ହାଇଦ୍ରାବାଦରେ ଏକାଠି ହେବେ ସାରା ଦେଶର କଂଗ୍ରେସ ନେତା, ସିଡବ୍ଲୁସିର ଦୁଇ ଦିନିଆ ବୈଠକ ଆଜିଠାରୁ ଆରମ୍ଭ
ନୂଆଦିଲ୍ଲୀ,୧୬।୯: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ପ୍ରଥମଥର ଲାଗି ତାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ର ଦୁଇ ଦିନିଆ ବୈଠକ ଶନିବାର ହାଇଦ୍ରାବାଦରେ ହେବାକୁ ଯାଉଛି। ଏହି ବୈଠକରେ ତେଲେଙ୍ଗାନା ସମେତ ପାଞ୍ଚଟି ରାଜ୍ୟରେ ହେବାକୁ…
‘ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ଅଛନ୍ତି’, ଇଣ୍ଡିଆ ମେଣ୍ଟକୁ ଅହଂକାରୀ କହିବା ଉପରେ ଶଶି ଥରୁରଙ୍କ ପାଲଟା ଜବାବ
ନୂଆଦିଲ୍ଲୀ,୧୬।୯: ବିରୋଧୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି, ଯାହାକୁ ‘ଇଣ୍ଡିଆ’ମେଣ୍ଟ ନାମରେ ନାମିତ କରାଯାଇଛି। ଏହି ମେଣ୍ଟକୁ ନେଇ ଭାଜପା ପକ୍ଷରୁ କ୍ରମାଗତ ଆକ୍ରମଣ ହେଉଛି। ଭାଜପା ଏହି ମେଣ୍ଟକୁ ‘ଇଣ୍ଡିଆ ମେଣ୍ଟ’…
ମହାକାଶ ଗଲେ ଜଣେ ଆମେରିକୀୟ, ୨ ରୁଷୀୟ
ମସ୍କୋ,୧୬ା୯: ଜଣେ ଆମେରିକୀୟ ଓ ୨ ରୁଷୀୟ ଶୁକ୍ରବାର କାଜାଖସ୍ତାନରୁ ରୁଷିଆର ଏକ ସ୍ପେସ୍କ୍ରାଫ୍ଟରେ ଇଣ୍ଟରନ୍ୟାଶନାଲ୍ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)କୁ ଯାତ୍ରା କରିଛନ୍ତି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶଚାରୀ ଲୋରାଲ ଓ’ହାରାଙ୍କ ସହ ରୁଷିଆର ଓଲେଗ୍ କୋନୋନେଙ୍କୋ ଓ…
ମୋଦି ସବୁଠୁ ଲୋକପ୍ରିୟ ବିଶ୍ୱନେତା
ନୂଆଦିଲ୍ଲୀ,୧୬ା୯: ଜି୨୦ ସମିଟ୍ର ସଫଳ ଆୟୋଜନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠୁ ଲୋକପ୍ରିୟ ବିଶ୍ୱନେତାର ପରିଚୟ ହାସଲ କରିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ୭୬ ପ୍ରତିଶତ ସ୍ବୀକୃତି ରେଟିଂ ରହିଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ସର୍ଭେରେ କୁହାଯାଇଛି। ମର୍ନିଂ…
ଜଳବାୟୁ ପରିବର୍ତ୍ତନରୁ ବିନାଶ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିବା ପରେ ଲିବ୍ୟାରେ ଭୂମଧ୍ୟସାଗରୀୟ ଡାନିଏଲ୍ ଝଡ଼ ଓ ତଜ୍ଜନିତ ବନ୍ୟାବିତ୍ପାତ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ
ଇସଲାମାବାଦ,୧୬।୯: ପାକିସ୍ତାନର ସାଦିକାବାଦରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସାଦିକାବାଦର ମୋଟରୱେ ଏମ୍-୫ ରାଜପଥରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା…
ରିପୋର୍ଟରେ ଭୁଲ୍ ବିବୃତି ଅପରାଧ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬ା୯: ମଣିପୁର ହିଂସାବେଳେ ସରକାରଙ୍କ ବିରୋଧରେ ଖବର ଛାପିଥିବାରୁ ଏଡିଟର୍ସ ଗିଲ୍ଡ ଓ ଏହାର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ଦାଏର ହୋଇଛି। ସୈନ୍ୟବାହିନୀର ନିବେଦନକ୍ରମେ ଖବର ଛାପିଥିବା ଏକ ସାମ୍ବାଦିକ ସଂଗଠନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇଲା କିପରି…
ଗିଲ୍ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ
କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ ୬ ରନରେ ହାରି ଯାଇଛି। ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫…
ଆଜି ୫୪ କଳାକାରଙ୍କୁ ମିଳିବ ସଙ୍ଗିତ ନାଟକ ଏକାଡେମୀ ଅମୃତ ଆଓ୍ବାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ
ନୂଆଦିଲ୍ଲୀ,୧୬।୯: ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ୭୫ବର୍ଷରୁ ଅଧିକ ୮୪ କଳାକାରଙ୍କୁ ସଙ୍ଗିତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଭେଟେରାନ…
୫ମ କକ୍ଷପଥରେ ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ,୧୬ା୯(ପି.ଟି.): ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ ଆଦିତ୍ୟ-ଏଲ୍୧ର ଚତୁର୍ଥ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ଶୁକ୍ରବାର ଭୋର ସମୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏବେ ଏହା ପଞ୍ଚମ କକ୍ଷପଥରେ ପ୍ରବେଶ କରିଛି। ନୂଆ କକ୍ଷପଥର ପୃଥିବୀଠାରୁ…
ନିପାର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆସିବ ମୋନୋକ୍ଲୋନାଲ ଆଣ୍ଟିବଡି
ନୂଆଦିଲ୍ଲୀ୧୫।୯: ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮ରେ ଅଷ୍ଟ୍ରେଲିଆରୁ କିଛି ମାତ୍ରାରେ ମୋନୋକ୍ଲୋନାଲ…
ବିଧାନସଭା ପେପରଲେସ୍ ହେବାରୁ ପ୍ରତିବର୍ଷ ସଞ୍ଚୟ ହେଉଛି ୩୪୦କୋଟି
ନୂଆଦିଲ୍ଲୀ,୧୫।୯: ବିଧାନସଭାଗୁଡ଼ିକ ପେପରଲେସ୍ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି। ପରିବେଶକୁ ସୁରକ୍ଷା ପାଇଁ କରାଯାଇଥିବା ଏହି ଯୋଜନା ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କାଗଜ ଏବଂ ଅନ୍ୟାନ୍ୟ ଦସ୍ତାବିଜର ଖର୍ଚ୍ଚ ରୋକାଯାଇ ପାରୁଛି। ଏହାଦ୍ୱାରା ଗଛ…
Archives


