Home Left

ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ…

ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ କ୍ଷେତ୍ରରେ। ସେ ଦୀର୍ଘଦିନରୁ ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ ତାହା…

ଅଂଶୁଘାତକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଓ ଅଂଶୁଘାତକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବଳ ଖରା ଯୋଗୁ ଅଂଶୁଘାତର ସମ୍ଭାବନା ଅଛି। ତେବେ ଅଂଶୁଘାତକୁ ନେଇ ସବୁ ଜିଲାପାଳଙ୍କ ସହ ଆଲୋଚନା ସରିଛି । ସିଡିଏମଓଙ୍କ…

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଚାରକ ମଣ୍ଡଳୀରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର। ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଓ ବହୁ ଚମତ୍କାର ବିଚାରକ ମଣ୍ଡଳୀ ପାଇଁ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାର ୮ଜଣିଆ ସଦସ୍ୟ ବିଶିଷ୍ଟ…

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ

ତାମିଲନାଡୁ, ୨୭।୪: ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ବୈଦେଶିକ ଗସ୍ତର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ’ ୨ରୁ ୪ ପର୍ଯ୍ୟନ୍ତ ୟୁରୋପ ଗସ୍ତ କରିବେ। ଏନେଇ ବୁଧବାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

କଂଗ୍ରେସକୁ ବଡ଼ ଝଟ୍‌କା: ୫କାଉନସିଲର ଛାଡିଲେ ହାତ

ଚଣ୍ଡିଗଡ଼,୨୭।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ପରିସର ଏବେ ବୃଦ୍ଧି ପାଇବାରେ ଲାଗିଛି। ଡେରା ବାସି ମ୍ୟୁନିସିପାଲିଟିର ୫ଜଣ କାଉନସିଲର ଏଏପିରେ ଯୋଗଦେଇଛନ୍ତି। ଡେରା ବାସିର ଏଏପି ବିଧାୟକ କୁଲଜିତ୍‌ ରାନ୍ଧୱା…

ଡଙ୍ଗା ବୁଡ଼ି ୨ ନିଖୋଜଙ୍କ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ବାଲିମେଳା ଜଳଭଣ୍ଡାରରେ ଦୁଇଦିନ ତଳେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିଲେ। ବୁଧବାର ସକାଳୁ ସେମାନଙ୍କ ମୃତଦେହ ଜବତ କରାଯାଇଛି। ଜଗନ୍ନାଥ ଗୋଲାରୀ(୧୯) ଏବଂ ପିତାମ୍ବର ମୁଦୁଲି (୧୯)ଙ୍କ ମୃତଦେହ…

ମନ୍ଦିର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ,୨୭।୪: ତାମିଲନାଡୁରେ ବୁଧବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ତଞ୍ଜାଭୁର ଜିଲାର କାଲିମେଡୁ ନିକଟସ୍ଥ ଅପ୍ପର ମନ୍ଦିରରେ ୯୪ତମ ଗୁରୁପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ହୋଇଛି। ସେଥିରେ…

ହଲିଉଡ୍‌ରେ ଡେବ୍ୟୁ କରିବେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ଯେଉଁଥିରେ ଧନୁଷ…

ନାଟୋ ଦେଶରୁ ପ୍ରତିଶୋଧ ନେଲା ରୁଷିଆ: ଏହି ୨ଦେଶର ଗ୍ୟାସ୍‌ ଯୋଗାଣ ବନ୍ଦ କଲେ ପୁଟିନ୍‌

ମସ୍କୋ,୨୭।୪: ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ କ୍ୱିଭ୍‌କୁ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷର କଥାକୁ ଅବମାନନା କରିବା ଏବେ ୟୁରୋପ ଦେଶକୁ ମହଙ୍ଗା ପଡ଼ିଛି। ଅତ୍ୟଧିକ କଠୋର ପଦକ୍ଷେପ ଗ୍ରହଣ କରିବା ସହ ରୁଷିଆ ପୋଲାଣ୍ଡ ଓ…

ଏହି ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଏପ୍ରିଲ ୨୨ରେ…

ଟ୍ୟୁସନ ଯାଇ ଆଉ ଘରକୁ ଫେରିଲେନି ପୁଅ : ମୃତଦେହ ଜବତ, ଜଣେ ଗିରଫ

ଟିଟିଲାଗଡ଼,୨୭।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ସିରଭଟାସ୍ଥିତ ରେଳବାଇ କର୍ମଚାରୀ ଦିଲୀପ କୁମାରଙ୍କ ଏକମାତ୍ର ପୁଅ ମୋହନ କୁମାର (୧୩)ଙ୍କ ବୁଧବାର ମୃତଦେହ ଜବତ ହୋଇଛି। ଶନିବାର ସେ ଘରୁ ଝାଙ୍କରପଡାକୁ ଟ୍ୟୁସନ ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri