Home Middle

ମିକ୍ସ ଡବଲ୍ସ ସ୍କ୍ବାସରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛି। ମିକ୍ସ ଡବଲ୍ସ ସ୍କ୍ବାସସ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୀପିକା ପାଲ୍ଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁ ଭାରତ ପକ୍ଷରୁ…

ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ ଜାରି…

ଯୁବବର୍ଗଙ୍କୁ ହଇରାଣ କରୁଛି ଭୂତ ଚାକିରି: ଆମେରିକାରେ ଅଧିକ…

ନୂଆଦିଲ୍ଲୀ,୫।୧୦ : ପ୍ରାୟତଃ ଦୁଇ ପ୍ରକାରର ଚାକିରି ବିଷୟରେ ଶୁଣାଯାଇଥାଏ। ପ୍ରଥମଟି ସରକାରୀ ଚାକିରି ପ୍ରଥମ ଦ୍ୱିତୀୟଟି ହେଉଛି ପ୍ରାଇଭେଟ ଚାକିରି। କିନ୍ତୁ ଏବେ ଭୂତ ଚାକିରି(ଘୋଷ୍ଟ ଜବ)ବିଷୟରେ ଚର୍ଚ୍ଚା ହେଉଛି। ଆମେରିକାରେ ଭୂତ ଚାକିରିର ଧାରା ବିଶେଷ ଭାବେ ପ୍ରଚଳିତ।…

ଖାଇବୁନି ଅବା ଖାଇବାକୁ ଦେବୁନି, ଯିଏ ଖାଇଥିବ ତାକୁ ଓଗଳାଇବୁ: ଭାଜପା…

ନୂଆଦିଲ୍ଲୀ,୫।୧୦ : ମଦ ନୀତି ଦୁର୍ନୀତିରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି। ଏଏପି କହିଛି ପ୍ରତିଶୋଧ ଆଧାରରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଛି। ତେବେ ସଞ୍ଜୟ ସିଂଙ୍କ ଗିରଫ ହେବାର କାରଣ…

କଶ୍ମୀର-ଅରୁଣାଚଳ ପ୍ରଦେଶକୁ ଭାରତରୁ ବିଚ୍ଛିନ୍ନ ଦେଖାଇବାକୁ ନ୍ୟୁଜକ୍ଲିକ୍‌ କରିଥିଲା ଷଡଯନ୍ତ୍ର: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୫।୧୦: ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ କଶ୍ମୀର ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳକୁ ଭାରତ ଠାରୁ ବିଚ୍ଛିନ୍ନ ଦେଖାଇବାକୁ ଷଡଯନ୍ତ୍ର କରିଥିଲେ। ନ୍ୟୁଜକ୍ଲିକ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆଣିଛି ଦିଲ୍ଲୀ ପୋଲିସ। ଆତଙ୍କବାଦ ବିରୋଧୀ ଆଇନ…

ଗାଈ-ଛେଳି-ମେଣ୍ଢାଙ୍କ ସଂଖ୍ୟା ଗଣନା ହେଉଛି, ମଣିଷଙ୍କର କାହିଁକି ହୋଇ ପାରିବ ନାହିଁ: ମୋଦିଙ୍କୁ ଭାଜପା ଏମପିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୫।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତି ଏବେ ଜୋର ଧରିଛି। ଉନ୍ନାଓରେ ପହଞ୍ଚିଥିବା ଭାଜପା ଏମପି ମୁକେଶ ରାଜପୁତ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କେବଳ ଉତ୍ତରପ୍ରଦେଶ ନୁହେଁ ସମଗ୍ର ଦେଶରେ…

ରୀତିନୀତି ବିନା ହିନ୍ଦୁ ବିବାହ ଅମାନ୍ୟ,ସପ୍ତପଦୀ ଅନିବାର୍ଯ୍ୟ: ହାଇକୋର୍ଟ…

ପ୍ରୟାଗରାଜ,୫।୧୦ : ରୀତିନୀତି ବିନା କରାଯାଇଥିବା ହିନ୍ଦୁ ବିବାହକୁ ଅମାନ୍ୟ ବିବେଚନା କରାଯିବ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହକୁ ସପ୍ତପଦୀ ବିନା ସମ୍ପୂର୍ଣ୍ଣ ବିବେଚନା କରାଯାଇପାରିବ ନାହିଁ। ଏକ ହିନ୍ଦୁ ବିବାହର ମାନ୍ୟତା ପାଇଁ ସପ୍ତପଦୀ ବାଧ୍ୟତାମୂଳକ ବୋଲି…

ଦାଉଦର ‘ଡି’ କମ୍ପାନୀର ନେଟଓ୍ବର୍କ ସହାୟତାରେ ଗଢି ଉଠିଛି ଖଲିସ୍ତାନୀ ସାମ୍ରାଜ୍ୟ

ନୂଆଦିଲ୍ଲୀ,୫।୧୦: ସାରା ବିଶ୍ୱରେ ଆତଙ୍କବାଦ ରଚିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମର ଅପରାଧ ନେଟୱର୍କରେ ଆରମ୍ଭ ହୋଇଛି ବୋଲି ଜଣାପଡିଛି। ସ୍ଥାନୀୟ ଅପରାଧୀଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା,…

ମୁଣ୍ଡରୁ ପାଦ ଯାଏ ଦୁର୍ନୀତିରେ ବୁଡି ରହିଛନ୍ତି ମୋଦି: କେଜରିଓ୍ବାଲ…

ନୂଆଦିଲ୍ଲୀ,୫।୧୦ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେରିୱାଲ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ୧୦…

ଲୋକସଭାରେ ଏମପି ପଦ ହରାଇଲେ ଏନସିପି ନେତା ମହମ୍ମଦ ଫୈଜଲ

ନୂଆଦିଲ୍ଲୀ,୫।୧୦: ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୁଲେଟିରେ କୁହାଯାଇଛି ଯେ, କେରଳ ହାଇକୋର୍ଟର…

ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ, ଚାଇନାକୁ ରୌପ୍ୟ…

ହାଙ୍ଗଝୋ,୫।୧୦ : ଗୁରୁବାର ଉନବିଂଶ ଏସିଆନ ଗେମ୍ସରେ ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଦିତି, ଜ୍ୟୋତି ଏବଂ ପ୍ରରନୀତ ମହିଳା କମ୍ପାଉଣ୍ଡ ତୀରନ୍ଦାଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଭାରତୀୟ ଦଳ ଚାଇନାକୁ ୨୩୦-୨୨୮ ବ୍ୟବଧାନରେ ପରାସ୍ତ…

ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ହେଉଛି ନଷ୍ଟ: ସିଡିଆରଆଇ ରିପୋର୍ଟ…

ନୂଆଦିଲ୍ଲୀ,୫।୧୦ : ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୩୦ ହଜାର କୋଟି ଡଲାର(ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା)ର ଭିତ୍ତିଭୂମି ନଷ୍ଟ ହେଉଛି। ସେପ୍ଟେମ୍ବର ୨୦୧୯ରେ ମିଳିତ ଜାତିସଂଘର ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri