Home Middle

୧୭ ରାଜ୍ୟରେ ସରକାର, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୃଢ଼ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ, ୩।୧୨: ରବିବାର ଚାରି ରାଜ୍ୟର ବିଧାନସଭା ନିର୍ଵାଚନ ଫଳାଫଳ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ, ସେହିଭଳି ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବାକୁ ବହୁମତ ପାଇଛି। ହିନ୍ଦୀ…

୫ ଡିସେମ୍ବରରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’, ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୧୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ ରବିବାର ବାତ୍ୟାରେ ପରିଣତ ହୋଇଛି । ସୋମବାର ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନିଲୋର ଓ ମଚ୍ଛଲୀପଟ୍ଟନମ୍‌‌ ଦେଇ ୫ ଡିସେମ୍ବର ଅପରାହ୍ଣ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ…

ବିଜୟ ପରେ ଜନତାଙ୍କୁ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୩।୧୨: ପାଞ୍ଚଟି ରାଜ୍ୟରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ମଧ୍ୟରୁ ୪ଟିର ଫଳାଫଳ ରବିବାର ଘୋଷଣା କରାଯିବ। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ନିର୍ବାଚନ ଟ୍ରେଣ୍ଡରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥି ସହିତ ତେଲଙ୍ଗାନାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା…

ଏବର୍ଷ ହେବନି ହାଡ଼ଭଙ୍ଗା ଶୀତ, କାରଣ କହିଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩ା୧୨: ସର୍ବନିମ୍ନ ପାଣିପାଗ ସ୍ବାଭାବିକଠାରୁ ଅଧିକ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଥର ସାରା ଦେଶରେ ଗରମ ଶୀତର ପୂର୍ବାନୁମାନ କରିଛି। ଏହା ଭାରତ ସମେତ ସମଗ୍ର ବିଶ୍ୱରେ ଗତ ମାସରେ ଅନୁଭୂତ ହୋଇଥିବା ଉତ୍ତାପ ସହିତ ଅନୁରୂପ…

କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ସମାଲୋଚନା କଲା ଜେଡିୟୁ, ଖାର୍ଗେ ଡକାଇଲେ ଇଣ୍ଡିଆ ମେଣ୍ଟ ବୈଠକ…

ପାଟନା,୩।୧୨ : ଚାରୋଟି ରାଜ୍ୟର ପ୍ରାରମ୍ଭିକ ଫଳାଫଳ ମଧ୍ୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବ ବୈଠକ ଡାକିଛନ୍ତି। ଆସନ୍ତା ଡିସେମ୍ବର ୬ ରେ ନୂଆଦିଲ୍ଲୀରେ କଂଗ୍ରେସ ପରବର୍ତ୍ତୀ ବୈଠକ ଡାକିଛି। ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ଛତିଶଗଡରେ…

୨୦୨୪ର ଫାଇନାଲ ପୂର୍ବରୁ ସେମିଫାଇନାଲରେ ଭାଜପା ବିଜୟୀ…

ନୂଆଦିଲ୍ଲୀ,୩।୧୨ : ୨୦୨୪ର ଲୋକସଭା ଫାଇନାଲ ପୂର୍ବରୁ ଭାଜପା ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନର ସେମିଫାଇନାଲ ଫଳାଫଳରେ ବିଜୟୀ ହୋଇଛି। ୩ ରାଜ୍ୟରେ ଭାଜପା ଆଗୁଆ ରହିଛି। କଂଗ୍ରେସ କେବଳ ଗୋଟିଏ ରାଜ୍ୟରେ ଆଗୁଆ ରହିଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା…

ତେଲଙ୍ଗାନାରେ କଂଗ୍ରେସର ବିଜୟର ଶ୍ରେୟ ରେଭନ୍ତ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାରେ ବିଧାନସଭା ନିର୍ବାଚନର ଧାରାରୁ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ରାଜ୍ୟ ଗଠନ ପରେ ଏହା ପ୍ରଥମ ଥର ହେବାକୁ ଯାଉଛି ଭାରତ ରାଷ୍ଟ୍ର ସମିତି (ବିଆରଏସ )(ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ) ବ୍ୟତୀତ…

‘କେବଳ ମୋଦିଙ୍କ ଗ୍ୟାରେଣ୍ଟି ଦେଶରେ କାମ କରୁଛି’: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଜୟ ପରେ ମୋଦିଙ୍କୁ ଶ୍ରେୟ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ସାଂସଦ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନନ୍ଦିତ ବିଜେପି ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିର ପ୍ରତିଶୋଧ ନେବାକୁ ଭାଜପା ନେତାମାନେ…

ପଦ୍ମ ଉଡିଲା, ହାତ ପଡିଲା: ୩-୧ରେ ନକ୍‌ଆଉଟ କଂଗ୍ରେସ…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଭାଜପାଠାରୁ ୩-୧ରେ ନକ୍‌ଆଉଟ ହୋଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର…

ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ରେ ମୋଦି ମ୍ୟାଜିକ୍‌…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର ଗଠନ…

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନିର୍ବାଚନୀ ଚିହ୍ନ କାରକୁ କଂଗ୍ରେସର ହାର ରୋକି ଦେଇଛି।…

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ ଭାଜପା ୧୬୧ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୬୬ ଏବଂ ଅନ୍ୟ ଦଳ ୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri