Home Middle

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା

ବେଜିଂ,୪।୧୦:  ଚାଇନାର ପରମାଣୁ ବୁଡ଼ାଜାହାଜ ୟେଲୋ ସାଗରରେ ବଡ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫୫ଜଣ ଚାଇନାର ନାବିକ ମୃତ୍ୟୁବରଣ କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟେଲୋ ସାଗରରେ ବ୍ରିଟିଶ ଏବଂ ଆମେରିକୀୟ ଜାହାଜକୁ…

ସଞ୍ଜୟ ସିଂଙ୍କ ବାସଭବନରେ ଇଡି

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି। ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି।…

ମର୍ମନ୍ତୁଦ ଦୁର୍ଘଟଣା: ବ୍ରିଜ୍‌ରୁ ଖସିଲା ବସ୍‌, ୨୧ ମୃତ

ରୋମ,୪।୧୦: ଇଟାଲୀର ଭେନିସରେ ମଙ୍ଗଳବାର ଏକ ବ୍ରିଜ୍‌ରୁ ଏକ ବସ୍‌ ଖସି ପଡିଛି। ବ୍ରିଜ୍‌ରୁ ଖସିଯିବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ବିଦେଶୀ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮…

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ। ଯେତେବେଳେ ପାକିସ୍ତାନ ପାଇଁ ଭାରତ ସୀମା ପାର ହୋଇ ଯୁଦ୍ଧ କରିବା କଷ୍ଟସାଧ୍ୟ…

ନେପାଳରେ ଭୂମିକମ୍ପ ଝଟ୍‌କା: ୧୧ ଆହତ

କାଠମାଣ୍ଡୁ,୩।୧୦: ଘଣ୍ଟାକରେ ୪ଥର ଝଟ୍‌କାରେ ଥରିଛି ନେପାଳ। ଅଧିକ କ୍ଷତିଗ୍ରସ୍ତ ହୋଇଛି ବଜହାଙ୍ଗ ଅଞ୍ଚଳର ଚେନପୁର। ନେପାଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୧୧ଜଣ ଆହତ ହୋଇଥିବା ବଜାଙ୍ଗ ଜିଲ। ପୋଲିସ କାର୍ଯ୍ୟାଳୟ କହିଛି। ନେପାଳର ମନ୍ତ୍ରୀ ରାମ ଆଚାର୍ଯ୍ୟ କହିଛନ୍ତି ଯେ,…

ଏନଡିଏରେ ଯୋଗଦେବାକୁ ଚାହୁଁଥିଲେ କେସିଆର, ଆମେ ମନା କଲୁ: ମୋଦି…

ହାଇଦ୍ରାବାଦ,୩।୧୦ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକ ରାଲି କରିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାକୁ ଗୁଜରାଟର ପୁଅ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ବାଧୀନତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ…

ମହିଳା ଜାଭେଲିନ ଥ୍ରୋରେ ଅନ୍ନୁ ରାନୀଙ୍କୁ ପ୍ରଥମ ସ୍ବର୍ଣ୍ଣ…

ହାଙ୍ଗଝୋ,୩।୧୦ : ପାରୁଲ ଚୌଧୁରୀଙ୍କ ପରେ ଅନ୍ନୁ ରାନୀ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ଏସିଆର ମହିଳା ଜାଭେଲିନ ଥ୍ରୋ ଇଭେଣ୍ଟରେ ଅନ୍ନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଚତୁର୍ଥ ପ୍ରୟାସରେ, ସେ ଏକ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେ ଜାଭେଲିନ…

ପଞ୍ଜାବରେ ବଢୁଛି ଋଣ, ମୋଦିଙ୍କୁ ମନାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମାନ…

ଚଣ୍ଡିଗଡ଼,୩।୧୦ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ବୀକାର କରିଛନ୍ତି ତାଙ୍କ ସରକାର ରାଜ୍ୟ ଉପରେ ଋଣ ଭାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳର ୧୮ ମାସ ମଧ୍ୟରେ ୪୭,୧୦୭ କୋଟି ଟଙ୍କାର ଋଣ ଗ୍ରହଣ ହୋଇଛି। ରାଜ୍ୟପାଳ ବନୱାରିଲାଲ…

ଭାରତ-କାନାଡା ବିବାଦ: ୪୧କୂଟନୀତିଜ୍ଞଙ୍କୁ କାନାଡା ଛାଡିବାକୁ ଦେଲା ନିର୍ଦ୍ଦେଶ

ଅଟାଓ୍ବା/ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ଘନେଇବାରେ ଲାଗିଛି। ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି କାନାଡାରୁ ୪୧ କୂଟନୀତିଜ୍ଞଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।…

ବାଂଲାଦେଶରେ ଡେଙ୍ଗୁ ମୃତ୍ୟୁ ୧୦୦୦ ଟପିଲା…

ଢାକା,୩।୧୦ : ବାଂଲାଦେଶରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି। ଏଠାରେ ଚଳିତ ବର୍ଷ ଡେଙ୍ଗୁରେ ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଲକ୍ଷରୁ ଅଧିକ ଲୋକ ଏହା ସଂକ୍ରମିତ ହୋଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ସରକାରୀ…

ଭାରତର ବିକାଶ ହାର ୬.୩ ପ୍ରତିଶତ ଆକଳନ କଲା ବିଶ୍ୱବ୍ୟାଙ୍କ…

ନୂଆଦିଲ୍ଲୀ,୩।୧୦ : ଭାରତୀୟ ଅର୍ଥନୀତି ବିଷୟରେ ଏକ ଖୁସି ଖବର ଆସିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ବିଶ୍ୱ ଅଥନୈତିକ ଚାପ ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ଦ୍ରୁତ ଗତିରେ…

କଳ୍ପନା ଚାଓ୍ବଲାଙ୍କ ପିତାଙ୍କ ପରଲୋକ…

ଚଣ୍ଡିଗଡ଼,୩।୧୦ : ଭାରତର ପ୍ରଥମ ମହିଳା ମହାକାଶଚାରୀ ସ୍ବର୍ଗତ କଳ୍ପନା ଚାୱଲାଙ୍କ ପିତା ବନାରସୀ ଲାଲ ଚାୱଲାଙ୍କର ମଙ୍ଗଳବାର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବନାରସୀ ଲାଲ ଚାୱଲାଙ୍କୁ ଚିକିତ୍ସା ଲାଗି ହରିୟାଣାର କର୍ନାଲର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri