ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ଶାନ୍ତି ଆଲୋଚନା କଲେ କ୍ଷତି କ’ଣ: ଆୟାର…
ନୂଆଦିଲ୍ଲୀ,୨୪।୮ : ଯଦି ଆମେ ପାକିସ୍ତାନ ଉପରେ ଆକ୍ରମଣ କରିପାରିବା ତେବେ ଶାନ୍ତି ପାଇଁ କଥାବାର୍ତ୍ତା କାହିଁକି ହୋଇପାରିବ ନାହିଁ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଶ୍ନ କରିଛନ୍ତି। ମଣି ଶଙ୍କର ଆୟାରଙ୍କ…
ଚନ୍ଦ୍ରାୟାନର ଲ୍ୟାଣ୍ଡିଂ ପରେ ଇସ୍ରୋରେ ଖୁସିର ମାହୋଲ, ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୪।୮: ଚନ୍ଦ୍ରରେ ପାଦ ଥାପିଛି ଚନ୍ଦ୍ରାୟାନ ୩। ଗୁରୁବାର ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଛି। ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍ କରାଯାଇଛି। ଭାରତର ୧୪୦କୋଟି ନାଗରିକ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବିଦେଶରୁ ମଧ୍ୟ ପ୍ରଶଂସାର…
ରାମ ମନ୍ଦିର ତାଲା ଖୋଲିବା ରାଜୀବ ଗାନ୍ଧୀଙ୍କ ବଡ଼ ଭୁଲ ଥିଲା: ମଣି ଶଙ୍କର ଆୟାର…
ନୂଆଦିଲ୍ଲୀ,୨୪।୮ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଆତ୍ମଜୀବନୀ ’ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧)ରେ ଏପରି ଅନେକ କଥା ଲେଖିଛନ୍ତି, ଯାହା ବିବାଦୀୟ ହୋଇପାରେ…
ପ୍ରଥମ ଭାଜପା ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ: ମଣି ଶଙ୍କର…
ନୂଆଦିଲ୍ଲୀ,୨୪।୮ : ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ କଟାକ୍ଷ କରିଛନ୍ତି। ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ…
୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ, ଦୋଷୀ ହେବା ପରେ ମଧ୍ୟ ୭ସମର୍ଥକଙ୍କ ମିଳିଲା ସମର୍ଥନ
ଓ୍ବାଶିଂଟନ୍,୨୪।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନ ବିତର୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରିପବ୍ଲିକାନ ପାର୍ଟିର ୮ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ…
ହିମାଚଳପ୍ରଦେଶରେ ଭୂସ୍ଖଳନ: ତାସ ଘର ଭଳି ଭୁଶୁଡ଼ିଲା କୋଠା, ଭିଡ଼ିଓ ଭାଇରାଲ…
ଶିମଲା,୨୪।୮ : ହିମାଚଳ ପ୍ରଦେଶର କୁଲୁରେ ଭୂସ୍ଖଳନ ଯୋଗୁ ଅନେକ ଘର ଭୁଶୁଡି ପଡିଛି। ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି…
ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ
କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ…
ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍ କଲା ଋଷିଆ, ୭ଗୁରୁତର ଆହତ
କିଭ୍,୨୪।୮: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ନେପ୍ରୋପୋଟେସ ଅଞ୍ଚଳର…
ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର…
ନୂଆଦିଲ୍ଲୀ,୨୪।୮ : ଜୁଲାଇରୁ ଆରମ୍ଭ ହୋଇଥିବା ପନିପରିବା ମହଙ୍ଗା ଏବେ ମଧ୍ୟ ଜାରି ରହିଛି। ପନିପରିବା ଦର ମଧ୍ୟବିତ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ତେବେ ପନିପରିବା ଦର ବୃଦ୍ଧି ନେଇ ଆରବିଆଇ ଗଭର୍ନର ଶଶିକାନ୍ତ ଦାସଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ…
ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନକୁ ଯୁଦ୍ଧ ବିମାନ ଦେବେ ୪ଟି ଦେଶ
କିଭ୍,୨୪।୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ନେଦରଲ୍ୟାଣ୍ଡ ଓ ଡେନମାର୍କ ୟୁକ୍ରେନର ପାଇଲଟମାନଙ୍କୁ ଏଫ୍-୧୬ ବିମାନର ତାଲିମ ପ୍ରଦାନ ଏବଂ ଏହି ଯୁଦ୍ଧ ବିମାନକୁ ଖୁବଶୀଘ୍ର ୟୁକ୍ରେନକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡେନମାର୍କର ପ୍ରଧାନମନ୍ତ୍ରୀ…
କାଲିଫର୍ନିଆର ବାର୍ରେ ଗୁଳିକାଣ୍ଡ: ୫ ମୃତ, ୬ ଆହତ…
ଓ୍ବାଶିଂଟନ,୨୪।୮ : ଆମେରିକାର କାଲିଫର୍ନିଆର ଓରେଞ୍ଜ କାଉଣ୍ଟିରେ ବାଇକରର୍ସ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସିବିଏସଇ ଲସ ଆଞ୍ଜେଲସ ସୂତ୍ରରୁ ପ୍ରକାଶ। ରିପୋର୍ଟରେ କୁହାଯାଇଛି ଜଣେ ଅବସରପ୍ରାପ୍ତ ଆଇନଜୀବୀ ବାରରେ ଗୁଳି ଚଳାଇବା ଯୋଗୁ ଏଭଳି…
ଚାଇନା-ତାଇଓ୍ବାନ ବିବାଦ: ତାଇଓ୍ବାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା
ଓ୍ବାଶିଂଟନ୍,୨୪।୮: ଚାଇନା ଓ ତାଇଓ୍ବାନ ମଝିରେ ବିବାଦ ଚାଲିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ତେବେ ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସାହାଯ୍ୟର ହାତ ବଢାଇଛନ୍ତି। ତାଇୱାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ବାଇଡେନ…
Archives


