Home Left

୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ

ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରୁ ସାମ୍ନାକୁ ଆସିଛି। ଦୁଇ ପୀଡ଼ିତାଙ୍କ ବୟସ ଯଥାକ୍ରମେ ୬ ଏବଂ…

୫ ବର୍ଷ ମଧ୍ୟରେ ପ୍ରଥମଥର କୋହଲି ସହ ଘଟିଲା ଏମିତି

ବେଙ୍ଗାଲୁରୁ,୧୩।୩: ବେଙ୍ଗାଲୁରୁରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରିଥିଲେ। କିନ୍ତୁ ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୨୩ ରନ କରି ଆଉଟ ହୋଇଥିଲେ ଏବଂ…

ଚାଇନାରେ ପୁଣି କରୋନା ବିସ୍ଫୋଟ

ବେଜିଂ,୧୩।୩: ଚାଇନାରେ କରୋନା ମହାମାରୀ ପୁଣି ବ୍ୟାପିଛି। ଦକ୍ଷିଣ ଚାଇନା ବୈଷୟିକ ହବ୍‌ କୁହାଯାଉଥିବା ଶେନଜେନ୍‌ରେ ସୋମବାରଠାରୁ କଡା ଲକଡାଉନ୍‌ ଘୋଷଣା କରିଛନ୍ତି ଜିନପିଙ୍ଗ ସରକାର। ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଜିଲାରେ ଗୋଟିଏ…

ରେକର୍ଡ ଅର୍ଦ୍ଧଶତକ ପରେ ଆଉଟ୍‌ ହେଲେ ପନ୍ତ

ବାଙ୍ଗାଲୋର,୧୩।୩: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଦ୍ରୁତତମ ଭାରତୀୟ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଇକେଟକିପର ବ୍ୟାଟର ଦ୍ୱିତୀୟ ଇନିଂସରେ ୨୮ ବଲରେ ୫୦ ରନ୍‌ ପୂରଣ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ସାମିଲ…

ବେଳକୁ ବେଳ ବିଗୁଡୁଛି କ୍ୱିଭ୍‌ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ କରିବା ଟାର୍ଗେଟରେ ରହିଛି ରୁଷିଆ । ଏଥିପାଇଁ ରୁଷିଆ ସେନା ପକ୍ଷରୁ କ୍ୱିଭ ନିକଟରେ…

ୟୁକ୍ରେନର ସାମରିକ ବେସ୍‌ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କଲା ରୁଷିଆ: ୩୫ ମୃତ

କ୍ୱିଭ୍‌,୧୩।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ଆଜି ହେଉଛି ୧୮ତମ ଦିନ। ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରୁଛି। ରୁଷିଆ ରବିବାର ୟୁକ୍ରେନର ସାମରିକ ବେସ୍‌ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ୩୫…

ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି: କେଜରିୱାଲ

ଚଣ୍ଡିଗଡ଼,୧୩ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ରବିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ ପଞ୍ଜାବ ଗସ୍ତରେ ଯାଇ ଏକ ମେଗା ରୋଡ ଶୋ’ରେ ୋଯାଗ ଦେଇଥିଲେ । ତାଙ୍କସହ ଥିଲେ ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ…

୪ ଦିନ ହେଲା ଜଳୁଛି ଜଙ୍ଗଲ

ଚେନ୍ନାଇ,୧୩ା୩: ତାମିଲନାଡୁର ଡିଣ୍ଡିଗୁଲ ଜିଲାର ପେରୁମାଲ ପାହାଡ଼ିଆ ଜଙ୍ଗଲରେ ଗୁରୁବାରଠାରୁ ନିଆଁ ଲାଗିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲିଭୁନାହିଁ। ନିଆଁର ପ୍ରକୋପ ଏତେ ଅଧିକ ଯେ, ଏହାକୁ ଲିଭାଇବାରେ ନିୟୋଜିତ ଜଙ୍ଗଲ ଅଧିକାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ବନ ବିଭାଗ…

‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ ମିଡିଆରେ ରିଲିଜ୍ କରିସାରିଛନ୍ତି । ଏହି ଗୀତଟିକୁ ଏକ ମେଳାର ପୃଷ୍ଠଭୂମୀରେ ଶୁଟିଂ କରାଯାଇଛି…

୬ ଆତଙ୍କବାଦୀ ଗିରଫ

ଭୋପାଳ,୧୩।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ଏଜେନ୍ସି ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ଆତଙ୍କବାଦୀମାନେ ସହରର ଆଇଶବାଗ ପୋଲିସ ଷ୍ଟେଶନଠାରୁ ୨୦୦ ମିଟର ଦୂରରେ ଏକ ଭଡା ଘର…

ଝିଅକୁ ଜୀଅନ୍ତା ପୋତିଦେଲେ

ନାଗପୁର,୧୩।୩: ଜଣେ ୨୭ ବର୍ଷୀୟ ବ୍ୟକ୍ତି ତାଙ୍କ ଏକ ବର୍ଷର ଝିଅକୁ ଜୀଅନ୍ତା ଚାଷ ଜମିରେ ପୋତି ହତ୍ୟା କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଓ୍ବାଶିମ ଜିଲାରୁ। ତେବେ ସ୍ତ୍ରୀ ସହ ଝଗଡ଼ା ପରେ ଅଭିଯୁକ୍ତ ଝିଅକୁ ହତ୍ୟା…

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର ଉତ୍ତର ପୋଲିସ ଷ୍ଟେଶନ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ ୧୨ରେ ମେଳାରେ ଜଣେ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri