Home Middle

୫୦୦ଟଙ୍କିଆ ନୋଟ୍‌ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ

ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍‌ ବଜାରକୁ…

ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ ମୈଥିଲୀ…

ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ

ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍‌ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ ତାଙ୍କ…

ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ୱର,୨୦।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୮ ମସିହାରେ ଜୟନାରାୟଣ…

ପରଲୋକରେ ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁ

କଟକ,୨୦ା୧ (କାର୍ତ୍ତିକ ସାହୁ): ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁଙ୍କର ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ…

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି।…

ଅଯୋଧ୍ୟାରେ ରାମଲଲାଙ୍କ ଅସ୍ଥାୟୀ ମନ୍ଦିର ଦର୍ଶନ ଶେଷ, ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ମହାପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର କୋଣଅନୁକୋଣରେ ବହୁବିଧ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ୫୧ ଇଞ୍ଚ ଉଚ୍ଚତାର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଅଣାଯାଇ ମନ୍ଦିର ପରିସର ଭିତରେ ରଖାଯାଇଛି । ଗଣପତି ଓ ଅନ୍ୟ ଦେବତାଙ୍କୁ ଆଜି…

୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା

ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି?…

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ବାରଣ

କଟକ,୧୯ା୧: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ହାଇକୋର୍ଟରେ ପହଞ୍ଚିଛି। କୋର୍ଟ ଏହି ମାମଲାର ଶୁଣାଣୀ କରି ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାରଣ କରିଛନ୍ତି। ଏବେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି…

ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ…

କେନ୍ଦ୍ର ସରକାର ଅନୁମତି ଦେଲେ ଇତିହାସ ରଚିବ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୧: ଇତିହାସ ରଚିବାକୁ ଯାଉଛି ସୁପ୍ରିମକୋର୍ଟ। କାରଣ ସର୍ବୋଚ୍ଚ ନ୍ୟାୟାଳୟରେ ଦାୟିତ୍ୱ ପାଇବାକୁ ଯାଉଛନ୍ତି ଆଉ ଜଣେ ଦଳିତ ବିଚାରପତି। ଏନେଇ ସୁପ୍ରିମକୋର୍ଟର କଲେଜିୟମମାନେ ଏକ ବୈଠକରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପିବି ବରାଲେଙ୍କ ନାମ ସୁପାରିଶ କରିଛନ୍ତି। ଯଦି…

ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ

ନୂଆଦିଲ୍ଲୀ,୧୯ା୧: ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିବାରେ ଜାପାନ ପଞ୍ଚମ ଦେଶ ହୋଇଛି। ଏହା ପୂର୍ବରୁ ଭାରତ, ଋଷ, ଆମେରିକା ଏବଂ ଚାଇନା ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri