ଇମ୍ରାନଙ୍କ ପରିବର୍ତ୍ତେ ପିଟିଆଇ ଅଧ୍ୟକ୍ଷ ହେଲେ ଗୋହର ଅଲ୍ଲୀ ଖାନ୍
ଇସଲାମବାଦ,୨।୧୨: ପାକିସ୍ତାନ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଜେଲରେ କଏଦ ଥିବା ଇମ୍ରାନ ଖାନଙ୍କ ବଦଳରେ ବାରିଷ୍ଟର ଗୋହର ଅଲ୍ଲୀ ଖାନଙ୍କୁ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ନିର୍ବିରୋଧ ଭାବରେ ଏହି ପଦ ପାଇଁ…
ନ୍ୟାଶନାଲ ମେଡିକାଲ କମିଶନର ନୂଆ ଲୋଗୋ ବିବାଦ: ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ, ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ
ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି) ନିଜ ଆଧିକାରିକ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ…
ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ଘୋଡା ବେପାର ଡର, ଡିକେ ଶିବକୁମାରଙ୍କୁ ବଡ ଦାୟିତ୍ୱ
ନୂଆଦିଲ୍ଲୀ,୨।୧୨: ଦିନକ ପରେ ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ମ୍ୟାଚ କୁହାଯାଉଥିବା ଏହି ନିର୍ବାଚନରେ କିଏ ସରକାର ଗଢିବ ଆଉ କାହାର ଆଶା ମଉଳିବ ତାହା ଜଣାପଡିବ। ନଭେମ୍ବର ୩୦ ସାରେ ୫ରାଜ୍ୟର ଏକଜିଟ୍…
‘ଧନ୍ୟବାଦ ଦୁବାଇ’,କପ ୨୮ ସମ୍ମିଳନୀରୁ ଫେରିବା ପରେ ଭିଡିଓ ଶେୟାର କଲେ ମୋଦି
ନୂଆଦିଲ୍ଲୀ,୨।୧୨: ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତ ଫେରିଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଖର ସମ୍ମିଳନୀ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର…
ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ
ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ ନବରାତ୍ରୀ…
ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ
ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା…
ଗାଜାରେ ଆକ୍ରମଣ ପାଇଁ ଏଆଇର କରାଯାଉଛି ବ୍ୟବହାର
ଜେରୁଜେଲମ,୨।୧୨: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ୬ଦିନିଆ ଅସ୍ତ୍ରବିରତି ସମାପ୍ତ ହେବା ପରେ ଗାଜା ଅଞ୍ଚଳରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୪ହଜାରରୁ ଅଧିକ…
ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଚୌଙ୍ଗ’
ବିଶାଖଶାପାଟନା,୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ପରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶର ଉପକୂଳରେ ଘୂର୍ଣ୍ଣିଝଡ଼ ମିଚୌଙ୍ଗ…
ପୁଣି ଯୁଦ୍ଧ: ଶତାଧିକ ନିହତ
ଗାଜା ସିଟି/ତେଲ୍ ଆଭିଭ୍,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍ରେ ହମାସ୍ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି…
ରାଷ୍ଟ୍ରପତିଙ୍କ ପାଖକୁ ପୁନଃ ଗୃହୀତ ବିଲ୍ ପଠାଇପାରିବେନି ରାଜ୍ୟପାଳ
ନୂଆଦିଲ୍ଲୀ,୨ା୧୨(ପି.ଟି.): ଜଣେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପୁନଃ ଗୃହୀତ ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏଥିସହ ୧୦ ବିଧେୟକଙ୍କୁ ନେଇ ରହିଥିବା ଅଚଳାବସ୍ଥା ଦୂର ଲାଗି ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବିଙ୍କୁ…
ଭାରତ ସିରିଜ ବିଜୟୀ: ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା
ରାୟପୁର, ୧।୧୨: ରାୟପୁରର ଶହୀଦ ବୀର ନାରାୟଣ ସିଂ ଇଷ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ଘରୋଇ ଦଳ…
୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ
ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର ସରକାରୀ ଅଧିକାରୀଙ୍କନୁସାରେ, ଅଙ୍କିତ ତିଓ୍ବାରୀ ନାମକ ଜଣେ ଇଡି ଅଧିକାରୀ ଡିଂଡିଗୁଲରେ ଜଣେ ଡାକ୍ତରଙ୍କ…
Archives


