ଅସୁସ୍ଥ ସ୍ତ୍ରୀଙ୍କୁ କୁଣ୍ଢାଇ ଧରି ବିକଳରେ କାନ୍ଦିଲେ ସିସୋଡିଆ, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ତାଙ୍କ ସ୍ତ୍ରୀ ସୀମା ସିସୋଡିଆ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ତାଙ୍କୁ ବିଦାୟ…
ନିର୍ମାଣଧୀନ ଟନେଲରେ ଭୂସ୍ଖଳନ: ମାଟି ତଳେ ୪୦ରୁ ଅଧିକ ଶ୍ରମିକ…
ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡର ୟମୁନେତ୍ରି ଜାତୀୟ ରାଜପଥରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ ଘଟିଛି। ନାଭିୟୁଗା କମ୍ପାନୀ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି। କୁହାଯାଉଛି ୪୦ ରୁ ଅଧିକ ଶ୍ରମିକ ଟନେଲ ଭିତରେ ଫସି…
ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ମୋଦି
ଶିମ୍ଲା,୧୨।୧୧: ଆଜି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଲେପ୍ଚାଠାରେ ପହଞ୍ଚିଛନ୍ତି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ…
ନଭେମ୍ବର ୧୭ରେ ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବେ ଏଲନ ମସ୍କ
ଓ୍ବାଶିଂଟନ,୧୨।୧୧: ସ୍ପେସଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ନିଜର ସୁପର ହେଭି ରକେଟ ଷ୍ଟାରଶିପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହାକୁ ୧୭ ନଭେମ୍ବରରେ ଲଞ୍ଚ କରିବେ। ତଥାପି ଏହାର ରେଗୁଲେଟୋରି ଆପ୍ରୁଭାଲ୍ ଅଛି। ଏହାପୂର୍ବରୁ ଏପ୍ରିଲ ମାସରେ…
ଜେଲ୍ ଯିବେ ଇମ୍ରାନ ଖାନ୍ଙ୍କ ସ୍ତ୍ରୀ ବୁଶ୍ରା ବିବି!
ଇସଲାମାବାଦ,୧୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ତୁଟି ନ ଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ପାକିସ୍ତାନ ନାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ବୁଶ୍ରା ବିବି…
ଖାସ୍ ଅନ୍ଦାଜରେ ଦିଓ୍ବାଲୀ ଶୁଭେଚ୍ଛା ଜଣାଇଲେ ଋଷି ସୁନକ, କହିଲେ ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ
ଇଂଲଣ୍ଡ,୧୨।୧୧: କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ଭାରତୀୟ ମୂଳ ବ୍ରିଟିଶ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ତ୍ରୀ…
ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା
ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳିବା ସହ ଏବେ ଭାରତ…
ସେମିଫାଇନାଲରେ ବର୍ଷା ହେଲେ କେଉଁ ଦଳକୁ ମିଳିବ ଫାଇନାଲ୍ରେ ସ୍ଥାନ: ଜାଣନ୍ତୁ କ’ଣ ରହିଛି ଆଇସିସି ନିୟମ
ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ମ୍ୟାଚ ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଗତ କ୍ରିକେଟ ଦିନିକିଆ ବିଶ୍ୱକପ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବର୍ଷା ହୋଇଥିଲା। ବର୍ଷା ହେତୁ ମ୍ୟାଚ ରିଜର୍ଭ ଡେ’କୁ…
ସେମିଫାଇନାଲ ପୂର୍ବରୁ ଷ୍ଟାର ଖେଳାଳି ଆହତ, ଚିନ୍ତାରେ ଟିମ୍…
ମୁମ୍ବାଇ,୧୨।୧୧ : ବିଶ୍ୱକପ ୨୦୨୩ ପାଇଁ ଚାରୋଟି ସେମିଫାଇନାଲିଷ୍ଟ ଦଳ ନିଶ୍ଚିତ ହୋଇଛନ୍ତି। ଭାରତ, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ। ବର୍ତ୍ତମାନ ଏହି ମ୍ୟାଚ…
ଟିମ ଇଣ୍ଡିଆର ଅଧା ଖେଳାଳି ହେବେ ବାହାର, ପରେ ଖେଳାଯିବ ବିଶ୍ୱକପ, ଅଧିନାୟକ ହେବେ ପରିବର୍ତ୍ତନ…
ନୂଆଦିଲ୍ଲୀ,୧୧।୧୧: ମିଶନ ବିଶ୍ୱକପରେ ଭାରତରେ ଚାଲିଥିବା ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ବର୍ତ୍ତମାନ ଖେଳୁଛି। ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି ଏବଂ ବର୍ତ୍ତମାନ ଏହାର ଆଖି ୨୦୧୧ ଏବଂ ୧୯୮୩ର ଇତିହାସକୁ ପୁନରାବୃତ୍ତି କରିବା। କିନ୍ତୁ ଏହି ବିଶ୍ୱକପ ସହିତ…
ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ
ଜେରୁଜେଲମ୍,୧୧ା୧୧: ହମାସ୍ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ରିୟାଦରେ ମିଳିତ ଇସ୍ଲାମ-ଆରବ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ପାଲେଷ୍ଟାଇନ…
ହମାସକୁ କାହିଁକି ପରାଜିତ କରି ପାରୁନି ଇସ୍ରାଏଲ ?…
ଜେରୁଜେଲମ,୧୧।୧୧: ଇସ୍ରାଏଲ ଗତ ଏକ ମାସ ଧରି ହମାସ ସହିତ ଯୁଦ୍ଧ କରିଆସୁଛି। ୧୯୬୭ ମସିହାରେ ଛଅ ଦିନିଆ ଯୁଦ୍ଧରେ ଏକକାଳୀନ ତିନି ଦେଶକୁ ପରାସ୍ତ କରିଥିବା ଇସ୍ରାଏଲ ଏପର୍ଯ୍ୟନ୍ତ ହମାସ ଉପରେ ଜିତିବାରେ ସକ୍ଷମ ହୋଇ ନାହିଁ। ଯେତେବେଳେ ଇସ୍ରାଏଲ…
Archives


