ରାତି ଡ୍ରାଇଭରଙ୍କୁ ମାଗଣା ଚା’, ପଇସା ଦେବେ ସରକାର
ଭୁବନେଶ୍ୱର,୨୧ା୧୨: ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାତିରେ ଗାଡ଼ି ଚଳାଉଥିବା…
ଭାରତ-ପାକିସ୍ତାନ-ଆମେରିକା ସହିତ ୭୮ ଦେଶରେ ହେବ ନିର୍ବାଚନ: ୨୦୨୪ ନିର୍ବାଚନର ବର୍ଷ…
ଓ୍ବାଶିଂଟନ,୨୧।୧୨ : ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ନିର୍ବାଚନ ହେବ। ଏହି ନିର୍ବାଚନ ଚକ୍ର କେବଳ ଦକ୍ଷିଣ ଏସିଆରେ ସୀମିତ ନୁହେଁ। ୨୦୨୪ ସମଗ୍ର…
ଘଣ୍ଟାଏ ପରେ ସ୍ବାଭାବିକ ହେଲା ‘ଏକ୍ସ’
ଓ୍ବାଶିଂଟନ୍,୨୧।୧୨: ମାଇକ୍ରୋ ବ୍ଲଗିଂ ଏକ୍ସ ଘଣ୍ଟାଏ ପରେ ପୁଣି ସ୍ବାଭାବିକ ହୋଇଛି। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଏକ୍ସର ସର୍ଭର ଡାଉନ ଥିଲା। ଯାହାଯୋଗୁ କୌଣସି ଟ୍ବିଟ୍ କରିହେଉ ନ ଥିଲା କି ଟ୍ବିଟ୍ ଦେଖିହେଉ ନ ଥିଲା। ଘଣ୍ଟାକ ପାଇଁ ୟୁଜର୍ସମାନେ…
କେବେ ହେବ ମୃତ୍ୟୁ, ଆଗୁଆ କହିବ ଏଆଇ ଟୁଲ୍ସ…
ଓ୍ବାଶିଂଟନ,୨୧।୧୨ : ଅଧିକାଂଶ ଲୋକ ଜାଣିବାକୁ ଚାହାନ୍ତି ସେମାନେ ଆଉ କେତେ ଦିନ ବଞ୍ଚିବେ। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ (ଏଆଇ ଟୁଲ) ବିକଶିତ କରାଯାଇଛି। ଏହା ଦ୍ୱାରା ଜଣଙ୍କର କେବେ ମୃତ୍ୟୁ ହେବ…
ରାମ ମନ୍ଦିର ଉଦ୍ଘାଟନୀରେ ଯୋଗ ଦେବନି କଂଗ୍ରେସ!
ନୂଆଦିଲ୍ଲୀ,୨୧।୧୦: ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୮ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି ମଧ୍ୟ…
୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା, ବ୍ୟାନ କଲା ଭାରତ…
ନୂଆଦିଲ୍ଲୀ,୨୧।୧୨ : ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ…
ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ଡାଉନ
ଓ୍ବାଶିଂଟନ,୨୧ା୧୨: ଗୁରୁବାର ପୂର୍ବାହ୍ନ ୧୧ଟାରୁ ସର୍ଭର ଡାଉନ ଯୋଗୁ ସୋସିଆଲ ‘ଏକ୍ସ’ରେ କୌଣସି ପୋଷ୍ଟ ଦେଖି ହେଉନାହିଁ। ଫଳରେ ୟୁଜର୍ସମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି। ଅନେକ ୟୁଜର ଏହା ଉପରେ ଅଭିଯୋଗ କରିଛନ୍ତି।…
ପୁଣି ଭାରତକୁ ଫେରିଲା ମାସ୍କ: ୨୪ ଘଣ୍ଟାରେ ୬ ମୃତ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୨୧।୧୨ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ…
ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ-୫୦ ହଜାର ଜରିମାନା ଦଣ୍ଡାଦେଶ…
ଚେନ୍ନାଇ,୨୧।୧୨ : ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋନମୁଡି ଏବଂ ତାଙ୍କ ସ୍ତୀଙ୍କ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା…
ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…
ଭାରତକୁ ପ୍ରଶଂସା କଲେ ନଓ୍ବାଜ, କହିଲେ ପଡୋଶୀ ଦେଶ ଚନ୍ଦ୍ରରେ ପହଞ୍ଚିଥିବାବେଳେ ପାକିସ୍ତାନ ଭୂମିରୁ ଉଠିନାହିଁ…
ଇସଲାମାବାଦ,୨୧।୧୨ : ପାକିସ୍ତାନର ଆର୍ଥିକ ଅବସ୍ଥା କାହାଠାରୁ ଲୁଚି ରହିନାହିଁ। ପ୍ରତିଦିନ ସାହାଯ୍ୟକାରୀ ଦେଶ ସହାୟତା କରୁଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ଚାରିପାଖରେ ଥିବା ଦେଶମାନେ ଚନ୍ଦ୍ରରେ…
ଭାରତ ମୁସଲମାନଙ୍କ ପାଇଁ ପାଲଟିଛି ସ୍ବର୍ଗ: ମୋଦି…
ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ କେଉଁଠାରେ…
Archives


