Home Middle

ପ୍ରତିଶ୍ରୁତି ଦେଇ ହରଡ଼ଘଣାରେ ନୀତୀଶ: ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ନେଇ ଦାବି ତେଜିଲା…

ପାଟନା,୩।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୬୩…

ସଂଖ୍ୟାଲଘୁ ସଂସ୍ଥାରେ ଏସସି/ଏସଟି- ଓବିସିଙ୍କ ପାଇଁ ସଂରକ୍ଷଣ ନାହିଁ: ହାଇକୋର୍ଟ…

ଚେନ୍ନାଇ,୩।୧୦ : ଧାର୍ମିକ ତଥା ଭାଷାଭାଷୀ ସଂଖ୍ୟାଲଘୁ ଗୋଷ୍ଠୀ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡିକ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରୀଛାତ୍ରମାନଙ୍କ ପାଇଁ ସଂରକ୍ଷଣ କୋଟା ଲାଗୁ କରିବା ବାଧ୍ୟତାମୂଳକ ନୁହେଁ ବୋଲି…

ଥରିଲା ନେପାଳ: ୧ଘଣ୍ଟାରେ ୪ଥର ଭୂକମ୍ପ ଝଟ୍‌କା, ଭୁଶୁଡି ପଡିଲା ଅନେକ ଘର, ସ୍କୁଲ କୋଠା

କାଠମାଣ୍ଡୁ,୩।୧୦: ନେପାଳରେ ଅପରାହ୍ନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ମଙ୍ଗଳବାର ଗୋଟିଏ ଘଣ୍ଟା ଭିତରେ ୪ଥର ଭୂକମ୍ପ ଝଟ୍‌କା ଲାଗିଛି। ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ ତଥା…

ଜ୍ୟୋତିରାଦିତ୍ୟ ଜଣେ ଜମି ମାଫିଆ: କଂଗ୍ରେସ…

ଭୋପାଳ,୩।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଡ. ଗୋବିନ୍ଦ ସିଂ ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ ଏକ…

ଗୁଜବରୁ ଦୂରେଇ ରୁହନ୍ତୁ: ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଉମାଙ୍କ ଉତ୍ତର…

ଭୋପାଳ,୩।୧୦ : ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ସିଏମ ଉମା ଭାରତୀ ନିଜର ଏକ ବିବୃତ୍ତି ସହିତ ଭାରତୀୟ ଜନତା ପାର୍ଟିର ସମସ୍ୟା ବଢ଼ାଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାଜ୍ୟ ରାଜନୀତିରେ ଓବିସି ସଂରକ୍ଷଣ ପ୍ରସଙ୍ଗ…

୨୪ଘଣ୍ଟାରେ ପାକିସ୍ତାନରେ ହୋଇପାରେ ଭୟଙ୍କର ଭୂମିକମ୍ପ, ରଚିପାରେ ତୁର୍କୀ ପରି ତାଣ୍ଡବ!

ଇସଲାମବାଦ,୩।୧୦: ନେଦରଲ୍ୟାଣ୍ଡର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି, ଆଗାମୀ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି। ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବ ଦେଶ। ନେଦରଲ୍ୟାଣ୍ଡ ସ୍ଥିତ ସଂଗଠନ ସୋଲାର ସିଷ୍ଟମ ଜୋମେଟ୍ରି ସର୍ଭେର ଡଚ ଗବେଷକ…

ଭୋଟରଙ୍କ ଜୋତା ପଲିସ କଲେ ବିଧାୟକ, ସୋସିିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ଦୌସା ଜିଲାର ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ଦ୍ଦଳୀୟ ବିଧାୟକ ଓମ ପ୍ରକାଶ ହୁଡଲା ତାଙ୍କର ଅଜବ କାର୍ଯ୍ୟ ଯୋଗୁ ସବୁବେଳେ ଖବରରେ ରହିଥାନ୍ତି। କିନ୍ତୁ ଏଥର ତାଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି। ବିଧାୟକ ଓମପ୍ରକାଶଙ୍କର…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ, ୩।୧୦: ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଏଥର ୩ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି। ପିୟରେ ଆଗୋଷ୍ଟିନି, ଫେରେନ୍ସ କ୍ରୁଜ ଏବଂ ଆନି ଏଲ. ହୁଇଲିୟରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୟାଲ ସ୍ବିଡିସ ଏକାଡେମୀ…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଲଢ଼ିବାକୁ ମୁସଲମାନ ପକ୍ଷଙ୍କ ପାଖରେ ନାହିଁ ଟଙ୍କା…

ମଥୁରା,୩।୧୦ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଅକ୍ଟୋବର ୩୦କୁ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଆହ୍ଲାବାଦ…

ହିନ୍ଦୁଙ୍କୁ ବିଭାଜନ କରୁଛି କଂଗ୍ରେସ, ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ଗରିବଙ୍କର: ପ୍ରଧାନମନ୍ତ୍ରୀ…

ଜଗଦଲପୁର,୩।୧୦ : ଛତିଶଗଡର ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଡା ସମାଲୋଚନା କରି କହିଛନ୍ତି ଆଜି ପର୍ଯ୍ୟନ୍ତ ସେମାନେ ଅନ୍ୟ ଦେଶ ସହ କେଉଁ ଗୁପ୍ତ ଚୁକ୍ତି କରିଛନ୍ତି ତାହା ପ୍ରକାଶ କରି ନାହାନ୍ତି। କିନ୍ତୁ ଦେଶ ଦେଖୁଛି ଏହି…

ଇଜିପ୍ଟର ଏକ ମନ୍ଦିରରୁ ମିଳିଲା ରହସ୍ୟମୟ ପଥର, ଖୋଦିତ ହୋଇଛି ଦେବତାଙ୍କ ଭାଷା

କାଇରୋ,୩।୧୦: ପ୍ରାଚୀନ ଇଜିପ୍ଟର ମନ୍ଦିରରେ ଏକ ରହସ୍ୟମୟ ପଥର ମିଳିଛି। ଯାହାକୁ ‘ରୋସେଟା ପଥର’ କୁହାଯାଉଛି। ଜଣେ ଫରାସୀ ଏହାକୁ ଆବିଷ୍କାର କରିଛନ୍ତି। ପଥର ଉପରେ ଲେଖାଯାଇଥିବା ଟ୍ରାନ୍ସକ୍ରିପସନ ହେତୁ ଏହାକୁ ‘ଦେବତାମାନଙ୍କର ଭାଷା’ କୁହାଯାଉଛି। ଏହି ଟ୍ରାନ୍ସକ୍ରିପସନରେ, ଚିତ୍ରଲିପିର ପ୍ରାଚୀନ…

ଅକ୍ଟୋବର ଶେଷରେ ଆଇଏମଏଫ ପ୍ରତିନିଧୀ ଦଳ ଆସିବେ ପାକିସ୍ତାନ…

ଇସଲାମାବାଦ,୩।୧୦ : ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ପାକିସ୍ତାନର ଅର୍ଥନୈତିକ ପ୍ରଦର୍ଶନକୁ ସମୀକ୍ଷା କରିବା ପାଇଁ ଏକ ଆଇଏମଏଫ ପ୍ରତିନିଧୀ ଦଳ ଅକ୍ଟୋବର ଶେଷ ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟ ମଧ୍ୟରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri