ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ବାଇଡେନ, ନେତାନ୍ୟାହୁଙ୍କୁ କଲେ ଆଲିଙ୍ଗନ
ଜେରୁଜେଲମ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଗାଜା ପଟ୍ଟିରେ ଅଲ-ଅହଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକ ହୋଇଛି। ଏଥିରେ ଅତି କମରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଇସ୍ରାଏଲ ପହଞ୍ଚିଛନ୍ତି।ଏହି ସମୟରେ ଇସ୍ରାଏଲ…
ଗାଜା ହସ୍ପିଟାଲ ଆକ୍ରମଣ ଘଟଣା, ମୋଦି କହିଲେ ଦୋଷୀଙ୍କୁ ନିଶ୍ଚିତ ମିଳିବ ଦଣ୍ଡ
ନୂଆଦିଲ୍ଲୀ,୧୮।୧୦: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର ଗାଜାର…
ଗାଳି ଗୁଲଜ ଶୁଣିବାର ପାୱାର ଅଫ ଆଟର୍ନି ଦିଗବିଜୟଙ୍କ ପାଖରେ, ଶିବରାଜଙ୍କ କଟାକ୍ଷ…
ଭୋପାଳ,୧୮।୧୦ : କଂଗ୍ରେସ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେ କଟାକ୍ଷ କରି କହିଛନ୍ତି କଂଗ୍ରେସରେ ଦଳର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି। ସେଥିମଧ୍ୟରେ ଗାଳି ଗୁଲଜ ଶୁଣିବାର ପାୱାର…
ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର
ନୂଆଦିଲ୍ଲୀ,୧୮।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମୋଦି ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ମୋହର ଲଗାଯାଇଛି।…
ବିଦ୍ୟୁତ୍ ମହଙ୍ଗା ହେବା ପଛରେ ଆଦାନୀଙ୍କ ହାତ, ରାହୁଲଙ୍କ ଅଭିଯୋଗ
ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ଏବଂ ଆଦାନୀଙ୍କ କାରଣରୁ ବିଦ୍ୟୁତ୍ ମହଙ୍ଗାରେ ମିଳୁଛି। କଂଗ୍ରେସ ନେତା କହିଛନ୍ତି, ଆଦାନୀ…
ନେତାନ୍ୟାହୁଙ୍କ ପୋଷ୍ଟ ଯୋଗୁ ହସ୍ପିଟାଲରେ ହେଲା ବିସ୍ଫୋରଣ
ଗାଜା,୧୮୧୦: ଲଗାତାର ୧୨ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି ଇସ୍ରାଏଲ୍ ଆକ୍ରମଣାତ୍ମକ ଭାବରେ ହମାସକୁ ଆକ୍ରମଣ କରୁଛ ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ହମାସ ସମର୍ଥିତ ଅଲ-ଅହଲି ଗାଜାର ଆରବ ହସ୍ପିଟାଲରେ ଏକ ବଡ଼ ଧରଣର…
ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୧୨ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା
ଆଇଜଲ,୧୮।୧୦: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ନଭେମ୍ବର ୭ରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ…
ୟୁଜରଙ୍କ ପକେଟ ଖାଲି କରିବ ‘ଏକ୍ସ’: ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ବର୍ଷକୁ ୮୩.୨୩ ଟଙ୍କା…
ଓ୍ବାଶିଂଟନ, ୧୮।୧୦: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା…
ଆଜି ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ ପ୍ରାର୍ଥୀ ଉପରେ ମହାମନ୍ଥନ, ଦିଲ୍ଲୀରେ ସିଇସି ବୈଠକ ଜାରି
ନୂଆଦିଲ୍ଲୀ,୧୮।୧୦: ଦେଶର ୩ ନିର୍ବାଚନ ରାଜ୍ୟ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ପାଇଁ ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଚାଲିଛି। ଏହି ତିନୋଟି ରାଜ୍ୟର ବରିଷ୍ଠ ନେତାମାନେ ଏହି ବୈଠକରେ ଭାଗ ନେବାକୁ…
ବାଇଡେନଙ୍କ ସହ ଆରବ ନେତାଙ୍କ ଶିଖର ସମ୍ମିଳନୀ ରଦ୍ଦ, ଗାଜାର ହସ୍ପିଟାଲ ଉପରେ ଆକ୍ରମଣ ପରେ ଉତ୍ତେଜନା
ଓ୍ବାଶିଂଟନ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ଆହୁରି ବଢିବାରେ ଲାଗିଛି। ଏହି ଆକ୍ରମଣ କାରଣରୁ ଇସ୍ରାଏଲ ନିଜକୁ ରକ୍ଷା କରିବା ଅଧିକାରର ସମର୍ଥନ ଯୋଗାଡ ପାଇଁ ଆମେରିକାର କୂଟନନୈତିକ ପ୍ରୟାସକୁ…
‘ଅପରେଶନ ଅଜୟ’ ଅଧୀନରେ ଇସ୍ରାଏଲରୁ ଆସିଲେ ୨୮୬ ନାଗରିକ
ନୂଆଦିଲ୍ଲୀ,୧୮।୧୦: ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସର ଭୟଙ୍କର ଆକ୍ରମଣ ପରେ ୨୮୬ଜଣ ସାଧାରଣ ନାଗରିକଙ୍କୁ ଇସ୍ରାଏଲର ଯୁଦ୍ଧ ପରିବେଶରୁ ବାହାର କରି ଭାରତ ସରକାରଙ୍କ ‘ଅପରେଶନ ଅଜୟ’ ଅଧୀନରେ ନୂଆଦିଲ୍ଲୀକୁ ଅଣାଯାଇଛି। ଏଥିରେ ନେପାଳର ୧୮ ଜଣ ନାଗରିକ ମଧ୍ୟ ଅଛନ୍ତି।…
ଗାଜାରେ ଉତ୍କଟ ଜଳସଙ୍କଟ
ଗାଜା ସିଟି,୧୮ା୧୦: ଯୁଦ୍ଧ ପ୍ରଭାବିତ ଗାଜା ଷ୍ଟ୍ରିପ୍ରେ ଉତ୍କଟ ଜଳାଭାବ ଦେଖାଦେଇଛି। ପାନୀୟ ଜଳ ଅଭାବରୁ ସେଠାରେ ମାନବ ସ୍ବାସ୍ଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଜଳ ସଙ୍କଟରୁ ଲୋକଙ୍କ ଜୀବନ ଯାଇପାରେ ବୋଲି ଜାତିସଂଘର ପାଲେଷ୍ଟାଇନ୍ ଦାୟିତ୍ୱରେ ଥିବା ଫିଲିପେ…
Archives


