ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ରାୟ ଦିଅନ୍ତି ନାହିଁ: ହାଇକୋର୍ଟ…
ମୁମ୍ବାଇ,୭।୧୦ : ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ। ସେ କହିଛନ୍ତି ଗଣମାଧ୍ୟମ ବିଷୟରେ ଲୋକଙ୍କ ଧାରଣା ରହିଛି ଏହା କୌଣସି ମାମଲାରେ ଅତ୍ୟଧିକ ଜଡିତ ହୁଏ। କୋର୍ଟର…
ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି
ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ…
ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ପିଣ୍ଡଦାନ କଲେ ଯୁବତୀ…
ଗୟା,୭।୧୦ : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କିଙ୍କ ଏନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ରୁଷିଆ-ୟୁକ୍ରେନ…
ଜାତିଗତ ଜନଗଣନା ଏକ ନିର୍ବାଚନୀ ରାଜନୀତି, ଦେଶର କରିବ ବିଭାଜନ: ଅନୀଲ ବିଜ୍…
ଚଣ୍ଡିଗଡ଼,୭।୧୦ : ଜାତିଗତ ଜନଗଣନା ନେଇ ଭାଜପା ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାତିଗତ ଜନ ଗଣନା ଦେଶକୁ ଏକଜୁଟ କରିବା ପରିବର୍ତ୍ତେ ଦେଶକୁ ବିଭାଜନ କରିବା ପାଇଁ…
ଭାରତୀୟ କ୍ରିକେଟ ଟିମକୁ ସ୍ବର୍ଣ୍ଣ: ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଆଧାରରେ ବିଜୟୀ…
ହାଙ୍ଗଝୋ,୭।୧୦ : ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଟିମକୁ ସ୍ବର୍ଣ୍ଣ ପଦକ ମିଳିଛି। ବର୍ଷା ଯୋଗୁ ଶନିବାରରେ ମ୍ୟାଚ ବାତିଲ କରାଯାଇଥିଲା। ଭାରତୀୟ ଅଧିନାୟକ ଋତୁରାଜ ଗାଇକୱାଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ମ୍ୟାଚ ବନ୍ଦ…
ବ୍ୟାଡମିଣ୍ଟନରେ ସ୍ବସ୍ତିକ-ଚିରାଗ ଯୋଡିଙ୍କୁ ସ୍ବର୍ଣ୍ଣ…
ହାଙ୍ଗଝୋ,୭।୧୦: ଏସିଆନ ଗେମ୍ସରେ ସ୍ବସ୍ତିକ-ଚିରାଗ ଯୋଡି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛି। ଏହି ଯୋଡି କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଏବଂ ଗତ ବର୍ଷ ବିଶ୍ୱ…
ଟସ ଜିତିଲା ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…
ନୂଆଦିଲ୍ଲୀ,୭।୧୦: କ୍ରିକେଟ ବିଶ୍ୱକପର ଚତୁର୍ଥ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ସାନୁଦ ଶାନାକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ…
ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବରେ ଖାଇବାର ରହିଛି ପରମ୍ପରା
ବ୍ରସେଲ୍ସ,୭।୧୦: ଇଉରୋପୀୟମାନେ ଇତିହାସରେ କିପରି ଜୀବନ ବିତାଉଥିଲେ ଏନେଇ ଏକ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ଅଧ୍ୟୟନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି, ପ୍ରାୟ ୧୫ହଜାର ବର୍ଷ ପୂର୍ବେ ୟୁରୋପୀୟମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାରରେ କବର…
ଏପରି ସାଧ୍ୱୀ ଥିଲେ ପାପୀଙ୍କର କୌଣସି ଆବଶ୍ୟକତା ନାହିଁ: ନିରଞ୍ଜନଙ୍କୁ ମହୁଆଙ୍କ କଟାକ୍ଷ…
କୋଲକାତା,୭।୧୦: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରତିନିଧିମାନେୀ ଦିଲ୍ଲୀରେ ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଟିଏମସି ଏମପି ମହୁଆ ମୋଇତ୍ର ଭାଜପା ନେତାଙ୍କ ଉପରେ ଦୋଷାରୋପ କରି କହିଛନ୍ତି ସାଧ୍ୱୀ ବୈଠକ ପାଇଁ ସମୟ ଦେଇ…
ଅପରେଶନ ଅଲ-ଆକସା ଫ୍ଲଡ ବନାମ ଅପରେଶନ ଆଇରନ ସୋର୍ଡ: ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡ଼ରେ ଇସ୍ରାଏଲ ଧ୍ୱଂସ ବିଧ୍ୱସ୍ତ…
ଜେରୁଜେଲମ, ୭।୧୦: ହମାସ ଇସ୍ରାଏଲ ଉପରେ ରକେଟ ମାଡ଼ କରାଯାଇଛି। ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡରେ ଲୋକେ ଜରବନ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଇସ୍ରାଏଲ କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଖବର ଅନୁଯାୟୀ,…
ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଡାକ୍ତରଙ୍କ ପ୍ରେସକ୍ରିପଶନରେ ନ ରଖିବାକୁ ପରାମର୍ଶ ଦେଲେ ଚିକିତ୍ସା ବିଶେଷଜ୍ଞ
ନୂଆଦିଲ୍ଲୀ,୭।୧୦: ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଏକ ପ୍ରେସକ୍ରିପଶନ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଏହି ଔଷଧ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ତେବେ ଏହି…
ଇସ୍ରାଏଲ ଉପରେ ଆକ୍ରମଣ: ନେତନ୍ୟାହୁ ଡାକିଲେ ଜରୁରୀ ବୈଠକ
ଜେରୁଜେଲମ,୭।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଖାଲିସ୍ତାନ ମଧ୍ୟରେ ପୁଣିଥରେ ସ୍ଥିତି ବିଗିଡିଯାଇଛି। ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରିଛନ୍ତି। ସର୍ବପ୍ରଥମେ ସେମାନେ ଇସ୍ରାଏଲ ଉପରେ ହଜାର ହଜାର ରକେଟ ମାଡ ଏବଂ ପରେ ସେମାନେ…
Archives


