୨୨ରୁ ବିଧାନସଭା ଆରମ୍ଭ
ଭୁବନେଶ୍ୱର,୧ା୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିବସରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। ଏହି ଅଧିବେଶନରେ…
ଜୁରିକ ଡାଇମଣ୍ଡ ଲିଗ୍: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ
ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହିତ ରୌପ୍ୟ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ଜିତିଥିବା ନୀରଜ…
ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା
ନ୍ୟୁୟର୍କ,୩୧।୮: ଆମେରିକାର ଜର୍ଜିଆ ରାଜ୍ୟ ଆନୁଷ୍ଠାନିକ ଭାବେ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛି। ରାଜ୍ୟରେ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟର ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଜର୍ଜିଆର ହିନ୍ଦୁ ସଂଗଠନଗୁଡ଼ିକ ଦୀର୍ଘ ସମୟ ଧରି ଏହା ଦାବି…
ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ
ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ ସରକାର ସମୟ ପୂର୍ବରୁ ଭାଙ୍ଗିଗଲା, ଏହି କାରଣରୁ ୯୦ଦିନ ମଧ୍ୟରେ ନିର୍ବାଚନ କରିବା ବାଧ୍ୟତାମୂଳକ…
‘ଇଣ୍ଡିଆ’ ବୈଠକରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଲେ ଅଖିଳେଶ
ମୁମ୍ବାଇ,୩୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଚାଲିବ। ‘ଇଣ୍ଡିଆ’ର ବୈଠକରେ ସାମିଲଦେବା ପାଇଁ ଏସପି ମୁଖ୍ୟ ଅଖିଳେଶ…
ଚନ୍ଦ୍ରମାରେ ଖେଳିଲା ରୋଭର ପ୍ରଜ୍ଞାନ, ଲ୍ୟାଣ୍ଡର ବିକ୍ରମ ଏମିତି ରେକର୍ଡ କଲା ଭିଡିଓ
ବେଙ୍ଗାଲୁରୁ,୩୧।୮: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବା ପରଠାରୁ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରତିଦିନ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଳିଆ ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ଇସ୍ରୋକୁ…
ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ
ଭୁବନେଶ୍ୱର,୩୧ା୮(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲାର ଉତ୍କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗୁରୁବାର ଭୁବନେଶ୍ୱର-ଉତ୍କେଲା ଏମ୍/ଏସ୍ ଇଣ୍ଡିଆ ଓ୍ବାନ ଏୟାର ଦ୍ୱାରା ଏକ…
ମେଟାର ସମସ୍ତ ପ୍ଲାଟଫର୍ମକୁ ଟକ୍କର ଦେବ ଏକାକି ଏକ୍ସ! ମସ୍କଙ୍କ ଘୋଷଣା କରିପାରିବେ ଅଡିଓ ଭିଡିଓ କଲ
ଓ୍ବାଶିଂଟନ,୩୧।୮: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ଗତ ବର୍ଷ ଟୁଇଟର ଗ୍ରହଣ କରିବା ଦିନଠାରୁ ସେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମର ନାମ ପରିବର୍ତ୍ତନ କରାଯାଇଥିଲା। ସେମାନେ ଏହାର ନାମ ଟୁଇଟରରୁ ଏକ୍ସକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ…
ଇସ୍ରୋର ସୌର ମିଶନ: ୪ମାସ ପର୍ଯ୍ୟନ୍ତ ଯାତ୍ରା କରିବ ‘ଆଦିତ୍ୟ ଏଲ୍-୧’
ବେଙ୍ଗାଲୁରୁ,୩୧ା୮: ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍-୧ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠର ସାଉଥ୍ ପୋଲ୍ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂର ଉଲ୍ଲେଖନୀୟ ସଫଳତା ପରେ ମହାକାଶଯାନ ‘ଆଦିତ୍ୟ’ ୨ ତାରିଖ…
ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୨ ଜଣ
ଜୋହାନ୍ସବର୍ଗ,୩୧ା୮: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଜରୁରୀକାଳିନ ସେବା ପଠାଯାଇଥିଲା। ଜରୁରୀକାଳିନ ପରିଚାଳନା ସେବା ମୁଖପାତ୍ର ରବର୍ଟ ମୁଲାଉଡି ଜଣେ…
‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’
ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି ଯେ, ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ…
ବିବାହ ପାଇଁ ପୁରୋହିତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୧ା୮: ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଗୁପ୍ତ ଭାବରେ କରାଯାଇଥିବା ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବୈଧ ନୁହେଁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ…
Archives


