Home Middle

ଫ୍ଲୋରିଡାରେ ତାଣ୍ଡବ ରଚିବ ବାତ୍ୟା ‘ଇଦାଲିଆ’, ଆଲର୍ଟ କଲେ ରାଜ୍ୟପାଳ

ଟାମ୍ପା,୨୯।୮: ମାଡି ଆସୁଛି ଭୟଙ୍କର ବାତ୍ୟା ‘ଇଦାଲିଆ’। ଏହା ଉଗ୍ର ରୂପ ଧାରଣ କରି ଫ୍ଲୋରିଡା ଉପକୂଳକୁ ମାଡି ଆସୁଛି। ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉପକୂଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପାଣିପାଗ…

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ, ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ୍‌,୨୯।୮: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତୋଶାଖାନା ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ରାୟ ଦେଇଛନ୍ତି। କୋର୍ଟ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି, ଯାହା ପରେ…

ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ

ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ, ଏକ…

ଓଜନ କମ କରୁଥିବା ଔଷଧ ହୃଦରୋଗୀଙ୍କ ପାଇଁ ଭଲ

ଆମଷ୍ଟରଡର୍ମ,୨୯।୮: ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ ସେମାଗ୍ଲୁଟାଇଡ ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହା ହୃଦଘାତ ହେତୁ ମୃତ୍ୟୁ ଆଶଙ୍କାକୁ…

୩୭୦ ଉଚ୍ଛେଦ ବିରୋଧରେ ବୟାନ: ଅଧ୍ୟାପକ ନିଲମ୍ବିତ

ନୂଆଦିଲ୍ଲୀ,୨୯ା୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିବା ଜଣେ ଅଧ୍ୟାପକଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନିଲମ୍ବନ କରିଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଅନୁଧ୍ୟାନ କରିବା ଲାଗି ଶୀର୍ଷ ଅଦାଲତ…

ହିନ୍ଦୁ ସଂଗଠନର ଶୋଭାଯାତ୍ରା ପାଇଁ ନୁହରେ କଡ଼ା ସୁରକ୍ଷା

ନୁହ(ହରିୟାଣା),୨୯ା୮: ହରିୟାଣାର ନୁହଠାରେ ସର୍ବଜାତୀୟ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ଅଞ୍ଚଳ ସୁରକ୍ଷା ବଳ ଛାଉଣୀରେ ପରିଣତ ହୋଇଥିବାବେଳେ ଚାରିଆଡ଼ ଖାଁଖାଁ ଲାଗୁଛି। ନୁହରେ ଦଙ୍ଗାନିରୋଧୀ ଯାନ ଏବଂ…

ଜି୨୦ ସମ୍ମିଳନୀରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଯୋଗଦେବେ

ନୂଆଦିଲ୍ଲୀ,୨୯ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ଦିଲ୍ଲୀରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଅସମର୍ଥ ବୋଲି ଜଣାଇଛନ୍ତି। ପୁଟିନ୍‌ ତାଙ୍କ ସ୍ଥାନରେ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଜି୨୦ ସମିଟ୍‌କୁ ପଠାଇବେ…

ଯାନ, ଔଷଧ, ପର୍ଯ୍ୟଟନ କ୍ଷେତ୍ର ନୂଆ ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୮: ଭାରତର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏହା ଯୁବବର୍ଗଙ୍କ ଲାଗି ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ୫୧ ହଜାର…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସୂଚନା ଦେଇଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ…

ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ

ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ…

ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍‌୧…

ଏଲନ ମସ୍କଙ୍କୁ ନିଜର ପରାମର୍ଶଦାତା କରିବାକୁ ଚାହାଁନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ବାମୀ

ଓ୍ବାଶିଂଟନ,୨୮।୮: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଭାବେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ବାମୀ ନିଜର ମଜଭୁତ ଦାବିଦାର ଉପସ୍ଥାପନ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ରରେ ରାମାସ୍ବାମୀ ତାଙ୍କ ଭାଷଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri