ଦିଲ୍ଲୀ- ଏନ୍ସିଆରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। ଏହାର କେନ୍ଦ୍ର ନେପାଳରେ ରହିଥିବା…
ମୁଦ୍ରାସ୍ଫୀତି ପାକିସ୍ତାନରେ ରେକର୍ଡ ସ୍ତରରେ, ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରି କରିବାକୁ ବାଧ୍ୟ…
ଇସଲାମାବାଦ୩।୧୦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିସ୍ଥିତି ଏପରି ହୋଇଛି ଏକ ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ପାକିସ୍ତାନରେ ତିନି ଇଞ୍ଚର…
ପାକିସ୍ତାନରେ ଆର୍ଥିକ ସଙ୍କଟ: ଏକ କୋଟିରେ ବିକ୍ରି ହେଉଛି କିଡନୀ…
ଇସଲାମାବାଦ,୩।୧୦ : ପାକିସ୍ତାନ ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଛି, ଯେଉଁ କାରଣରୁ ସେଠାରେ ଲୋକମାନେ ଅନାହାରର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ଲୋକମାନେ କିଡନୀ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ଲୋକଙ୍କ ପାଖରେ ଖାଦ୍ୟ ପାଇଁ…
ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନିୟମରେ କରାଯାଉ ପରିବର୍ତ୍ତିନ: ରାମସ୍ବାମୀ…
ଓ୍ବାଶିଂଟନ,୩।୧୦: ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ବିବେକ ରାମସ୍ବାମୀଙ୍କ ନିର୍ବାଚନ ପ୍ରଚାରର ମୁଖ୍ୟ ରିପବ୍ଲିକାନ ଜାତୀୟ କମିଟିକୁ ଏକ ଚିଠି ଲେଖିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ରିପବ୍ଲିକାନ ପାର୍ଟି ବିତର୍କରେ କେବଳ ଶ୍ରେଷ୍ଠ ଚାରିଜଣ ପ୍ରାର୍ଥୀ ଅଂଶଗ୍ରହଣ କରିବା ଉଚିତ…
ଏକାଧିକ ହତ୍ୟା ମାମଲାରେ ଦୋଷୀଙ୍କୁ ୨୫ ବର୍ଷ ପରେ ଭୟଙ୍କର ଦଣ୍ଡ, ଇଞ୍ଜେକ୍ସନ ଦ୍ୱାରା ମୃତ୍ୟୁଦଣ୍ଡ…
ଓ୍ବାଶିଂଟନ, ୩।୧୦: ଫ୍ଲୋରିଡାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିବାର ୨୫ ବର୍ଷରୁ ଅଧିକ ବର୍ଷ ପରେ ଦଣ୍ଡିତ କରାଯାଇଛି। ବାର୍ କର୍ମଚାରୀ ରାଇଭନ ସ୍ମିଥଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମାଇକେଲ ଜ୍ୟାକ ତୃତୀୟଙ୍କୁ ଅକ୍ଟୋବର ୩ରେ ସନ୍ଧ୍ୟା…
ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ହେବ ଶୁଣାଣି
ନୂଆଦିଲ୍ଲୀ,୩।୧୦: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ରୋକ ଆଦେଶ…
ନିଜ୍ଜର ମାମଲାରେ ଆହୁରି କଠୋର ହେଲା ଭାରତ, କାନାଡାର ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଦେଲା ନିର୍ଦ୍ଦେଶ
ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବଡ ଖବର ଆସିଛି। କଠୋର ଆଭିମୁଖ୍ୟ ଗ୍ରହଣ କରି ଭାରତ କାନାଡାକୁ ଏହାର ୪୧କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କହିଛି। ମଙ୍ଗଳବାର ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ କରିଛି ଯେ ଅକ୍ଟୋବର…
ନେପାଳକୁ ୨୩ ରନ୍ରେ ପରାସ୍ତ କରି ସେମିଫାଇନାଲରେ ଭାରତ
ହାଙ୍ଗଝୋ,୩।୧୦: ଭାରତୀୟ କ୍ରିକେଟ ଦଳ ଏସିଆନ ଗେମ୍ସ ୨୦୨୩ରେ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ନେପାଳକୁ ୨୩ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳର ବିଜୟର ହିରୋ ଥିଲେ ଯଶସୀ ଜୟସ୍ବାଲ।…
ସ୍ଲୋଭାକିଆରେ ହୋଇପାରେ ରୁଷିଆ ସମର୍ଥିତ ସରକାର, ରବର୍ଟ ଫିକୋ ଚତୁର୍ଥଥର ପାଇଁ ହେବେ ପ୍ରଧାନମନ୍ତ୍ରୀ
ବ୍ରାତିସ୍ଲାଭା,୩।୧୦: ୟୁରୋପୀୟ ଦେଶ ସ୍ଲୋଭାକିଆରେ ସାଧାରଣ ନିର୍ବାଚନର ଫଳାଫଳ ଆସିଛି ଏବଂ ସୃଷ୍ଟି ହେଉଥିବା ପରିସ୍ଥିତି ଅନୁଯାୟୀ ସ୍ଲୋଭାକିଆରେ ଏକ ମିଳିତ ସରକାର ଗଠନ ହେବ ଏବଂ ରୋବର୍ଟ ଫିକୋଙ୍କ ନେତୃତ୍ୱରେ ପରବର୍ତ୍ତୀ ସରକାର ଗଠନ ହୋଇପାରିବ। ସୂଚନାଯୋଗ୍ୟ ଯେ ରୋବର୍ଟ…
ନଅ ଦିନର ଉତ୍ସବ ସହ ନ୍ୟୁ ଜର୍ସିରେ ହେବ ଅକ୍ଷରଧାମ ମନ୍ଦିରର ଉଦଘାଟନ. ମୋଦି-ସୁନକ ଜଣାଇଲେ ଅଭିନନ୍ଦନ
ଓ୍ବାଶିଂଟନ,୩।୧୦: ନ୍ୟୁ ଜର୍ସିର ରୋବିନ୍ସଭିଲେ ସହରରେ ଖୁବ ଶୀଘ୍ର ଅକ୍ଷରଧାମ ମନ୍ଦିର ଖୋଲିବାକୁ ଯାଉଛି। ଏହାର ନିର୍ମାଣ ଶେଷ ହୋଇଛି। ଅକ୍ଟୋବର ୮ରେ ଏହି ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦେଶ ବାହାରେ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମା
ଓ୍ବାଶିଂଟନ,୩।୧୦: ଭାରତ ବାହାରେ ଭାରତୀୟ ସମ୍ବିଧାନର ସ୍ଥପତି ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାକୁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆମେରିକାର ମେରିଲ୍ୟାଣ୍ଡରେ ଏହା ଉନ୍ମୋଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି। ଏହି ୧୯ଫୁଟ ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ…
ନାଇଜରରେ ସନ୍ଦିଗ୍ଧ ଜିହାଦୀଙ୍କ ଆକ୍ରମଣରେ ୨୯ ସେନାଙ୍କ ମୃତ୍ୟୁ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ଅବୁଜା,୩।୧୦: ନାଇଜରରେ ସନ୍ଦିଗ୍ଧ ଜିହାଦୀମାନଙ୍କ ଆକ୍ରମଣରେ ନାଇଜେରିଆର ସେନାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ସମୟ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ସୂଚନା ଦେଇଛି ଯେ…
Archives


