ଇଣ୍ଡିଆ ବନାମ ଭାରତ ବିବାଦରେ ଚୁପ୍ ରହିବାକୁ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ଦେଲେ ମୋଦି
ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ମହାଭାରତ ବିବାଦ ଛିଡିଥିବାବେଳେ ମନ୍ତ୍ରୀ ପରିଷଦ ବୈଠକରେ ଇଣ୍ଡିଆ ଓ ଭାରତ ବିବାଦ ଉପରେ କିଛି ନ କହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ପ୍ରଧାନମନ୍ତ୍ରୀ କେବଳ…
ପ୍ୟାକେଟ୍ରେ ବିସ୍କୁଟ୍ ସଂଖ୍ୟା କମ୍ ରହିବାରୁ କୋର୍ଟର ଦ୍ୱାରସ୍ଥ ହେଲେ ବ୍ୟକ୍ତି, କ୍ଷତିପୂରଣରେ ମିଳିଲା ଏତିକି ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୬।୯: ସାଧାରଣତଃ ବିସ୍କୁଟ ପ୍ୟାକେଟ୍ର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ହୋଇଥାଏ। ତେବେ ଖାଇବା ସମୟରେ ଗ୍ରାହକ ସେହି ସୀମିତ ଟଙ୍କା ମଧ୍ୟରେ ଏକ୍ସ୍ରଟା ଅଫର ଦେଖି ବିସ୍କୁଟ କିଣି ନିଅନ୍ତି। ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…
ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ଟସ ଜିତି ବାଂଲାଦେଶର ବ୍ୟାଟିଂ, ବିପର୍ଯ୍ୟୟର ସମ୍ମୁଖୀନ…
ଲାହୋର,୬।୯ : ଏସିଆ କପର ସୁପର ୪ର ପ୍ରଥମ ମ୍ୟାଚ ପାକିସ୍ତାନ ଦଳ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
କେବଳ ଭାରତ ନୁହେଁ ଇତିହାସରେ ରହିଛି ଭାରତର ଅନେକ ନାମ
ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆକୁ ବନାମ ଭାରତକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ମଧ୍ୟରେ ତୁତୁ-ମେଁମେଁ ଲାଗି ରହିଛି। ତେବେ ଭାରତ ନାମକୁ ନେଇ ଏହି ବିବାଦ ନୂଆ…
ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…
ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ…
କିପରି ହୋଇଥିଲା ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’…
ନୂଆଦିଲ୍ଲୀ,୬।୯ : ଭାରତୀୟ ସମ୍ବିଧାନର ଧାରା ୧ ଉପରେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ନେଇ ବିସ୍ତୃତ ଭାବରେ ବିତର୍କ ହୋଇଥିଲା। ସମ୍ବିଧାନ ସଭା ସଦସ୍ୟ ଏଚ ଭି କାମାଥ ୧୮ ସେପ୍ଟେମ୍ବର ୧୯୪୯ ରେ ବିତର୍କ ଆରମ୍ଭ କରିଥିଲେ ଏବଂ ଧାରା…
ନିର୍ବାଚନ ଲଢିବେ ଉମା ଭାରତୀ, ଟ୍ବିଟ୍ କରି ଦେଲେ ସୂଚନା
ଭୋପାଳ,୬।୯: ୨୪ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ…
ହେବ ଦେଶର ନାମ ପରିବର୍ତ୍ତନ: ସାମ୍ବିଧାନିକ ପ୍ରକ୍ରିୟାରେ ୫୦ ପ୍ରତିଶତରୁ ଅଧିକ ରାଜ୍ୟର ସହମତି ଆବଶ୍ୟକ…
ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା କ’ଣ? ଏହି ଆଲୋଚନା ମଧ୍ୟରେ ଲୋକସଭାର ପୂର୍ବତନ ମହାସଚିବ, ସାମ୍ବିଧାନିକ ବିଶେଷଜ୍ଞ ତଥା ବରିଷ୍ଠ ଆଡଭୋକେଟ…
ଭାରତକୁ ନେଇ ମହାଭାରତ: ଇଣ୍ଡିଆ ନାମରେ ଜିନ୍ନା କରିଥିଲେ ଆପତ୍ତି
ନୂଆଦିଲ୍ଲୀ,୬।୯: ଜି -୨୦ ସମ୍ମିଳନୀକୁ ରାଜଧାନୀ ନୂଆଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀକୁ ନୂଆ ରୂପରେ ସଜେଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ଠିକ ପୂର୍ବରୁ ରାଷ୍ଟ୍ରପତିଙ୍କ…
୨୦୧୪ ରେ ଯୋଗୀ ଆଦିତ୍ୟନାଥ ଇଣ୍ଡିଆକୁ ହିନ୍ଦୁସ୍ଥାନ କରିବା ପାଇଁ ଲୋକସଭାରେ ଆଗତ କରିଥିଲେ ଏକ ଘରୋଇ ବିଲ…
ନୂଆଦିଲ୍ଲୀ,୬।୯ : ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ୨୦୧୪ ରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ବିଧାନରେ ଇଣ୍ଡିଆକୁ ହିନ୍ଦୁସ୍ଥାନ ଭାବେ ବଦଳାଇବା ପାଇଁ ଲୋକସଭାରେ ଏକ ଘରୋଇ ବିଲ ଆଗତ କରିଥିଲେ। ଏହି ବିଲରେ,…
ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍…
ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି ଆଲୋଚନାକୁ ପୁନଃଜୀବିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ…
ଭାରତକୁ ନେଇ ମହାଭାରତ: ଅଧିକାରୀଙ୍କ ଆଇ କାର୍ଡରେ ଲେଖାଗଲା ‘ଅଫିସରର୍ସ ଅଫ୍ ଭାରତ’
ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ଦେଶରେ ମହାଭାରତ ଦେଖାଯାଇଛି। ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦର ପ୍ରୟୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଥମେ ଜି-୨୦ ରାତ୍ରୀଭୋଜିର ନିମନ୍ତ୍ରଣ କାର୍ଡରେ ଇଣ୍ଡିଆ ବଦଳରେ ଭାରତ ଶବ୍ଦ ବ୍ୟବହୃତ ହୋଇଥିବାବେଳେ ଏହାପରେ ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ…
Archives


