ଦିଲ୍ଲୀରେ ଦୁମକା କାଣ୍ଡ: କଥା ନ ଶୁଣିବାରୁ ଛାତ୍ରୀଙ୍କୁ ଗୁଳିକଲେ ଅମାନତ ଅଲ୍ଲି
ନୂଆଦିଲ୍ଲୀ,୧ ।୯: ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ଅଗଷ୍ଟ ୨୫ରେ ଗୁଳି ମାରିଥିବା ଅଭିଯୁକ୍ତ ଅମାନତ ଅଲ୍ଲୀଙ୍କୁ ପୋଲିସ ଗିରଫ କରିଛି । ଛାତ୍ରୀ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସମ୍ପର୍କରେ ଥିବା ବେଳେ ଅଭିଯୁକ୍ତଙ୍କ…
ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରୀଛାତ୍ର
ପାପଡ଼ାହାଣ୍ଡି,୧ା୯(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖର୍କି ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସସିସ୍ ନାଗଙ୍କ ବଦଳି ପ୍ରତିବାଦରେ ଗୁରୁବାର ବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ। ଯେ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ନ…
ପୁଣି କ୍ଷମା ମାଗିଲେ ଅମିର ଖାନ
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଥିବା ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ #boycottlalsinghchaddha ର ପ୍ରଭାବ ଏପରି ଥିଲା ଯେ ବକ୍ସ ଅଫିସରେ ଫିଲ୍ମଟି ସୁପରଫ୍ଲପ୍ ହୋଇଥିଲା।…
୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…
ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ସୃଷ୍ଟି କରିଥିଲେ। ପିଲାମାନେ ବର ବେଶରେ ଆସିଥିବା ପିତାଙ୍କୁ ପିଟାପିଟି…
ଡଙ୍ଗା ବୁଡ଼ି ମହିଳାଙ୍କ ଜୀବନ ଗଲା
ମାଲକାନଗିରି,୧ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବୁଧବାର ଯନ୍ତ୍ରୀ ଗ୍ରାମର ମୋତି ଗଲରି ନାମକ ମହିଳା ଓ ତାଙ୍କ ସ୍ବାମୀ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗାରେଜଳଭଣ୍ଡାର ପାର ହୋଇ ଦାକଡ଼ପଦର…
ଆର୍ଏସ୍ଏସ୍ର ପ୍ରଶଂସା କଲେ ମମତା
କୋଲକାତା,୧ ।୯: ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ସେ ଆର୍ଏସ୍ଏସ୍କୁ ନେଇ ଦେଇଥିବା ଏକ ବୟାନକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ମାନଚିତ୍ରରୁ ହଟିଲା ଏହି ସହର
ବିଭିନ୍ନ କାରଣରୁ ଦୁନିଆର ଅନେକ ସ୍ଥାନ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କିଏ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି।…
ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା
ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ…
ଦୁର୍ଘଟଣାରେ ଚାଲିଗଲା ଏସ୍ଆଇଙ୍କ ଜୀବନ
ନୂଆପଡ଼ା ଅଫିସ,୧ା୯: ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ଏସ୍ଆଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…
ମଝି ଆକାଶରେ ଅଟୋ ପାଇଲଟ୍ ଖରାପ, ଅଧାବାଟରୁ ଫେରିଲା ସ୍ପାଇସ୍ଜେଟ୍…
ନୂଆଦିଲ୍ଲୀ, ୧।୯ : ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ପୁଣି ଥରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବାସ୍ତବରେ, ନୂଆଦିଲ୍ଲୀରୁ ନାସିକକୁ ଉଡ଼ାଣ କରୁଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟରେ ତ୍ରୁଟି ଯୋଗୁ ଅଧାବାଟରୁ ବିମାନଟି…
ବିଗ ବି ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ରେଖା, ଟାଇଗରଙ୍କ ଏମିତି ଉତ୍ତରରେ ଚମକି ପଡିଲେ କରନ
ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ‘କଫି ୱିଥ କରନ’ । ନିକଟରେ ଏହି ଶୋ’ର ଅତିଥି ସାଜିଥିଲେ ବଲିଉଡ ନାୟକ ଟାଇଗର ଶ୍ରଫ ଓ କ୍ରିତି ସାନନ । ଏବେ ଏହି ଏପିସୋଡଟି ଆସିଛି ଚର୍ଚ୍ଚାକୁ ।…
ଭୁଲ୍ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ
ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି…

