Home Middle

ଜେଲ୍‌ ଯିବେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବି!

ଇସଲାମାବାଦ,୧୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ତୁଟି ନ ଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ପାକିସ୍ତାନ ନାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ବୁଶ୍ରା ବିବି…

ଖାସ୍‌ ଅନ୍ଦାଜରେ ଦିଓ୍ବାଲୀ ଶୁଭେଚ୍ଛା ଜଣାଇଲେ ଋଷି ସୁନକ, କହିଲେ ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ

ଇଂଲଣ୍ଡ,୧୨।୧୧: କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ଭାରତୀୟ ମୂଳ ବ୍ରିଟିଶ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ତ୍ରୀ…

ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା

ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳିବା ସହ ଏବେ ଭାରତ…

ସେମିଫାଇନାଲରେ ବର୍ଷା ହେଲେ କେଉଁ ଦଳକୁ ମିଳିବ ଫାଇନାଲ୍‌ରେ ସ୍ଥାନ: ଜାଣନ୍ତୁ କ’ଣ ରହିଛି ଆଇସିସି ନିୟମ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ମ୍ୟାଚ ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଗତ କ୍ରିକେଟ ଦିନିକିଆ ବିଶ୍ୱକପ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବର୍ଷା ହୋଇଥିଲା। ବର୍ଷା ହେତୁ ମ୍ୟାଚ ରିଜର୍ଭ ଡେ’କୁ…

ସେମିଫାଇନାଲ ପୂର୍ବରୁ ଷ୍ଟାର ଖେଳାଳି ଆହତ, ଚିନ୍ତାରେ ଟିମ୍‌…

ମୁମ୍ବାଇ,୧୨।୧୧ : ବିଶ୍ୱକପ ୨୦୨୩ ପାଇଁ ଚାରୋଟି ସେମିଫାଇନାଲିଷ୍ଟ ଦଳ ନିଶ୍ଚିତ ହୋଇଛନ୍ତି। ଭାରତ, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ। ବର୍ତ୍ତମାନ ଏହି ମ୍ୟାଚ…

ଟିମ ଇଣ୍ଡିଆର ଅଧା ଖେଳାଳି ହେବେ ବାହାର, ପରେ ଖେଳାଯିବ ବିଶ୍ୱକପ, ଅଧିନାୟକ ହେବେ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୧।୧୧: ମିଶନ ବିଶ୍ୱକପରେ ଭାରତରେ ଚାଲିଥିବା ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ବର୍ତ୍ତମାନ ଖେଳୁଛି। ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି ଏବଂ ବର୍ତ୍ତମାନ ଏହାର ଆଖି ୨୦୧୧ ଏବଂ ୧୯୮୩ର ଇତିହାସକୁ ପୁନରାବୃତ୍ତି କରିବା। କିନ୍ତୁ ଏହି ବିଶ୍ୱକପ ସହିତ…

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ

ଜେରୁଜେଲମ୍‌,୧୧ା୧୧: ହମାସ୍‌ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ରିୟାଦରେ ମିଳିତ ଇସ୍‌ଲାମ-ଆରବ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ପାଲେଷ୍ଟାଇନ…

ହମାସକୁ କାହିଁକି ପରାଜିତ କରି ପାରୁନି ଇସ୍ରାଏଲ ?…

ଜେରୁଜେଲମ,୧୧।୧୧: ଇସ୍ରାଏଲ ଗତ ଏକ ମାସ ଧରି ହମାସ ସହିତ ଯୁଦ୍ଧ କରିଆସୁଛି। ୧୯୬୭ ମସିହାରେ ଛଅ ଦିନିଆ ଯୁଦ୍ଧରେ ଏକକାଳୀନ ତିନି ଦେଶକୁ ପରାସ୍ତ କରିଥିବା ଇସ୍ରାଏଲ ଏପର୍ଯ୍ୟନ୍ତ ହମାସ ଉପରେ ଜିତିବାରେ ସକ୍ଷମ ହୋଇ ନାହିଁ। ଯେତେବେଳେ ଇସ୍ରାଏଲ…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନକ

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କର ଉଜ୍ଜ୍ୱଳ ଭବିଷତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୁନକ କହିଛନ୍ତି, ଦୀପାବଳି ପର୍ବ…

୯୩ ରନରେ ଜିତିଲା ଇଂଲଣ୍ଡ…

କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାଜିତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ…

ଇଗଲ-ଶାଗୁଣାଙ୍କ ସହାୟତାରେ ମୃତଦେହ ଖୋଜୁଛି ଇସ୍ରାଏଲ, ଗୋଡରେ ଲଗାଯାଇଛି ଜିପିଏସ ଟ୍ରାକର…

ଜେରୁଜେଲମ,୧୧।୧୧ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୬ ଦିନ ବିତିଛି। ଅକ୍ଟୋବର ୭ ତାରିଖ ରାତିରେ ହମାସ ହଠାତ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ବୋମା ମାଡ କରିଥିଲା। ଏହି କାରଣରୁ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…

ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ। ଭଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri