ପୁଣେରେ ୮୮ ପ୍ରତିଶତଙ୍କ ଶରୀରରେ ଡେଙ୍ଗୁ ଆଣ୍ଟିବଡି…
ମୁମ୍ବାଇ,୫।୧୦ : ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି। ଏହି ଫଳାଫଳକୁ ଆଧାର କରି ଇଣ୍ଡିଆନ ସେଣ୍ଟର ଫର ମେଡିକାଲ ରିସର୍ଚ୍ଚ…
ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ଚଢାଉ କଲା ଆୟକର ବିଭାଗ
ଚେନ୍ନାଇ,୫।୧୦: ଆୟକର ବିଭାଗ ଡିଏମକେ ସାଂସଦ ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଛନ୍ତି। ଗୁରୁବାର ସକାଳେ ଚେନ୍ନାଇର ଟି-ନଗରରେ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ। ଏହାପୂର୍ବରୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମ ଆଦମୀ…
ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ସଂକ୍ରାମକ ହୋଇଛି କରୋନା…
ଟରଣ୍ଟୋ,୫।୧୦ : ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଉପରେ କରୋନା ଭୁତାଣୁ ଅଧିକ ଗୁରୁତର ପ୍ରଭାବ ପକାଇଛି। ଏହାର କାରଣ ହେଉଛି ଏସିଇ-୨ ପ୍ରୋଟିନ, ଯାହା କୋଷର ବାହ୍ୟ ପୃଷ୍ଠରେ ଅବସ୍ଥିତ। ଏହା ରକ୍ତଚାପ ଏବଂ ଫୁଲାକୁ ନିୟନ୍ତ୍ରଣ କରିବା ସହିତ ଅଙ୍ଗରେ…
ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୫% ସଂରକ୍ଷଣ
ଭୋପାଳ,୫।୧୦: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସମେତ ବହୁ ଭାଜପା ନେତା ରାଲି କରୁଛନ୍ତି।…
ସିକିମରେ ବାଦଲଫଟା ବର୍ଷା: ୧୦୨ନିଖୋଜ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା
ଗାଙ୍ଗଟକ,୫।୧୦: ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଖର ବନ୍ୟା ସ୍ରୋତରେ ଭାସିଯାଇ ୨୨ଜଣ…
ପାକିସ୍ତାନ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଚାଇନା…
ବେଜିଂ/ଇସଲାମାବାଦ,୫।୧୦ : ମିଡିଆ ଉପରେ ନିଜର ନିୟନ୍ତ୍ରଣ ରଖିବା ପାଇଁ ଚାଇନା ଅନ୍ତର୍ଜାତୀୟ ଅଭିଯାନର ଏକ ନେଟୱାର୍କ ବିକଶିତ କରିଛି ଏବଂ ପାକିସ୍ତାନୀ ଗଣମାଧ୍ୟମ ଉପରେ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରୁଛି। ଆମେରିକାର ଏକ ସରକାରୀ ରିପୋର୍ଟରେ ଏହା…
ଆଜିଠୁ ମହାସମର
ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ କ୍ଷେତ୍ର ପ୍ରସ୍ତୁତ। ଗୁରୁବାରଠାରୁ ଆରମ୍ଭ ହେବ କ୍ରିକେଟ ମହାସମର। ୧୦ ଦଳ ମଧ୍ୟରେ ହେବ ଟକ୍କର। ଭାରତର ୧୦ ଗ୍ରାଉଣ୍ଡରେ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ ୪୮ ମ୍ୟାଚ। ଅହମଦାବାଦସ୍ଥିତ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର…
ଆମେରିକାରେ ୭୫ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ଧର୍ମଘଟ…
ଲସ ଏଞ୍ଜେଲସ,୫।୧୦ : ଭର୍ଜିନିଆ, କାଲିଫର୍ନିଆ ଏବଂ ଆମେରିକାର ଅନ୍ୟ ତିନୋଟି ରାଜ୍ୟରୁ ପ୍ରାୟ ୭୫ ହଜାର ସ୍ବାସ୍ଥ୍ୟ ସେବା କର୍ମଚାରୀ ବେତନ ଏବଂ କର୍ମଚାରୀଙ୍କ ଅଭାବ ନେଇ ଧର୍ମଘଟ କରିଛନ୍ତି। କେସର ପରମାନେଣ୍ଟ ଡାକ୍ତରଖାନାରେ କର୍ମଚାରୀମାନେ ଧାରଣାରେ ବସିଥିଲେ। କେସର…
ଆମେରିକାରେ ବିମାନ ଦୁର୍ଘଟଣା: ୨ ମୃତ, ଦୁର୍ଘଟଣାର ଭିଡ଼ିଓ ଭାଇରାଲ…
ଓ୍ବାଶିଂଟନ,୫।୧୦ : ଆମେରିକାର ଓରେଗନ ହୋମରେ ଏକ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ଛୋଟ ବିମାନ ଥିଲା, ଯେଉଁଥିରେ ତିନି ଜଣ ଲୋକ ଥିଲେ। ଏହି ବିମାନ ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ…
୨୨ କୁର୍ଦ୍ଦ ଶିବିର ଧ୍ୱଂସ କଲା ତୁର୍କୀ…
ଇସ୍ତାନବୁଲ,୫।୧୦ : ତୁର୍କୀ ବାୟୁସେନା ଇରାକରେ ନିଷିଦ୍ଧ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟିର ୨୨ଟି ବେସକୁ ଧ୍ୱଂସ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସ୍ଥାନୀୟ ସମୟ ସନ୍ଧ୍ୟା ୭ ଟା ସମୟରେ ଉତ୍ତର ଇରାକର ମେଟିନା, ହାକୁର୍କ, ଗାରା ଠାରେ ଏୟାର…
ସୋମାଲିଆ ସେନାଙ୍କୁ ସଫଳତା, ୨ ମାସରେ ୧,୬୫୦ ଆତଙ୍କବାଦୀ ନିହତ…
ମୋଗାଦିଶୁ,୫।୧୦ : ସୋମାଲିଆରେ ଆତଙ୍କବାଦୀଙ୍କ ବିରୋଧରେ ସୋମାଲି ଜାତୀୟ ସେନା ମାଧ୍ୟମରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୋମାଲିଆର ଜାତୀୟ ସେନା ରିପୋର୍ଟ କରିଛି ଗତ ଦୁଇ ମାସ ମଧ୍ୟରେ ସୋମାଲିଆର ଗାଲମୁଦୁଗ ଏବଂ ହିରଶାବେଲ ରାଜ୍ୟରେ ସାମରିକ ଆକ୍ରମଣ ସମୟରେ…
ତାଇଓ୍ବାନ ମୁହାଁ ଟାଇଫୁନ ‘କୋଇନୁ’, ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାରଙ୍କ ପ୍ରସ୍ତୁତି ଶେଷ…
ତାଇପେଇ,୫।୧୦: ଶକ୍ତିଶାଳୀ ଟାଇଫୁନ ‘କୋଇନୁ’ ତାଇୱାନ ମୁହାଁ ହୋଇଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ବିମାନ ବାତିଲ କରିବାକୁ ତାଇୱାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।…
Archives


