Home Middle

ଶ୍ରୀଲଙ୍କା ଆଗରେ ୨୫୩ ରନ୍‌ର ବିଜୟ ଟାର୍ଗେଟ୍‌

କଲମ୍ବୋ,୧୪।୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ପଞ୍ଚମ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ମହମ୍ମଦ ରିଜଓ୍ବାନ ଏବଂ ଅବଦୁଲ୍ଲା ଶଫିକଙ୍କ…

କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଗୁଆହାଟୀ,୧୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟି ଟଙ୍କା ମାନହାନି ମାମଲା ଦାୟର କରିବେ। ଲୋକ ସଭାରେ କଂଗ୍ରେସ ନେତା ଗୌରବ ଗୋଗୋଇ ଦାବି କରିଛନ୍ତି ଯେ, ଶର୍ମାଙ୍କ ପତ୍ନୀ…

ଗାଈ ଗୋବରକୁ ନେଇ କଂଗ୍ରେସ କରିଛି ଦୁର୍ନୀତି: ମୋଦି

ରାୟଗଡ଼,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର ରାୟଗଡ଼ ଜିଲା ଗସ୍ତରେ ଆସିଛନ୍ତି। ୭୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ରାଜ୍ୟ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ସେ କଂଗ୍ରେସ ନେତୃତ୍ୱାଧୀନ ସରକାର ଉପରେ କଡ଼ା…

ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ, ଖେଳାଯିବ ୪୨ ଓଭର

କଲମ୍ବୋ,୧୪।୯: ଗୁରୁବାର କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ ସମୟରେ ବର୍ଷା ଯୋଗୁ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଛି। ୨୭.୪ ଓଭରରେ ପାକିସ୍ତାନ ସ୍କୋର ୧୩୦/୫ରେ ରହିଛି। ମହମ୍ମଦ ରିଜୱାନ କ୍ରିଜରେ ଅଛନ୍ତି। ଇଫତିଖାର ଅହମ୍ମଦଙ୍କୁ…

ପାକିସ୍ତାନକୁ ଫେରିଲେ ଗିରଫ ହେବେ ନୱାଜ ଶରିଫ! ଜବାବ ଦେଲେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୪।୯: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱର-ଉଲ ହକ କକର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦେଶକୁ ଫେରିବା ପରେ ତାଙ୍କୁ ଗିରଫ କରାଯିବ କି ନାହିଁ ତାହା ଆଇନ ପ୍ରଣୟନକାରୀ ସଂସ୍ଥା ନିଷ୍ପତ୍ତି ନେବେ। ପିଏମ୍‌ଏଲ-ଏନ୍‌ ସୁପ୍ରିମୋ ଯଦି…

ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି…

କଲମ୍ବୋ,୧୪।୯: ୨୦୨୩ ଏସିଆ କପ ଗୁରୁବାର ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ଫୋର୍‌ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା…

ଅନନ୍ତନାଗରେ ସେନା ଅପରେଶନ ଜୋରଦାର, ନିଆଯାଉଛି ହେରୋନ ଡ୍ରୋନର ସାହାଯ୍ୟ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି। ଯେଉଁଠାରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଜମ୍ମୁ କଶ୍ମୀର ପୋଲିସ ଗୁରୁବାର ଅନନ୍ତନାଗ ଜିଲାରେ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରି…

‘ପାକିସ୍ତାନକୁ ଅଲଗା ନ କଲେ କିଛି ହେବ ନାହିଁ’, ପାକକୁ ଟାର୍ଗେଟ କଲେ ଭିକେ ସିଂ

କଶ୍ମୀର,୧୪।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ଏବଂ ତିନିଜଣ ଅଧିକାରୀ ଶହୀଦ ହୋଇଛନ୍ତି। ସେନାଙ୍କର ଶେଷକୃତ୍ୟ ପରେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂ…

ଆସନ୍ତା ମାସରୁ ବଦଳିବ ନିୟମ, ଆଧାରରୁ ଡିଏଲ ପର୍ଯ୍ୟନ୍ତ କେବଳ ଜନ୍ମ ପ୍ରମାଣ ପତ୍ରରେ ହୋଇଯିବ ଅନେକ କାମ

ନୂଆଦିଲ୍ଲୀ,୧୪।୯: ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଏନଆଇର ଖବର ଅନୁଯାୟୀ, ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ…

୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା…

ରାଷ୍ଟ୍ରପତି ହେଲେ ବନ୍ଦ ହେବ ଏଫବିଆଇ, ୭୫ ପ୍ରତିଶତ ଫେଡେରାଲ କର୍ମଚାରୀ ଦେଖିବେ ବାହାରର ରାସ୍ତା, ବିବେକ ରାମସ୍ବାମୀଙ୍କ ଦାବି

ଓ୍ବାଶିଂଟନ,୧୪।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ଦାବି କରୁଥିବା ଭାରତୀୟ ମୂଳ ଆମେରିକୀୟ ବିବେକ ରାମସ୍ବାମୀ ଏକ ଚକିତ କରିବା ଭଳି କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ସେ ୨୦୨୪ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ…

ଜି-୨୦କୁ ଦେଖି ବିଚଳିତ ପାକିସ୍ତାନ ଆର୍ମି, ଅନନ୍ତନାଗ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ,୧୪।୯: କାଶ୍ମୀରର ଅନନ୍ତନାଗ ଏବଂ ରାଜୌରୀରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଗତ ୫ଦିନର କ୍ରସ ବର୍ଡର କଲ ଇଣ୍ଟରସେପ୍ଟରୁ ଜଣାପଡିଛି ଯେ ପାକିସ୍ତାନ ଆତଙ୍କବାଦୀମାନେ ଏକାସାଙ୍ଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri