୩୧ ଦିନରେ ଧ୍ୱଂସ ହେଲା ଖାର୍କିବ, ଦେଖାଦେଲାଣି ଘୋର ଖାଦ୍ୟ ସଙ୍କଟ
କ୍ୱିଭ,୨୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୂରଣ ହୋଇଥିଲେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି । ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଚାଲିଛି । ରୁଷିଆ ୟୁକ୍ରେନର ସବୁ ବଡ ବଡ ସହରକୁ ଟାର୍ଗେଟ କରିଥିବା ବେଳେ…
ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା
ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍)ର ଜଣେ ମହିଳା କନ୍ଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସିଆଇଏସ୍ଏଫ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୃଦ୍ଧାଙ୍କ…
ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ
କ୍ୱିଭ୍,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ ଅନେକ…
ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ କୋଟି ଟଙ୍କା ବାକି ରହିଛି । ଏହା ରାଜ୍ୟର ଅଧିକାର ଓ ରାଜ୍ୟ…
ଆଜି ବାର ଆସୋସିଏଶନର ନିର୍ବାଚନ, ଅପରାହ୍ନରେ ଫଳାଫଳ
କଟକ ଅଫିସ, ୨୬।୩: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ରାଜ୍ୟର ୧୫୧ଟି ବାର ଆସୋସିଏଶନରେ ୱାନ ବାର୍ ୱାନ ଭୋଟ ପଦ୍ଧତିରେ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର…
ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ
ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ ୧୦ଟାରେ ବସିବ। ଏହାପରେ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ ପ୍ରୋଟେମ୍…
ମ୍ୟାନମାର ସେନାଙ୍କ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କନାଡାର ପ୍ରତିବନ୍ଧକ
ଓଟାୱା,୨୬ ।୩: ଗ୍ଲୋବଲ ଆଫେୟାର୍ସ କାନାଡା ଶୁକ୍ରବାର ଏକ ବୟାନରେ କହିଛି ମ୍ୟାନମାରରେ ସେନା ଅଧିକାରୀଙ୍କୁ ଅସ୍ତଶସ୍ତ୍ର ଯୋଗାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ କନାଡା ପ୍ରତିବନ୍ଧକ ଲଗାଉଛି । କାନାଡା ବିଶେଷ ଆର୍ଥକ ଉପାୟ(ବୁର୍ମା) ବିନିୟମ ଅନୁଯାୟୀ, ସେହି…
ସୌଦି ଅରବ ତେଲ ଡିପୋରେ ହାଉଦି ବିଦ୍ରୋହୀଙ୍କ ଆକ୍ରମଣ
ରିୟାଦ,୨୬ ।୩: ୟମନର ହାଉଦି ବିଦ୍ରୋହୀ ସୌଦି ଅରବର ଜେଦ୍ଦା ସହରରେ ଫର୍ମୁଲା ୱାନ ରେସ ପୂର୍ବରୁ ଶୁକ୍ରବାର ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛନ୍ତି । ଏହା ହାଉଦି ବିଦ୍ରୋହୀଙ୍କ ଏପର୍ଯ୍ୟନ୍ତ କରାଯାଇଥିବା ସବୁଠାରୁ ବଡ ହାଇ ପ୍ରୋଫାଇଲ…
ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’, ପ୍ରଥମ ଦିନରେ ହାଉସ୍ଫୁଲ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ରିଲିଜ୍ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ଦେଖୁଛି ସିଏ କହୁଛି ମାଷ୍ଟର ପିସ ସିନେମା । ନିର୍ଦ୍ଦେଶକ ରାଜାମୌଲିଙ୍କ ବାହୁବଳୀ…
୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ ହେବନି ପରିବର୍ତ୍ତନ
ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶାରେ ଜିଲାଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡ଼ିଗ୍ରୀ ସେଲସିୟସ ତାତି ରହିଛି। ଆଗାମୀ ୪ ରୁ ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ତାତି…
ରାଜ୍ୟରେ ନିର୍ବାଚନୀ ହିଂସା: ବିଜେଡି-ଭାଜପା ଦୋଷ ଲଦାଲଦି
ଭୁବନେଶ୍ୱର,୨୬।୩(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନରେ ବି ବ୍ୟାପକ ହିଂସାକାଣ୍ଡ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସୀମା ଅତିକ୍ରମ କରିସାରିଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ଗଣମାଧ୍ୟମରେ ରାଜନୈତକ ହିଂସା ମୁଖ୍ୟ…
ଚିକିଟିରେ ବିଜେଡି କରିଛି ବୁଥ୍ ରିଗିଂ
ଭୁବନେଶ୍ୱର, ୨୬।୩(ବ୍ୟୁରୋ): ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର କର୍ମୀମାନଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମାକୁ ଟପିଯାଇଛି। ଏଥିରେ ସେମାନଙ୍କୁ ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ସହାୟତା କରୁଛି। ପ୍ରଶାସନର ଉପସ୍ଥିତିରେ ଶାସକ ଦଳ ନେତା ଓ କର୍ମୀମାନେ ବ୍ୟାପକ ମାତ୍ରରେ…
Archives


