ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ…
ଅହମଦାବାଦ,୭।୨ : ଗୁଜରାଟରେ ପିଲାମାନଙ୍କର ପରୀକ୍ଷା ଖାତା ଯାଞ୍ଚ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଫଳ ହୋଇଛନ୍ତି। ବାସ୍ତବରେ ଗୁଜରାଟରେ ଚାଲିଥିବା ବିଧାନସଭା ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବିଫଳ ଶିକ୍ଷକମାନଙ୍କର ପିଲାମାନଙ୍କର ଉତ୍ତର ସିଟ ଯାଞ୍ଚ କରିବାର ଦାୟିତ୍ୱ…
କେଜରିଓ୍ବାଲଙ୍କ ପାଇଁ ଖୁସି ଖବର: କୋର୍ଟରେ ହେବାକୁ ପଡ଼ିବନି ହାଜର…
ନୂଆଦିଲ୍ଲୀ,୭।୨ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ। ସେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ଟୁଇଟ କରିଥିଲେ,…
ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ…
ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ କହିଛନ୍ତି ଅଜିତ ପାୱାର ଗୋଷ୍ଠୀ ହେଉଛି ପ୍ରକୃତ ଏନସିପି ଅର୍ଥାତ ଜାତୀୟତାବାଦୀ କଂଗ୍ରେସ ପାର୍ଟି। ଏକ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ମଧ୍ୟ ଅଜିତ ପାୱାରଙ୍କ…
ଲୋକମତ ସଂସଦୀୟ ପୁରସ୍କାର ୨୦୨୩: ଶ୍ରେଷ୍ଠ ଏମପି ଭାବେ ବିଜେଡିର ସସ୍ମିତ ପାତ୍ର ଓ କଂଗ୍ରେସର ଶଶୀ ଥରୁର୍ ସମ୍ମାନୀତ
ନୂଆଦିଲ୍ଲୀ,୭।୨: ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡି ରାଜ୍ୟସଭା ଏମପି ସସ୍ମିତ ପାତ୍ରଙ୍କ ସମେତ କଂଗ୍ରେସର ଲୋକସଭା ଏମପି ଶଶୀ ଥରୁର୍। ଏହି ଦୁଇଜଣ ଶ୍ରେଷ୍ଠ ଏମପି ଭାବେ ସମ୍ମାନର ଅଧିକାରୀ ହୋଇଛନ୍ତି। ଏହିକ୍ରମରେ ଲୋକସଭାର ଶିରୋମଣି…
ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…
କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ…
କର୍ନାଟକ କୃଷ୍ଣାନଦୀରୁ ମିଳିଲା ରାମଲାଲାଙ୍କ ଭଳି ଅବିକଳ ଦିଶୁଥିବା ପ୍ରାଚୀନ ବିଷ୍ଣୁ ମୂର୍ତ୍ତି, ଚାରିପାର୍ଶ୍ୱରେ ଦଶାବତାରର ଝଲକ…
ବାଙ୍ଗାଲୋର,୭।୨: କର୍ନାଟକ ରାଇଚୁର ଜିଲା କୃଷ୍ଣାନଦୀ ଗର୍ଭରୁ ବୁଧବାର ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଦିଶୁଥିବା କୁହାଯାଉଛି। ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡିଛି।…
ବିଧାନସଭାରେ ଗର୍ଜିଲେ ବିରୋଧୀ, ଅପରାହ୍ନଣ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୭।୨: ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ବଜେଟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନଣ…
ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ
ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍ ଆଭିନ୍ୟୁ କୋର୍ଟ ବୁଧବାର…
ବଡ ଘୋଷଣା: ଝିଅ ଥିଲେ ମିଳିବ ୨ଲକ୍ଷ, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୭।୨:ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଏବେ ବି କେତେକ ସ୍ଥାନରେ ଝିଅ ଜନ୍ମ କରିବାକୁ ବୋଝ ମନେ କରୁଥିଲେ ମଧ୍ୟ ଅନେକଙ୍କ ଘରେ ଝିଅ ଆସିଲେ ଖୁସିର ଲହଡି ଭାଙ୍ଗେ। ଏବେ ଦେଶରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ଖୋଦ୍ ସରକାର…
ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ
ମୁମ୍ବାଇ,୭।୨: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ନିର୍ବାଚନଆୟୋଗ (ଇସି) ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ଘୋଷଣା କରିଛନ୍ତି। ଅଜିତ…
୫୦ କୋଟି ଲୋକଙ୍କ ପାଇଁ ଆସିବ ଖୁସି ଖବର!: ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେବେ ମୋଦି ସରକାର…
ନୂଆଦିଲ୍ଲୀ,୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ନିଷ୍ପତ୍ତି ସର୍ବନିମ୍ନ ମଜୁରୀ ସମ୍ବନ୍ଧରେ। ଦେଶର ସର୍ବନିମ୍ନ ମଜୁରୀ କ’ଣ ହେବ ତାହା ସରକାର ସ୍ଥିର…
ଟିମ୍ ଇଣ୍ଡିଆରେ ରୋହିତ-ବିରାଟଙ୍କ ସ୍ଥାନ ନେବେ ଏହି ଦୁଇ କ୍ରିକେଟର: ଜଣେ ଗଲେ ଆଉ ଜଣେ ଆସିବେ…
କୋଲକାତା,୭।୨ : ଭାରତର କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା କାନ୍ଧରେ ଦଳର ଭାର ନେଇ ଆଗକୁ ବଢୁଛନ୍ତି। ଉଭୟ ରୋହିତ ଏବଂ ବିରାଟ ଏପରି କିମ୍ବଦନ୍ତୀ, ଯାହାଙ୍କର ଅନୁପସ୍ଥିତି ଟିମ ଇଣ୍ଡିଆ ପାଇଁ ସର୍ବଦା ଏକ ଶୂନ୍ୟସ୍ଥାନ…
Archives


