ଟିଭ ସିଜିନରେ ଏହି ଜିନିଷଗୁଡିକର ହେବନି ଦରବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ପାର୍ବଣ ଆସିଛି। ତେବେ ପାର୍ବଣ ପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ…

‘ମାମା କା ଶ୍ରାଦ୍ଧ’ କ୍ୟାପଶନ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ…

ଭୋପାଳ,୧୨।୧୦ : ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଫଟୋ ସୋସିଆଲ ମିଡିଆରେ ‘ମାମା କା ଶ୍ରଦ୍ଧା’ କ୍ୟାପଶନ ପୋଷ୍ଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ଟାର୍ଗେଟ କରିଛି। ତେବେ ବିରୋଧୀ ଦଳ କଂଗ୍ରେସ ଏହାକୁ ଅସ୍ବୀକାର କରି କହିଛି…

କ୍ଷମତା ପାଇଁ ବାଲା ସାହେବଙ୍କ ଚିନ୍ତାଧାରାକୁ ଭୁଲି ଯାଇଛନ୍ତି ଉଦ୍ଧବ: ଭାଜପା..

ମୁମ୍ବାଇ,୧୨।୧୦ : ଅହଂକାରୀ ଫାଇଲର ଷଷ୍ଠ ଏପିସୋଡରେ ଭାଜପା ପକ୍ଷରୁ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରାଯାଇଛି। କ୍ଷମତା ପାଇଁ ଉଦ୍ଧବ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ହିନ୍ଦୁ, ହିନ୍ଦୁତ୍ୱ ଏବଂ ଜାତୀୟତାବାଦକୁ ତ୍ୟାଗ କରିଛନ୍ତି ଏବଂ ବର୍ତ୍ତମାନ ଉଦ୍ଧବଙ୍କ ଶିବସେନା…

ଇସ୍ରାଏଲୀ ବନ୍ଧକମାନଙ୍କ ଭିଡିଓ ଜାରି କଲା ହମାସ

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଫେସବୁକ ଲାଇଭ ଷ୍ଟ୍ରିମିଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ହମାସ ଆତଙ୍କବାଦୀମାନେ ଇସ୍ରାଏଲୀ ପରିବାରଙ୍କୁ ସେମାନଙ୍କ ଘରେ…

ଚାଇନା ଗସ୍ତ କରିବେ ପୁଟିନ, ବିଆଇଆଇ ସମ୍ମିଳନୀରେ ଦେବେ ଯୋଗ…

ବେଜିଂ,୧୨।୧୦ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସ୍ବପ୍ନର ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡର ୧୦ ବର୍ଷର ପୂରଣ ଅବସରରେ ଆସନ୍ତା ସପ୍ତାହରେ ଏକ ଶିଖର ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସମ୍ମିଳନୀରେ ବିଶ୍ୱର ୧୩୦ ଦେଶ ଯୋଗ ଦେବାକୁ…

ଯୁଦ୍ଧ ଉପରେ ନଜର ରଖିବା ପାଇଁ ଓ୍ବାର କ୍ୟାବିନେଟ ଗଠନ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ,୧୨।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ହମାସ୍‌ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହାରି ଭିତରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଉପରେ ନଜର ରଖିବା ପାଇଁ ଏକ ଓ୍ବାର କ୍ୟାବିନେଟ ଗଠନ କରିଛନ୍ତି। ତିନି…

ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବୁ, ଭିଡିଓ ଜାରି କରି ଚେତାବନୀ ଦେଲେ ହମାସ୍‌ ମୁଖ୍ୟ ଅଲ ଜହର

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଭୟଙ୍କର ରୂପର ପୋଷ୍ଟମର୍ଟମ ବହୁଦିନ ଧରି ଚାଲୁ ରହିବ। ତେବେ ଅନୁମାନ କରାଯାଉଛି କି, ଯୁଦ୍ଧ ସରୁ ଅବା ନସରୁ ଗାଜା ଷ୍ଟ୍ରିଟ ବର୍ତ୍ତମାନ ଶ୍ମଶାନରେ ପରିଣତ ହେବାକୁ ଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri