୧୦୦ ବର୍ଷ ଧରି ପାଣିରେ ବୁଡ଼ି ରହିଥିଲା କାଠ ଜାହାଜ, ଏବେ ବି ରହିଛି ସୁରକ୍ଷିତ
ସାଧାରଣତଃ କାଠ ଜାହାଜ ପାଣିରେ ଭାସିଥାଏ। ମାତ୍ର ଯଦି ଏହା ଦୀର୍ଘଦିନ ଧରି ପାଣି ଭିତରେ ବୁଡ଼ି ରୁହେ ତେବେ ନିଶ୍ଚିତ କ୍ଷତି ହେବ ବୋଲି ସମସ୍ତେ ଆକଳନ କରିଥାନ୍ତି। କିନ୍ତୁ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛି ଏକ କାଠ…
‘ଧୋନୀଙ୍କ କ୍ୟାପଟେନଶିପ୍ ଷ୍ଟାଇଲ ଏବଂ ମୋ ଶୈଳୀରେ ସମାନତା ଅଛି’
ବେଙ୍ଗାଲୁରୁ,୧୩।୩: ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବାକୁ ଯାଉଛନ୍ତି ଫାଫ ଡୁ’ପ୍ଲେସିସ। ତାଙ୍କ ନେତୃତ୍ୱ ଶୈଳୀ ‘କ୍ୟାପଟେନ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରାୟତଃ ସମାନ ଥିବା ୩୭ ବର୍ଷୀୟ ଡୁ’ ପ୍ଲେସିସ କହିଛନ୍ତି। ୨୦୧୨ଠାରୁ…
ପାଣି ପିଇବାକୁ ଯାଇ ଆଉ ଫେରିଲେନି
ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ପାପରମେଟେଲା ପଞ୍ଚାୟତ ତଣ୍ଟାଗୁଡା ଗ୍ରାମର ଜଗବନ୍ଧୁ ଖରା ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିଲେ। ଶୋଷ ହେବାରୁ ପାଣି ପିଇବାକୁ ନିକଟସ୍ଥ ତଣ୍ଟାଗୁ ନାଳକୁ…
ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ
ମୁମ୍ବାଇ,୧୩ା୩: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍ ଫଟୋ ଏବଂ ଶେୟାର କରିଥାନ୍ତି। ଏବେ ଦୀପିକାଙ୍କ ଏକ ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି।…
ବଢୁଛି ‘ବୁଲଡୋଜର ବାବା’ଙ୍କ କ୍ରେଜ୍
ବାରାଣସୀ,୧୩।୩: ଉତ୍ତରପ୍ରଦେଶରେ ଭାଜପା ପୁଣି ଥରେ ବିରାଟ ବିଜୟ ସହ କ୍ଷମତାକୁ ଫେରିଛି। ୨୦୨୨ରେ ଅପରାଧୀ ଏବଂ ମାଫିଆଙ୍କ ବିରୋଧରେ ବୁଲଡୋଜର ଚଳାଇବା ସ୍ଲୋଗାନ ଦେଇ କ୍ଷମତାକୁ ଫେରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସମର୍ଥକମାନେ ‘ବୁଲଡୋଜର ବାବା’ର ନୂତନ ନାମ…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି
ଛତ୍ରପୁର,୧୩ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ ସଭ୍ୟା/ସଭ୍ୟଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରାଇଥିଲେ। ପରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ…
ଯୋଗ ଦେବେ ନାହିଁ ମନମୋହନ ସିଂ
ନୂଆଦିଲ୍ଲୀ,୧୩।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ପ୍ରଥମ ଥର ପାଇଁ ବସିବାକୁ ଯାଉଛି କଂଗ୍ରେସ ଓ୍ବାର୍କିଂ କମିଟି। ରବିବାର ହେବାକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବେ ନାହିଁ ପୂର୍ବତନ…
ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…
କ୍ୱିଭ୍, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି ନୂଆ ସପନ ଝଲସୁଛି। ୟୁକ୍ରେନ୍ର ମାରିଆପୋଲ୍ର ଜଣେ ଗର୍ଭବତୀ ମହିଳା ଯିଏକି ରୁଷିଆ ରକେଟ୍…
ଟିଏମ୍ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା
ମୁମ୍ବାଇ,୧୩ ।୩: ବଲିଉଡ୍ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ…
‘ସୋନିଆ ଗାନ୍ଧୀଙ୍କୁ କେମିତି ମୁହଁ ଦେଖେଇବି ଜାଣିପାରୁନି’
ଡେରାଡୁନ୍,୧୩।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପରାଜୟ ସହିତ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହରିଶଙ୍କ ଏହି ପରାଜୟ ମଧ୍ୟ ଉତ୍ତରାଖଣ୍ଡରେ କଂଗ୍ରେସ ଦଳ ପାଇଁ ଏକ ବଡ଼ ଝଟ୍କା ବୋଲି ବିବେଚନା…
ଛକା ମାରି ନାକ ଭାଙ୍ଗିଦେଲେ
ବେଙ୍ଗାଲୁରୁ,୧୩।୩: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଛକାରେ ଜଣେ ଦର୍ଶକ ଆହତ ହୋଇଛନ୍ତି। ଟିମ୍ ଇଣ୍ଡିଆର ପ୍ରଥମ ଇନିଂସରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ପେସର ବିଶ୍ୱା ଫର୍ନାଣ୍ଡୋଙ୍କ…
ଇଶାନ୍ତ, ଜାହିରଙ୍କୁ ପଛରେ ଛାଡ଼ିଲେ ବୁମରା
ବେଙ୍ଗାଲୁରୁ,୧୩।୩: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା। କେବଳ ଏତିକି ନୁହେଁ, ସେ ଏହି ଇନିଂସରେ ଶ୍ରୀଲଙ୍କା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ…
Archives


