ମାଗଣା ସୁବିଧା ପ୍ରତିଶ୍ରୁତି ସହିତ ରାଜସ୍ଥାନରେ କ୍ଷମତା ଦଖଲ କଂଗ୍ରେସର ଲକ୍ଷ୍ୟ…
ଜୟପୁର,୩।୯ : ମାଗଣା ମୋବାଇଲ, ମାଗଣା ରାଶନ କିଟ ଏବଂ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଲୋକଙ୍କୁ ପ୍ରଦାନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘୋଷଣା କରିଛନ୍ତି। କଂଗ୍ରେସର ଲକ୍ଷ୍ୟ ହେଉଛି ରାଜ୍ୟରେ…
ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ
ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ ଅଂଶଗ୍ରହଣ…
ସଂସଦର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବେନି ସଞ୍ଜୟ…
ମୁମ୍ବାଇ,୩।୯ : ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ସରକାର ସୂଚନା ଦେଇଛନ୍ତି। ଏହା ପରେ, ଏହି ବିଷୟରେ ଆଲୋଚନାର ହେବାରେ ଲାଗିଛି। ଯେତେବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ଏ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ…
ନମାଜ ପାଠ ସମୟରେ ମସଜିଦରେ ଆକ୍ରମଣ
କାଡୁନା,୩।୯: ନାଇଜେରିଆର ଉତ୍ତର-ପଶ୍ଚିମ କାଡୁନା ରାଜ୍ୟରେ ଏକ ମସଜିଦ ଉପରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ। ନମାଜ ପାଠ ସମୟରେ ଆକ୍ରମଣ ହେବାରୁ ପ୍ରାୟ ୭ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ସୂଚନା ଦେଇଛି। କାଡୁନା ପୋଲିସର ମୁଖପାତ୍ର ମାନସୁର…
ମୋଦି ସରକାରଙ୍କ ନିକଟରେ ଦାବି କଲେ ଓଓ୍ବାଇସି, ଯେଉଁମାନଙ୍କୁ ସଂରକ୍ଷଣ ମିଳିନି ସେମାନଙ୍କୁ ଦିଆଯାଉ ସଂରକ୍ଷଣ
ନୂଆଦିଲ୍ଲୀ,୩।୯: ଓବିସିକୁ ସବ କାଟାଗୋରୀରେ ବିଭକ୍ତ କରିବାକୁ ରୋହିଣୀ କମିଶନ ରିପୋର୍ଟରେ ୨୬୦୦ ଓବିସି ଜାତିର ଏକ ତାଲିକା ଦିଆଯାଇଛି। ଓବିସି କୋଟା କିପରି ବଣ୍ଟନ କରାଯିବା ଉଚିତ ଏହି ରିପୋର୍ଟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଓବିସି ସଂରକ୍ଷଣ ପ୍ରସଙ୍ଗରେ ଅଲ…
ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି…
ନୂଆଦିଲ୍ଲୀ,୩।୯ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିକଟତମ ମହଲ ସୂତ୍ରରୁ ପ୍ରକାଶ ରୁଟିନ ଚେକଅପ ପାଇଁ ସେ ହସ୍ପିଟାଲ ଯାଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶନିବାର ରାତିରେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା…
ବିଜୁଳି ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ଧାରଣା, ସରକାରଙ୍କୁ ୭୨ଘଣ୍ଟା ସମୟ ଦେଲେ ବ୍ୟବସାୟୀ
