Home Middle

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।…

ଏସିଆନ୍‌ ଗେମ୍ସ: ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୬।୧୦:ଏସିଆନ୍‌ ଗେମ୍ସରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୯.୨ ଓଭରରେ…

ଶୁଭମନ ଗିଲଙ୍କୁ ଡେଙ୍ଗୁ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ

ଚେନ୍ନାଇ,୬।୧୦: ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି। ଅକ୍ଟୋବର ୮ରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି। ଓପନର୍‌ ଶୁବମାନ ଗିଲ ଡେଙ୍ଗୁରେ ପୀଡିତ ଅଛନ୍ତି। ଶୁଭମାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ…

ଭାରତକୁ ୯୭ ରନର ଟାର୍ଗେଟ୍‌ ଦେଲା ବାଂଲାଦେଶ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଜିତିବା ପାଇଁ ବାଂଲାଦେଶ ଭାରତକୁ ୯୭ ରନର ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି…

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ: ୬ ମୃତ, ଅନେକ ଆହତ

ପୁଣେ,୬।୧୦: ମହାରାଷ୍ଟ୍ରର ଗୋରେଗାଓଁରେ ଏକ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ…

ସିରିଆରେ ସାମରିକ ଏକାଡେମୀ ଉପରେ ଡ୍ରୋନ ଆକ୍ରମଣ: ୧୦୦ରୁ ଅଧିକ ମୃତ

ଡାମସକସ୍‌,୬।୧୦: ସିରିଆରେ ସାମରିକ ଏକାଡେମୀର ଡ୍ରୋନ ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହ ଛାଡିବାର କିଛି ମିନିଟ ପରେ ଡ୍ରୋନ ଆକ୍ରମଣ…

ସେମିଫାଇନାଲରେ ଟସ୍‌ ଜିତିଲା ଭାରତ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୁତୁରାଜ ଗାଇକ୍ୱାଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ହେତୁ ଟସ ବିଳମ୍ବ ହୋଇଥିଲା।…

ବିଜୟରୁ ନ୍ୟୁଜିଲାଣ୍ଡର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଅହମଦାବାଦ,୫।୧୦: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ଓପନର ଡେଭନ କନୱେ ଏବଂ ଅଲ୍‌ରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ଶତକ ବଳରେ ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ୨୦୧୯ ବିଶ୍ବକପ…

ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ କଲା ରୁଷିଆ: ୬ ବର୍ଷର ଶିଶୁ ସମେତ ୪୯ ମୃତ

କିଭ୍‌,୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ରୁଷିଆ ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳକୁ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୬ ବର୍ଷର ଶିଶୁ ସମେତ ଅତି କମରେ ୪୯ ଜଣଙ୍କର…

ବୈଦେଶିକ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୟାନ, ଭାରତରେ ଅଛନ୍ତି ଅଧିକ କାନାଡା କୁଟନୀତିଜ୍ଞ

ନୂଆଦିଲ୍ଲୀ,୫।୧୦: ଖାଲିସ୍ତାନୀ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତରେ ଅଧିକ କାନାଡିୟ କୂଟନୀତିଜ୍ଞ ଅଛନ୍ତି। ଏଭଳି…

୫ ଦିନିଆ ଇଡି ରିମାଣ୍ଡରେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୧୦: ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂଙ୍କୁ ଗୁରୁବାର ରୌଜ୍‌ ଏଭେନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)୧୦ ଦିନର ରିମାଣ୍ଡ ମାଗିଥିଲା, ହେଲେ କୋର୍ଟ ଇଡିକୁ ୫ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଦିଲ୍ଲୀ…

ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନ୍‌ର ବିଜୟ ଟାର୍ଗେଟ୍‌

ଅହମ୍ମଦାବାଦ,୫।୧୦: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri