Home Left

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ କିମ ଲୋକଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଥିବାରୁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ଔଷଧ ଯୋଗାଣକୁ…

ଦରମା ନୁହେଁ, କର୍ମଚାରୀଙ୍କୁ ‘ସୁନା’ ଦେଉଛି ଏହି କମ୍ପାନୀ

ପ୍ରତ୍ୟେକ କମ୍ପାନୀର ନିଜସ୍ବ ନୀତି ରହିଛି। କମ୍ପାନୀ କିପରି ଏହାର କର୍ମଚାରୀଙ୍କ ଯତ୍ନ ନେବ ସେ ସମ୍ପର୍କରେ ସ୍ଥିର କରିଥାଏ। କିଛି କମ୍ପାନୀ କର୍ମଚାରୀଙ୍କୁ ବୋନସ, ଛୁଟିଦିନ ଅଫର୍‌ କିମ୍ବା ଖାଦ୍ୟ ଏବଂ ମାର୍କେଟିଂ କୁପନ ଦିଅନ୍ତି, ଆଉ କିଛି କମ୍ପାନୀ…

ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ବୁଦ୍ଧ ପୂର୍ଣ୍ଣିମା…

ଜୀବିତ ଥାଇ ମୃତ୍ୟୁ ଭୋଜନ ଦେଲେ ମହିଳା

ଚଣ୍ଡିଗଡ,୧୬।୫: ହରିୟାଣାର ଫତେହାବାଦ ଜିଲାର ଜଣେ ବୃଦ୍ଧ ମହିଳା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗଞ୍ଜ-ଚିନ୍ଦଡ ନିବାସୀ ୮୦ ବର୍ଷୀୟା ଚାୱଲି ଦେବୀ ଗୋଶାଳା ପାଇଁ ୨.୫ କୋଟି ଟଙ୍କା ମୂଲ୍ୟର ୧୨଼ ଏକର ଜମି ଦାନ ଦେଇଛନ୍ତି। କେବଳ…

ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର ପ୍ରାୟ ୪-୭ ଦିନ ମଧ୍ୟରେ ଡେଙ୍ଗୁର ଲକ୍ଷଣାବଳୀ ପ୍ରକାଶ ପାଇଥାଏ। ଏଡିଶ ମଶାର ଭୂତାଣୁ…

କେବେ ନିଜ ମାତାପିତାଙ୍କୁ ଭେଟି ନ ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

କାନବେରା,୧୬।୫:ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଜଗତରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ୍‌ରେ ସାଇମଣ୍ଡସ ଅନେକ ବଡ଼ ସଫଳତା ହାସଲ କରିଥିଲେ।…

ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ: ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ତାଗିଦ୍‌

ପୁରୀ ଅଫିସ,୧୬।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିଷିଦ୍ଧାଞ୍ଚଳ ଭଳି ନିୟନ୍ତ୍ରିତ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଅନୁମୋଦନ ନାହିଁ। ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଅନୁମୋଦନ ନ ଥିବା…

ଇଞ୍ଜିନିୟର୍‌ରୁ ବଲିଉଡ୍‌ର ଜଣେ ସଫଳ ଅଭିନେତା

ବଲିଉଡ୍‌ ଅଭିନେତା ବିକି କୌଶଲ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ତାଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ପ୍ରଥମ ଥର ପାଇଁ ପାଳନ କରିବାକୁ ଯାଉଛନ୍ତି। ଦୁହେଁ ଏବେ…

ମଉଳିଯାଉଛି ସ୍ବପ୍ନାରାଣୀଙ୍କ ସ୍ବପ୍ନ

ପୁରୀ ଅଫିସ,୧୬।୫: ପୁରୀ ସହରର ପ୍ରତିଷ୍ଠିତ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ବପ୍ନ ନେଇ ଜଣେ ଆଦିବାସୀ ଛାତ୍ରୀ ନବରଙ୍ଗପୁରରୁ ଏଠାକୁ ଧାଇଁ ଆସିଥିଲେ। ପାଠ ପଢି ପରୀକ୍ଷା ମଧ୍ୟ ଦେଇଥିଲେ। ହେଲେ ଏବେ ତାଙ୍କୁ…

ପ୍ରତିମୂର୍ତ୍ତି ସ୍ଥାନାନ୍ତର କଥା ଭୁଲିଗଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାଜଧାନୀରେ ସବୁଆଡ଼େ ଚାଲିଛି ସୌନ୍ଦର୍ଯ୍ୟକରଣ। କିନ୍ତୁ ରାଜଧାନୀର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌ ଛକ ସ୍ଥିତ ୨ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିର୍ମୂିସ୍ଥଳ ଅବହେଳିତ ହୋଇ ପଡ଼ିଛି। ଏହି ସ୍ଥାନରେ ରାଜନେତା ଲୋକନାୟକ ଜୟପ୍ରକାଶ ନାରାୟଣ ପାର୍କ ଓ ଦେଶର ପ୍ରଥମ…

ଖୋଲିପାରୁନି ୟୁନିଟ୍‌-୨ ଫଳ ବଜାର

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଫଳ ବ୍ୟବସାୟୀ ରହିଛନ୍ତି। କେବଳ ଏହି ଛକ ନୁହେଁ, ସହରର…

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଥୁତୁକୁଡି ଜିଲା କାଟୁନାୟକ୍କାନପତ୍ତି ଗାଁର ୫୭ ବର୍ଷୀୟା ପେଚିୟାମ୍ମଲ ମାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri