Posted inଜାତୀୟ

ଭୁଶୁଡ଼ିଲା ପୋଲ: ମହିଳାଙ୍କ ସମେତ ଭାସିଗଲେ ୩ ଶିଶୁ

ଶିମ୍‌ଲା,୧୫।୮: ହିମାଚଳ ପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ ସାଲୋଙ୍ଗ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଭୁଶୁଡ଼ିପଡ଼ିଛି। ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଶିଶୁ ପାଣି ସୁଅରେ ଭାସିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପ୍ରଶାସନ ଓ ସ୍ଥାନୀୟବାସିନ୍ଦା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପାଣିର ସୁଅ ଅଧିକ ତୀବ୍ର ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନ ଥିଲା। ଅନ୍ୟପକ୍ଷେ ସୋମବାର କୁଲ୍ଲୁରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅଞ୍ଚଳର ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମ୍‌ ଲୁଚି ବିଦେଶ ପଳାଇବା ଆଶଙ୍କା: ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର

ନୂଆଦିଲ୍ଲୀ,୨୧।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଉପରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନେଇ ଯୋଜନା ଆରମ୍ଭ ହୋଇଛି। ଜାମିନ୍‌ ନ...

ଶିନ୍ଦେଙ୍କୁ ସମତା ପାର୍ଟିର ଅନୁରୋଧ, ଠାକରେ ଦଳଠାରୁ ମଶାଲ ଚିହ୍ନ ଆଣିବାରେ କରନ୍ତୁ ସହାୟତା…

ମୁମ୍ବାଇ,୨୨।୨ : ବିହାରରୁ ସମତା ପାର୍ଟିର ଏକ ପ୍ରତିନିଧୀ ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳକୁ ଦିଆଯାଇଥିବା...

ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!

ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ...

ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା

ମୁଜଫରପୁର,୩୧।୧୦-ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ମୁଜଫରପୁର ଜିଲାର ମୀନାପୁରରେ ଜନ ଅଧିକାର ପାର୍ଟି...

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ...

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

କୋଲକତା,୧୮।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା...

ଶିବକୁମାର ରାଜି, ସୁରେଶ ଅରାଜି…

ବେଙ୍ଗାଲୁରୁ,୧୮।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ...

୯ ବର୍ଷର ପୁଅକୁ ପାଇଲଟ ହେବାର ଟିପ୍ସ ଦେଲେ ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ, ୬।୪: ରାହୁଲ ଗାନ୍ଧୀ ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେ କିଛି ସମୟ ବାହାର କରି...

Advertisement
Archives

Model This Week