Home Middle

ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର…

ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ଏହି…

ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍‌

ପ୍ୟାରିସ,୯।୧୦: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୩୪ ବର୍ଷୀୟ ଗାବ୍ରିଏଲ ଅଟଲ୍‌। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେ ଏବେ ଦେଶର ସର୍ବକନିଷ୍ଠ ଏବଂ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। ପୂର୍ବରୁ ସେ ଶିକ୍ଷା ମନ୍ତ୍ରୀ…

ମେଟ୍ରୋ ଟ୍ରେନରେ ଯାତ୍ରୀଙ୍କୁ ଧମକାଇ ଭୟଭୀତ କରାଇ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଯୁବକ, ଏବେ ହେଲା ଏଭଳି…

ବେଙ୍ଗାଲୁର,୯।୧ : ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଲୋକମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। କେତେକ ମେଟ୍ରୋରେ ନାଚୁଛନ୍ତି ଏବଂ କେହି କେହି ଷ୍ଟଣ୍ଟ କରୁଛନ୍ତି। କିନ୍ତୁ ଜଣେ ଯୁବକଙ୍କ ପାଇଁ ଏହା କରିବା ମହଙ୍ଗାହୋଇଛି। ଏହି ଯୁବକ ଜଣକ…

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ କାର୍ତ୍ତି ଚିଦାମ୍ବରମ: କଂଗ୍ରେସ ଜାରି କଲା ନୋଟିସ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ମହଙ୍ଗା ପଡିଛି। କାରଣ ବର୍ତ୍ତମାନ କଂଗ୍ରେସ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ତାଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ କହିଛି। କାର୍ତ୍ତି ଚିଦାମ୍ବରମ…

ଘୋଷଣା ହେଲା NEET 2024 ପରୀକ୍ଷା କାର୍ଯ୍ୟସୂଚୀ, ଜୁଲାଇରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ,୯।୧: ଘୋଷଣା ହୋଇଛି ନିଟ ପିଜି ୨୦୨୪ ପରୀକ୍ଷା ତାରିଖ। ୨୦୨୪ ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏଗଜାମିନେଶନ ଇନ ମେଡିକାଲ ସାଇନ୍ସେସ(ଏନବିଇଏମଏସ) ନିଜ ଅଫିସିଆଲ ଓ୍ବେବସାଇଟ nbe.edu.in ରେ ପରୀକ୍ଷା କାର୍ଯ୍ୟସୂଚୀ ଜାରି…

#Maldivesboycott : ମୋଦି ପ୍ରତିଟି କାର୍ଯ୍ୟକୁ ନିଜର ବ୍ୟକ୍ତିଗତ କରୁଥିବା କହିଲେ ଖାର୍ଗେ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ମନ୍ତ୍ରୀମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ…

ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ…

ନୂଆଦିଲ୍ଲୀ,୯।୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ…

ଓଜନ କମ୍‌ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍‌, ବଜେଟ୍‌ ଫ୍ରେଣ୍ଡଲି ରହିଛି ଦାମ୍‌

ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍‌ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ ଜର୍ନାଲରେ…

ପିଚ-ଆଉଟଫିଲ୍ଡ ନୁହେଁ ଭଲ, ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ: କେପଟାଉନ ଟେଷ୍ଟର ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି…

ନୂଆଦିଲ୍ଲୀ,୯।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳଯାଇଥିବା ୨ ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଦେଢ଼ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ମ୍ୟାଚ…

ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍‌, ଏନେଇ ଲୋକେ ଅଜଣା…

ନୂଆଦିଲ୍ଲୀ,୯।୧ : ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍‌ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଏହି ସ୍ବାସ୍ଥ୍ୟ ସମସ୍ୟା ନେଇ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି, କିନ୍ତୁ ଭାରତରେ…

୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ…

ଭାରତ ସହ ବିବାଦ ପରେ ମାଳଦ୍ଵୀପରେ ରାଜନୈତିକ ଅସ୍ଥିରତା! ରାଷ୍ଟ୍ରପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୧: ଭାରତର ଶକ୍ତିକୁ ଅଣଦେଖା କରିବା ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ମହଙ୍ଗା ପଡିପାରେ। ପୂର୍ବରୁ ମାଳଦ୍ଵୀପର ବିରୋଧୀମାନେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେଠାରେ ସରକାରଙ୍କୁ ଦାୟୀ କରୁଛନ୍ତି ଏବଂ ବର୍ତ୍ତମାନ ରାଷ୍ଟ୍ରପତି ମୁଇଜୁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri