Posted inଜାତୀୟ

ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ…

କୋଲକାତା,୧୨।୨ : ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ଅଧିବେଶନ ପାଇଁ ୬ ଜଣ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅଗ୍ନିମିତ୍ରା ପାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଖବର ଅନୁଯାୟୀ, ବିଧାନସଭା ଭିତରେ ସେମାନଙ୍କ ଅଣସାମ୍ବିଧାନିକ ଆଚରଣ ଯୋଗୁଁ ଭାଜପା ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜ୍ୟ ବିଧାନସଭାର ନିୟମ ୩୪୮ ଅନୁଯାୟୀ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ଏଥିପାଇଁ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚାଟୋପାଧ୍ୟାୟ ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ଶୁଭେନ୍ଦୁ ଆଦିକାରୀ କହିଛନ୍ତି ମହିଳାଙ୍କ ସମ୍ମାନ ପାଇଁ ଭାଜପା ସ୍ବର ଉତ୍ତୋଳନ କରିବ। କୌଣସି କାର୍ଯ୍ୟ ଆମକୁ ଠିକ ପ୍ରସଙ୍ଗ ଉଠାଇବାରେ ଅଟକାଇ ପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ବଦଳିଗଲା ୮ ନିୟମ: LPG ସିଲିଣ୍ଡର, ମୋବାଇଲ କଲିଂ, ପେନଶନରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପଡ଼ିବ ପ୍ରଭାବ?

ନୁଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରୁ, ସାରା ଦେଶରେ ଅନେକ ବଡ଼ ଆର୍ଥିକ ତଥା ଅଣ-ଆର୍ଥିକ ନିୟମରେ ପରିବର୍ତ୍ତନ ଘଟିଛି। ଜିଏସଟି (GST) ପଞ୍ଜୀକରଣ ପ୍ରକ୍ରିୟା,…

ଭାରତ ରଚିଲା ନୂଆ ଇତିହାସ, କମନୱେଲଥ ଚାମ୍ପିୟନସିପରେ ଜିତିଲା ଦୁଇଟି ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧।୧୧: କବାଡ଼ିରେ ଭାରତ ଦ୍ୱିଗୁଣ ସଫଳତା ହାସଲ କରିଛି। କମନୱେଲଥ କବାଡ଼ି ଚାମ୍ପିୟନସିପରେ ଭାରତର ପୁରୁଷ ଏବଂ ମହିଳା ଉଭୟ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ…

ଟିମ ଇଣ୍ଡିଆର Playing11ରେ ଦୁଇ ବଡ଼ ପରିବର୍ତ୍ତନ, ଫେରିଲେ ଆଉ ଜଣେ ଦକ୍ଷ ବୋଲର

ନୂଆଦିଲ୍ଲୀ,୧।୧୧: ପଞ୍ଚମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେଉଁଠାରେ ଭାରତୀୟ…

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର,୧।୧୧: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ମାଛ ଧରିବାକୁ ଯାଇଥିଲେ କର୍ଣ୍ଣାଟକ, ସମୁଦ୍ରରେ ଚାଲିଗଲା ଜୀବନ

ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ…

ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ ଶର୍ମା; ଜାଣନ୍ତୁ ସେ କେତୋଟି ମ୍ୟାଚ ଖେଳିବେ

ନୂଆଦିଲ୍ଲୀ,୧।୧୧: ରୋହିତ ଶର୍ମା ମୁମ୍ବାଇ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) କୁ ଜଣାଇଛନ୍ତି ଯେ, ଡିସେମ୍ବରରେ ହେବାକୁ ଥିବା ‘ବିଜୟ…

ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?