ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ
ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!
ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ…
ମଧ୍ୟପ୍ରଦେଶ ନିର୍ବାଚନ: ଏସପି, କଂଗ୍ରେସ ମଧ୍ୟରେ ହେବ ମେଣ୍ଟ! ଚାଲିଛି ଆଲୋଚନା
ଭୋପାଳ,୩୦।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ସରକାରୀ ଘୋଷଣା ପରେ ଉଭୟ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ମଞ୍ଚ ବାଣ୍ଟିବେ। ମଧ୍ୟପ୍ରଦେଶର…
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର ଅଟାଓ୍ବା,୩୦।୯: ୨୦୧୬ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଲେଖି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ। ଭାରତ ସରକାର ତାଙ୍କ ବିରୋଧରେ ମିଛ…
ଭାରତର ଜି-୨୦ ଅଧ୍ୟକ୍ଷତା ବିଶ୍ୱକୁୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ଜୟଶଙ୍କର
ଓ୍ବାଶିଂଟନ,୩୦।୯: ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ବିଶ୍ୱ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଏକ ବଡ଼ କଥା…
କାବେରୀ ଜଳ ବିବାଦ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ, ସିଡବ୍ଲୁଏମଏରେ ଆବେଦନ କରିବେ କର୍ନାଟକ ସରକାର
ବେଙ୍ଗାଲୁରୁ,୩୦।୯: କାବେରୀ ନଦୀର ଜଳ ଛାଡିବା ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। କର୍ନାଟକ ସରକାର ଏହାର ପୁନର୍ବିଚାର ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଏମଏ) ଏବଂ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ସେ ଶନିବାର ପୁନର୍ବିଚାର ପିଟିଶନ ଦାଖଲ କରିବେ।…
ନ୍ୟୁୟର୍କରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି, ରେଳ, ବିମାନ ସେବା ଠପ
ନ୍ୟୁୟର୍କ,୩୦।୯: ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ନ୍ୟୁୟର୍କରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି। ଗତ ଦଶନ୍ଧିରେ ଗୋଟିଏ ଦିନରେ ଶୁକ୍ରବାରରେ ସର୍ବାଧିକ ବର୍ଷା ହୋଇଥିଲା। ସହରର ଅନେକ ମେଟ୍ରୋ ଏବଂ ରେଳ ଲାଇନ ଜଳବନ୍ଦୀ ହୋଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ…
ଖଲିସ୍ତାନିଙ୍କ ଦୁଃସାହସ: ସ୍କଟଲ୍ୟାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ହାଇ କମିଶନଙ୍କୁ ଅଟକାଇଲେ
ଲଣ୍ଡନ,୩୦।୯: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କୁ ଅଟକାଇ ଦିଆଯିବା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖାଲିସ୍ତାନ ସମର୍ଥକମାନେ ଏଭଳି ଦୁଃସାହସ କରିଛନ୍ତି। ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେଇସ୍ବାମୀଙ୍କ ସହ ଏହି ଘଟଣା ଘଟିଛି। ସେ ଯେତେବେଳେ ଗୁରୁଦ୍ୱାରକୁ…
ପୁଟିନଙ୍କ ବଡ ଦାବି, ୟୁକ୍ରେନର ଯେଉଁ ଅଞ୍ଚଳକୁ କବଜା କରିଛି ରୁଷଇଆ ତାହା ମସ୍କୋରେ ମିଶିବାକୁ ଚାହୁଁଛି
ମସ୍କୋ,୩୦।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର କହିଛନ୍ତି ଯେ ରୁଷ ଦ୍ୱାରା ଅଧିକୃତ ୟୁକ୍ରେନ ଅଞ୍ଚଳର ଲୋକମାନେ ରୁଷିଆ ସହିତ ମିଶିବାକୁ ଚାହୁଁଛନ୍ତି। ସମ୍ପ୍ରତି ସ୍ଥାନୀୟ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି। ଗତ ବର୍ଷ ଏହି ଅଞ୍ଚଳରେ ଅନୁଷ୍ଠିତ ଜନମତକୁ…
ଭାରତ-ଆମେରିକା ତିକ୍ତତା ମଧ୍ୟରେ ବ୍ଲିଙ୍କେନ୍ଙ୍କୁ ଭେଟିଲେ ଜୟଶଙ୍କର, ତଦନ୍ତରେ ସହଯୋଗ କରିବାକୁ ଦାବି
ଓ୍ବାଶିଂଟନ୍,୩୦।୯: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆମେରିକାର ଆଭିମୁଖ୍ୟକୁ ଦୋହରାଇଥିବାବେଳେ କାନାଡାର ଅଭିଯୋଗ ସମ୍ପର୍କରେ ତଦନ୍ତରେ ଭାରତକୁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଗୁରୁବାର ସେ କହିଛନ୍ତି, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହିତ ସାକ୍ଷାତ ସମୟରେ ମଧ୍ୟ…
ଭାରତ ଆଜି ଇଂଲଣ୍ଡକୁ ଭେଟିବ
ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଭାରତ ଏହାର ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ ଶନିବାର…
ଆଣ୍ଡାମାନ ସାଗରରେ ସକ୍ରିୟ ଆଗ୍ନେୟଗିରି: ଠାବକଲେ ଭାରତୀୟ ବୈଜ୍ଞାନିକ
ବେଙ୍ଗାଲୁରୁ,୩୦ା୯ : ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନୋଗ୍ରାଫି (ଏନ୍ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି। ୨୦୦୭ରେ ପ୍ରଥମେ ଦେଖାଯାଇଥିବା ସିସ୍ମିକ୍ ଜୋନ୍ର ଏହା କେନ୍ଦ୍ରସ୍ଥଳ ବୋଲି…
Archives


