Home Middle

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତାହତ ଏବଂ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଜିଏଫ୍‌ଜେଡ ରିପୋର୍ଟ କରିଛି ଯେ, ଏହି…

ହମାସ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଜେରୁଜେଲମ,୭।୧୦: ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି। ଫିଲିସ୍ତିନୀ ସଂଗଠନ ହମାସ୍‌, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ କରିଛି।…

ଆଉ ନିଦରୁ ଉଠିବେନି ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରାୟାନ ୩ ମିଶନ ଶେଷ ହେବା ନେଇ ସଙ୍କେତ ଦେଲେ ପୂର୍ବତନ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୭।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସଆରଓ)ର ପୂର୍ବତନ ଚେୟାରମ୍ୟାନ ଏସ କିରଣ କୁମାର କହିଛନ୍ତ, ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହେବାର କୌଣସି ଆଶା ଦେଖାଯାଉ ନାହିଁ। ତେବେ ଅନୁମାନ କରାଯାଉଛି କି, ସେ ଚନ୍ଦ୍ରାୟାନ…

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା…

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ ଆଲୋଚନା କରୁଛି। ତେବେ ରେଲଓ୍ବେରେ ନିଯୁକ୍ତ ମହିଳାଙ୍କର ଏକକାଳୀନ ବିକଳ୍ପ ଦେବାର ଦାବି…

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ନିଜକୁ ହିନ୍ଦୁ ବୋଲି କହିବାକୁ ପଛଘୁଞ୍ଚା…

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା ବିବାଦ…

ପୁଟିନ ଖରାପ, ଏହାର ଅର୍ଥ ନୁହେଁ ୟୁକ୍ରେନ ଭଲ, ଆମେରିକାକୁ ଇରାକ-ଆଫଗାନିସ୍ତାନର ଭୁଲରୁ ଶିଖିବା ଦରକାର, ଜେଲନସ୍କିଙ୍କୁ ଟାର୍ଗେଟ କଲେ ରାମସ୍ବାମୀ

ଓ୍ବାଶିଂଟନ,୭।୧୦: ଆମେରିକୀୟ ଉଦ୍ୟୋଗୀ ତଥା ରିପବ୍ଲିକାନ ପାର୍ଟି ନେତା ବିବେକ ରାମସ୍ବାମୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନ ଖରାପ କିନ୍ତୁ ଏହାର ଅର୍ଥ ନୁହେଁ ଯେ ୟୁକ୍ରେନ ଭଲ। ୧୧ ବିରୋଧୀ ଦଳକୁ…

ସିକିମ୍‌ର ତିସ୍ତା ଅବବାହିକାରେ ବିସ୍ଫୋରଣ

ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍‌ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଏଥିରେ ୧୧ଜଣ ଯବାନଙ୍କ ସମେତ ୫୧ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଶନିବାର ସକାଳେ ତିସ୍ତା ଅବବାହିବାରେ…

ଆଜି ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ବୈଠକ, ଏମ୍‌ପି ବିଧାନସଭା ନିର୍ବାଚନ ପ୍ରାର୍ଥୀ ଉପରେ ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଶନିବାର ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମଧ୍ୟପ୍ରଦେଶରେ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଏହି ବୈଠକରେ ସ୍ଥିର ହୋଇପାରେ। ଏହି…

୧୭ଲକ୍ଷ ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବ ପାକିସ୍ତାନ

ଇସଲାମବାଦ,୭।୧୦: ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବା ପାଇଁ ପାକିସ୍ତାନ ଘୋଷଣା କରିଛି। ପାକିସ୍ତାନର ବୈଦେଶିକ ବିଭାଗ ୧୭ଲକ୍ଷ ପ୍ରବାସୀ ଦେଶରୁ ବିତାଡିତ କରିବ। ଗତ ମଙ୍ଗଳବାର ପାକିସ୍ତାନ ଘୋଷଣା କରିଥିଲା ଯେ, ଦେଶରେ ରହିବା…

ଛତୁ ଦ୍ୱାରା ହେବ ମାନସିକ ରୋଗର ଚିକିତ୍ସା, କାନାଡା ସମେତ ଅନେକ ଦେଶ ଏହି ଚିକିତ୍ସା ଉପରେ ଦେଲେ ମଞ୍ଜୁରୀ

ଓ୍ବାଶିଂଟନ୍‌,୭।୧୦: ମସରୁମ(ଛତୁ) ମାନସିକ ରୋଗ ଭଲ କରିବାରେ ସହାୟକ ହୋଇପାରେ। ଏଥିରେ ମିଳୁଥିବା ମୁଖ୍ୟ ଉପାଦାନ ସିଲୋସାଇବିନ, ମାଇକ୍ରୋ-ଡୋଜିଂ ମାଧ୍ୟମରେ ମାନସିକ ରୋଗର ଚିକିତ୍ସା କରାଯାଇପାରିବ। ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ନୂଆ ତଥ୍ୟ ପାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri