ସାବଧାନ! ଏସବୁ ଲକ୍ଷଣ ଥିଲେ ତୁରନ୍ତ ଯାଆନ୍ତୁ ଡାକ୍ତରଖାନା, ନଚେତ୍ ଭୋଗିବେ ଭୟଙ୍କର ପରିଣାମ
ଓ୍ବାଶିଂଟନ,୨୩ା୧୨: ୨୦୨୩ରେ ଲୋକମାନେ ଧରି ନେଇଥିଲେ ଯେ, କରୋନା ମାମଲା ହ୍ରାସ ପାଇଛି। ଟିକା ଏହାର ପ୍ରଭାବ ଦେଖାଇଛି। ଏହି ଜୀବାଣୁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ବର୍ଷ ଶେଷ ଆଡ଼କୁ ହଠାତ୍ ଚାଇନାରେ ଏକ ରହସ୍ୟମୟ ରୋଗ ବ୍ୟାପିବା ଖବର ଆସିଲା।…
କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ
ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି। କାମିଆ ଗୋ…
ନୂଆବର୍ଷରୁ ନୂଆ ନିୟମ, ବେଆଇନ ସିମ କାର୍ଡ କିଣିଲେ ୩ ବର୍ଷ ଜେଲ ସହିତ ୫୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୨୩।୧୨ : ନୂଆବର୍ଷରୁ ସିମ କାର୍ଡ କିଣିବା ନେଇ ନୂଆ ନିୟମ ଆସିବାକୁ ଯାଉଛି। ନୂଆ ବର୍ଷଠାରୁ ଯେକେହି ବେଆଇନ ସିମ କିଣିଲେ ତାଙ୍କୁ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। କେନ୍ଦ୍ର ସରକାରଙ୍କ…
ଇଟାର ଜବାବ ଦିଆଯିବ ପଥରରେ, ଏବେ ଆତଙ୍କବାଦକୁ କରାଯିବ ଧ୍ୱଂସ: ଭାଇରାଲ ଭିଡିଓରେ ଜୟଶଙ୍କର..
.ନୂଆଦିଲ୍ଲୀ,୨୩।୧୨: ଚାପୁଡ଼ା ଖାଇବା ପରେ ଭାରତ ଆଉ ଅନ୍ୟ ଗାଲକୁ ଦେଖାଇବ ନାହିଁ। ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହା ସ୍ପଷ୍ଟ ଭାବରେ କହିବା ସହିତ ଆତଙ୍କବାଦ ପ୍ରତି ଭାରତର ଆଭିମୁଖ୍ୟକୁ ସମଗ୍ର ବିଶ୍ୱ ସମ୍ମୁଖରେ ରଖିଛି। ଗତ ୧୦ ବର୍ଷ…
ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍ପିଟ୍ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ
ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍, ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍ପିଟ ସହ ନିର୍ଯାତନା ଦେଉଥିବା…
୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ
ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ ଦେଶର କ୍ଷମତାଶାଳୀ ଲୋକ, ଶିଳ୍ପପତି, ବ୍ୟବସାୟୀ, ବିରୋଧୀ ଦଳର ବଡ ବଡ ନେତା…
କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ପଞ୍ଜାବ ସରକାର, ଜାରି କଲେ କୋଭିଡ ଆଡଭାଇଜରୀ
ଚଣ୍ଡିଗଡ,୨୩।୧୨: ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ପଞ୍ଜାବ ସରକାର ମଧ୍ୟ ସତର୍କ ରହିଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ କୋଭିଡ ଆଡଭାଇଜରୀ ଜାରି କରାଯାଇଛି । ଜାରି କରାଯାଇଥିବା ଆଡଭାଇଜରୀ ଅନୁଯାୟୀ, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ…
ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ନାଟକ ସରକାର
ବେଙ୍ଗାଲୁରୁ,୨୨।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। ସେ କର୍ନାଟକରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ଭାଜପା ସ୍କୁଲ ଓ କଲେଜରେ ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ସିଦ୍ଧରମେୟା ହଟାଇ ଦେଇଛନ୍ତି। ସେ କହିଛନ୍ତି,‘ପସନ୍ଦରେ କପଡ଼ା…
‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ
ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି…
ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା
ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ…
ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ
ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…
ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ
ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ…
Archives