ରାଜନୈତିକ ଅଚଳାବସ୍ଥା ସହ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ। ତେବେ ଇଲେକ୍ଟ୍ରି ବିଲ୍ ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନର ବ୍ୟବସାୟୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଏହିସବୁ…
ତାଇଓ୍ବାନରେ ହାଇକୁଇ ଟାଇଫୁନ ତାଣ୍ଡବ ରଚିବା ଆଶଙ୍କା, ବିମାନ-ରେଳ ସେବା ବାତିଲ, ବିଦ୍ୟାଳୟ-କାର୍ଯ୍ୟାଳୟ ବନ୍ଦ…
ତାଇପେ,୩।୯ : ତାଇୱାନ ଏହାର ସମସ୍ତ ବିମାନ, ଟ୍ରେନ ଏବଂ ଫେରି ସେବାକୁ ସ୍ଥଗିତ ରଖିଛି। ଏହା ବିଦ୍ୟାଳୟ, କଲେଜ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ବାସ୍ତବରେ ରବିବାର ଟାଇଫୁନ ହାଇକୁଇ ତାଣ୍ଡବ ରଚିବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏହି ପଦକ୍ଷେପ…
ଏକ ଦେଶ ଏକ ନିର୍ବାଚନ କମିଟି ସଦସ୍ୟ ହେବାକୁ ଅଧିର ରଞ୍ଜନ କଲେ ମନା…
କୋଲକାତା,୩।୯ : ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗ ନେଇ ଦେଶରେ ରାଜନୀତି ତୀବ୍ର ହେବାରେ ଲାଗିଛି। କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଅନୁସନ୍ଧାନ କମିଟି ଗଠନ କରିଛନ୍ତି। କମିଟିର ସଭାପତି, ପୂର୍ବତନ ରାଷ୍ଟ୍ରପତି ରାମନାଥ…
ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା କରୁଛି ରୁଷିଆ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ସରମାଟ’ କଲା ମୁତୟନ…
ମସ୍କୋ,୩।୯ : ପରମାଣୁ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସରମାଟ ମୁତୟନ କରିଛି। ପାଶ୍ଚାତ୍ୟ ବିଶ୍ଳେଷକମାନେ ସରମାଟକୁ ଶୟତାନ-୨ ବୋଲି ନାମିତ କରିଛନ୍ତି। ଏହା ପୂର୍ବରୁ ଏହାର ମୁତୟନ ୨୦୨୨ରେ କରାଯାଇଥାନ୍ତା। ରୁଷିଆର ସ୍ପେସ ଏଜେନ୍ସି ମୁଖ୍ୟ ୟୁରୀ…
ନୋବେଲ ଫାଉଣ୍ଡେଶନର ୟୁ-ଟର୍ନ: ରୁଷିଆ-ବେଲାରୁଷ -ଇରାନକୁ ଦିଆଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କଲା…
ଷ୍ଟକହୋମ,୩।୯: ନୋବେଲ ଫାଉଣ୍ଡେଶନ ରୁଷିଆ, ବେଲାରୁଷ ଏବଂ ଇରାନର ପ୍ରତିନିଧୀଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ପ୍ରଦାନ କରିଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିନେଇଛି। ଫାଉଣ୍ଡେଶନ କହିଛି ସ୍ବିଡେନରେ ହୋଇଥିବା ବିରୋଧ ଏବଂ ପ୍ରତିକ୍ରିୟା ଯୋଗୁଁ ପୁରସ୍କାର ବିତରଣ…
ୟୁ-ଓ୍ବିନ ପୋର୍ଟାଲ: ଗର୍ଭବତୀ-ନବଜାତକଙ୍କ ପାଇଁ ସୁବିଧା…
ନୂଆଦିଲ୍ଲୀ,୨।୯ : କେନ୍ଦ୍ର ସରକାର ୟୁ-ଓ୍ବିନ ପୋର୍ଟାଲ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୋଭିଡ -୧୯ ଭ୍ୟାକ୍ସିନ ମ୍ୟାନେଜମେଣ୍ଟ ସିଷ୍ଟମ କୋ-ୱିନ ଭଳି ଏହାର ଡିଜାଇନ କରାଯାଇଛି। ୟୁ-ଓ୍ବିନ ପ୍ରୋଗ୍ରାମ ୟୁନିଭର୍ସାଲ ଟିକାକରଣ ପ୍ରୋଗ୍ରାମ (ୟୁଆଇପି) କୁ ଡିଜିଟାଇଜେଶନ କରିବା ପାଇଁ…
Archives


