Home Middle

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…

ଟେକ୍ସାସରେ ତିଆରି ହେବ ୩୭ ଏକରର ପ୍ରଥମ ହିନ୍ଦୁ ଯୁବ ଶିବିର, ୧୭.୫ ଲକ୍ଷ ଟଙ୍କା ଦାନ କଲେ ଭାରତୀୟ ବଂଶୋଭବ ଦମ୍ପତି

ଓ୍ବାଶିଂଟନ,୭ା୧୦: ଆମେରିକାରେ ଭାରତୀୟ ବଂଶୋଭବ ଦମ୍ପତି ସୁଭାଷ ଗୁପ୍ତା ଏବଂ ସରୋଜିନୀ ଗୁପ୍ତା ଟେକ୍ସାସରେ ଏକ ହିନ୍ଦୁ ଯୁବ ଶିବିର ନିର୍ମାଣ ପାଇଁ ୧୭.୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୁଭାଷ ଉତ୍ତରପ୍ରଦେଶର ପିଲଖୁଆର ବାସିନ୍ଦା। ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌…

ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ: ମୋଦି…

ନୂଆଦିଲ୍ଲୀ,୭।୧୦ : ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ହୋଇଥିବା ବିପଜ୍ଜନକ ଆକ୍ରମଣ ପରେ ବର୍ତ୍ତମାନ ଇସ୍ରାଏଲ ବାୟୁସେନା ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ ଉତ୍ତର ଦେବା ଆରମ୍ଭ କରିଛି। ଏହି ସମୟରେ ଭାରତ ମଧ୍ୟ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏକ…

୬ ଓ୍ବିକେଟରେ ଆଫଗାନିସ୍ତାନକୁ ପରାଜିତ କଲା ବାଂଲାଦେଶ…

ଧରମଶାଲା,୭।୧୦ : ବିଶ୍ୱକପ ୨୦୨୩ର ତୃତୀୟ ମ୍ୟାଚ ଧରମଶାଲାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ ଜିତିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତି…

ଆରମ୍ଭ ହେଲା ମହାବିନାଶର କାଉଣ୍ଟ ଡାଉନ! ଋଷିଆକୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଲେ କିମ ଉନ

ମସ୍କୋ,୭।୧୦: ମହାବିନାଶର ଟ୍ରିଗରକୁ ଦବାଇ ସାରିଛି ଉତ୍ତର କୋରିଆ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ ଋଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା…

ଆଫଗାନିସ୍ତାନରେ ଭୂକମ୍ପ: ୧୪ ମୃତ, ୭୮ ଆହତ

କାବୁଲ,୭ା୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନ ହେରାଟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ଥିବା ବେଳେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୭୮ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଭୂସ୍ଖଳନ ଏବଂ ବିଲ୍ଡିଂ…

କଂଗ୍ରେସକୁ ଗୋଟିଏ ବି ଭୋଟ ମିଳି ନ ଥିବା ବୁଥ ଅଧ୍ୟକ୍ଷଙ୍କୁ ମିଳିବ ୫୧ ହଜାର ପୁରସ୍କାର: ବିଜୟଭର୍ଗୀୟ…

ଭୋପାଳ,୭।୧୦ : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନେତା କୈଳାସ ବିଜୟଭର୍ଗୟଙ୍କ ବିବୃତ୍ତି ପୁଣି ଥରେ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯଦି କଂଗ୍ରେସ ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ନ ପାଏ ତେବେ ଭାଜପାର ସମ୍ପୃକ୍ତ ବୁଥ ଅଧ୍ୟକ୍ଷଙ୍କୁ…

ଜାତିଗତ ଜନଗଣନା ନେଇ ଜେଡିୟୁରେ ଫାଟ: ଘରକୁ ନ ଆସି କିଭଳି ହେଲା ସର୍ବେକ୍ଷଣ,ପ୍ରଶ୍ନ କଲେ ନେତା…

ପାଟନା,୭।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ସହିତ ରାଜନୈତିକ ବିତର୍କ ତୀବ୍ର ହେବାରେ ଲାଗିଛି ଏବଂ ଏହାର ସଠିକତା ଉପରେ ଅନେକ ପ୍ରଶ୍ନ ଉଠିଛି। ପ୍ରାରମ୍ଭରେ ବିରୋଧୀ ଦଳ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ସମାଲୋଚନା କରିଥିଲେ…

ଇସ୍ରାଏଲକୁ ସମର୍ଥନ କଲେ ଏହିସବୁ ଶକ୍ତିଶାଳୀ ଦେଶ

ଜେରୁଜେଲମ,୭।୧୦: ହମାସ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ମାଡ଼ରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିବେଳେ ୭୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨୦ ମିନିଟରେ ୭ହଜାର ମିସାଇଲ ମାଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆତଙ୍କବାଦୀ ହାମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ…

ପ୍ରଥମ ପ୍ରାଇଭେଟ ରକେଟ୍‌ର ସଫଳ ଉତ୍‌କ୍ଷେପଣ କଲା ସ୍ପେନ୍‌

ମାଡ୍ରିଡ୍‌,୭ା୧୦: ସ୍ପେନର ଏକ କମ୍ପାନୀ ସ୍ପେନକୁ ଦୂରଦୂରାନ୍ତ ଦେଶଗୁଡିକର ସ୍ବତନ୍ତ୍ର କ୍ଲବରେ ଆଣିବା ଦିଗରେ ଏକ ପଦକ୍ଷେପ ନେଇ ଶନିବାର ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ଉତ୍‌କ୍ଷେପଣ କରିଛି। କମ୍ପାନୀ ପିଏଲ୍‌ଡି ସ୍ପେସ ଅନୁଯାୟୀ, ଛୋଟ ଏମ୍‌ଆଇୟୁଆରଏ-୧ ରକେଟ ଦକ୍ଷିଣ ଆଣ୍ଡାଲୁସିଆର…

ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର…

ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର ବଡୁଥିବା ଲୋକପ୍ରିୟତାକୁ…

ଅଷ୍ଟ୍ରେଲିଆ ବିଲିୟନେଆର ଆନ୍ଥୋନୀଙ୍କୁ ପରମାଣୁ ବୁଡାଜାହଜ,ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଦେଇଛନ୍ତି ଟ୍ରମ୍ପ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିବାଦ ପିଛା ଛାଡୁ ନାହିଁ। ରାଷ୍ଟ୍ରପତି ପଦ ଛାଡିବାର ପ୍ରାୟ ତିନିମାସ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରମାଣୁ ବୁଡ଼ାଜାହାଜ ସହ ଜଡିତ ସମ୍ବେଦନଶୀଳ ସୂଚନା ଅଷ୍ଟ୍ରେଲିଆ ବିଲିୟନେୟାର ଓ ବଢ ବ୍ୟବସାୟୀ ଆନ୍ଥୋନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri